ସ୍ବାମୀ ଦିନେଶକୁ ରୋକ ଠୋକ ଶୁଣାଇଲେ ଦୀପିକା (Deepika) , ଏମିତି କହିଲେ ….. ଦେଖନ୍ତୁ

ବିଶେଷ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଦୀପିକା ଓ ଦିନେସ୍ ଙ୍କ ଭିଡିଓ କିପରି ଭାଇରାଲ ହେଉଛି । ଆଜି କି ପ୍ରାୟ 7 ଦିନ ହେଇଯିବ ଦୀପିକା ଦିନେସ୍ ଙ୍କ ଘର ଜଗି କି ବସିଛନ୍ତି । ଏହି ବିଷୟ ରେ ନିଜେ ଦୀପିକା କିଛି କହିଥିବାର ନଜର ରେ ଆସିଛନ୍ତି ଆସନ୍ତୁ ଜାଣିବା ଏହି ବିବାଦ ରେ କ’ଣ ନୂଆ ତଥ୍ୟ ଆସିଛି । କିନ୍ତୁ ଏ ସବୁ ଜାଣିବା ପୂର୍ବ ରୁ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ । ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ଦୀପିକା ଙ୍କ କହିବା ଅନୁଯାୟୀ ଯଦି ତାଙ୍କ ର ଏହା ଭଲ ପାଇବା ନଥିଲା କେବଳ ସମ୍ପର୍କ ରଖିବାର ଥିଲା ତାହେଲେ ସେ ଏମିତି ଝିଅ ବହୁତ ମିଳି ଯିବେ ତାଙ୍କ ସହ ସେ ମିଶି ପାରି ଥାନ୍ତେ । ଏମିତି ଭଲ ଝିଅ ଙ୍କ ସହ ମିଶିକି କାହିଁକି ତାଙ୍କ ଲାଇଫ ବରବାଦ କରିବାକୁ ଲାଗୁଛି । ତାହା ସହ କହିଲେ କି 7 ଦିନ ହେଇଗଲାଣି ସେ ଦିନେଶ ଙ୍କ ଘର ମୁହଁ ରେ ବସିଛନ୍ତି କିନ୍ତୁ ସମାଜ ସେବି ପ୍ରମିଳା ତ୍ରିପାଠୀ ଆସି ଦୀପିକା ବସି ଥିବା ଜାଗା କୁ ସୁବିଧା ଯନକ କରିଥିଲେ ।

କିନ୍ତୁ ତାଙ୍କ ର ସ୍ବାମି ଶାଶୁ ଶଶୁର ଥାଉ ଥାଉ ଦୀପିକା ଙ୍କୁ ଆଣି ଘର ଆଗରେ ବସେଇ ଦେଲେ ଯାହା କି ତାଙ୍କ ର କର୍ତ୍ତବ୍ୟ ଥିଲା ଘର ଭୀତ ରେ ରଖିବା ର କିନ୍ତୁ ସେ ଏମିତି ନକରି ଘରୁ ବାହାର କରିଦେଲେ । ଦିନେଶ ଏ ସବୁ ଘଟଣା ନ୍ୟୁଜ ତରଫ ରୁ ଜାଣି ମଧ୍ୟ ନଜାଣିଲା ଭଳି ହେଉଛନ୍ତି । ସେ ମି଼ଡିଆ ମାଧ୍ୟମ ରେ କହି ଅନୁରୋଧ କଲେ କି ତାଙ୍କ ସ୍ବାମି ତଥା ଦିନେଶ କେଉଁଠି ଅଛନ୍ତି ତାଙ୍କୁ ନେଇ କି ଆସନ୍ତୁ । କାହିଁକି ସେ ତାଙ୍କ 19 ମାସ ର ପିଲା ଠୁ ଦୁରେଇ କି ରହିଛନ୍ତି ବାସ୍ ଦିନେଶ ଙ୍କ ଠାରୁ ସ୍ତ୍ରୀ ର ଅଧିକାର ପାଇବା ପାଇଁ ଯାହା ତାଙ୍କ ର ହକ ।

ଦିନେସ୍ ଙ୍କ ଠାରୁ ଦୀପିକା ଙ୍କୁ ଅଲଗା କରି ତାଙ୍କ 19 ମାସ ର ପିଲା କୁ ବି ତା ବାପା ଙ୍କ ଠାରୁ ଅଲଗା କରି ଦେଉଛନ୍ତି ଏହା କ’ଣ ଠିକ କରୁଛନ୍ତି ଦୀପିକା ଙ୍କ ଶାଶୁ ଶଶୁର । ଦୀପିକା ଦିନେସ୍ ଙ୍କ ସ୍ତ୍ରୀ ଏବଂ ତାଙ୍କ ର 19 ମାସ ର ପୁଅ ଟିଏ ଥାଇ ମଧ୍ୟ ଦିନେଶ ଙ୍କ ବାହାଘର ଏକ କଦଳୀ ଵାଲା ଙ୍କ ଝିଅ ସହ କାହିଁକି ବାହାଘର ଠିକ କରୁ ନାହାନ୍ତି ଏହା ମଧ୍ୟ କହିଛନ୍ତି ଦୀପିକା । ଏ ସବୁ କୁ ନେଇ ବାସ୍ ଏତିକି ଜଣା ପଡୁଛି ଦୀପିକା ଙ୍କ କହିବା କଥା ଅନୁଜାୟି ଯଦି ଦୀପିକା ଙ୍କୁ ପ୍ରେମ କଲେ ଦିନେସ୍ ତେବେ ତାଙ୍କ ବାହାହେବେ ଦିନେସ୍ ଆଉ ଯେଉଁ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି ତାହେଲେ ସେ ସେହି ପର୍ଯ୍ୟନ୍ତ ସେ ଧାରଣା ରୁ ହଟିବେ ନାହିଁ ।

Leave a Reply

Your email address will not be published.