ସ୍ଵାମୀକୁ ଛାଡି ଦିଅର ସହ ରୋ-ମା-ନ୍ସ କରୁଥିଲେ ଏବେ ସ୍ଵାମୀକୁ ଛାଡି ଦିଅର ସହ ଫେରାର – ଦେଖନ୍ତୁ ଭିଡିଓ

ରାଜ୍ୟ

ଆପଣମାନେ ଜାନିଥିବେ ଏମିତି କିଛି ଘଟଣା ଘଟିଯାଉଛି ଯାହାକୁ ଆପଣ ମାନେ ବେଶ ଭଲଭାବରେ ଜାଣିଛନ୍ତି ।ସୋସିଆଲ ମିଦିଆରେ ବହୁତ କିଛି ଘଟଣା ସମ୍ପର୍କରେ ସୂଚନା ମିଳିଥାଏ ।ଆସନ୍ତୁ ଜାଣିବା ଏହି ବିଷୟରେ ଭଲପାଇ ବାହା ହୋଇଥିଲି ବୋଲି ଏବେ ନାମ ନଉଛି । ମୋ ସ୍ତ୍ରୀ ମତେ ଛାଡି ଅନ୍ୟ ଏକ ପୁରୁଷ ସହିତ ପଳେଇ ଯାଇଛି । ମୋ ସ୍ତ୍ରୀ ଫଟୋ ଧରି ବସିଲେ କ’ଣ ସେ ଫେରିଆସିବ ।

ମୋତେ ବାହା ହେଲା ପରେ ଧୋକା ଦେଇଦେଲା । ପର ପୁରୁଷ କୁ ସେ ନିଜ ବାହୁରେ ଜାବୁଡି ଧରିଲା ଓ ମୋ ପ୍ରେମ ତାକୁ ଆଉ ଭଲ ଲାଗିଲା ନାହିଁ ଏବଂ ପର ସ୍ଵାମି ତାକୁ ଭଲ ଲାଗିଲା । ସ୍ୱାମୀ ଆଉ ପିଲା ଥାଇ ସେ ପର ପୁରୁଷ ପଛରେ ମାୟାବିନି ସ୍ତ୍ରୀ ହୋଇ ପଡିଗଲା । ନିଜର କିଛି ସୁନ୍ଦର ସୁନ୍ଦର ଫଟୋ ଉଠାଇ ପର ପୁରୁଷ କୁ ନିଜ ପ୍ରେମ ଜାଲ ରେ ଫସାଉଛନ୍ତି ।

ସ୍ଵାମିକୁ ଲୁଚାଇ ରାତି ରାତି ମୋବାଇଲ ରେ ଚାଟିଙ୍ଗ ଓ ଭିଡିଓ କଲ କରି କଥା ହେଉଛନ୍ତି ପର ପୁରୁଷ ସହିତ । ମୋବାଇଲ ମୋବାଇଲ ରେ ସେ ରୋମାଂନ୍ସ ମଧ୍ୟ କରୁଛନ୍ତି । ସ୍ୱାମୀ ସୋଇ ଗଲା ପରେ ରାତି ରାତି ସ୍ତ୍ରି କେବଳ ମୋବାଇଲ ରେ ରାତି କାଟୁଛି । ହେଲେ ମୋବାଇଲର ରାତି ରୋମାଂନ୍ସ ସ୍ତ୍ରୀ ମନ କୁ ଜମା ଭଲ ଲାଗିଲାନି।

ତେଣୁ ସେ ନିଷ୍ପତି ନେଲା ସ୍ଵାମି କୁ ଛାଡି ପଳେଇବ ବୋଲି । ଟେବେ ସେ ଆଉ ଏମିତି କେତେ ଦିନ ଛଟପଟ ହେବ ଓ ମୋବାଇଲ ରେ ଆଉ କେତେ ପ୍ରେମ ଦିଆନିଆ କରିବ । ତେବେ ସେ ଶେଷରେ ସ୍ୱାମୀ କୁ ଚଖ୍ମାଦେଖାଇ ପଳେଇଗଲା ଆଉ ପର ସ୍ଵାମି ସହ ଛୁ ମାରିଲେ । ପୁଣି ଆସିଲା ଏମିତି ଏକ ଖବର ସ୍ଵାମି ଛାଡି ପଳେଇ ଗଲା ସ୍ତ୍ରୀ । ବିବାହ ପୁର୍ବରୁ ପ୍ରେମୀକ ନାଗର ଦୁନିଆ ଥିଲା ଆଉ ପ୍ରେମିକ ର କଥା ଗୁଡିକ ସବୁ ମିଠା ଲାଗୁଥିଲା ।

ବିବାହ ପରେ ସ୍ଵାମି ବଦଳ ରେ ଅନ୍ୟ ବିବାହିତ ପୁରୁଷ ଭଲପାଇବା ତାକୁ ମିଠା ଲାଗିଲା । ତା ଭଲପାଇବା ଆଗରେ ସ୍ବାମି ଏମିତି ଏକ କଲରା ଭଳି ଲାଗିଲ। ସ୍ଵାମି ସ୍ତ୍ରୀ ଭଲପାଇ ବିବାହ କରିଥିଲେ ଓ କେତେ ସ୍ବପ୍ନ ନେଇ ରାଜ ଧାନୀ ଭୁବନେଶ୍ଵର କୁ ଆସିଥିଲେ ନିଜର ଏକ ସୁନ୍ଦର ସଂସାର ଗଢିବେ ବୋଲି । ବିବାହ ର କିଛି ଦିନ ସ୍ଵାମି ସ୍ତ୍ରୀ ଙ୍କ ଭଲ ସର୍ମ୍ପକ ରହିଥିଲା । ଏବଂ ସ୍ଵାମି ସ୍ତ୍ରୀ ଯେଉଁଠି ଘରଭଡା ନେଇଥିଲେ ସେହିଥାରେ କିଛ ଯୁବକ ଘରଭଡା ନେଇ କି ରହୁଥିଲେ ।

ସେଇଠି ଆରମ୍ଭ ହୋଇଥିଲା ପ୍ରେମ ଓ ପ୍ରଥମେ ଦେଖାହେଲା ପରେ ଘରକୁ ଯିବା ଆସିବା ଲାଗିଲ। ନମ୍ବର ଦିଆନିଆ ପରେ ପରା ପୁରୁଷ ସହିତ କଥା ହେଉଥିଲା । ପର ପୁରୁଷ ବି ବିବାହିତ ହୋଇ ମଧ୍ୟ ନିଜ ସ୍ତ୍ରୀ ର ପ୍ରେମକୁ ଗୋଡ଼ ରେ ଆଡ଼େଇ ଭାଉଜ ପ୍ରେମରେ ପଡ଼ିଥିଲା । ନିଜ ସ୍ତ୍ରୀ କୁ ଧୋକା ଦେଇ ଭାଉଜ ସାଙ୍ଗରେ ପଳେଇଲା ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ ।ନିଜର ସ୍ଵାର୍ଥ ପାଇଁ ଆଜି କାଲି ବିବାହ ଦମ୍ପତି ମାନେ ଏତେ ତଳକୁ ଖସି ଯାଉଛନ୍ତି । ସ୍ୱାମୀ କି ଓ ପିଲା ମାନଙ୍କୁ ଛାଡି ନିଜର ପରିବାର ର ସମ୍ମାନ କୁ ତଲକୁ ପକାଉଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.