ସ୍ତ୍ରୀ ଠାରୁ ଅଲଗା ହେବା ସ୍ଵାମୀ ପାଇଁ ଥିଲା ବହୁତ କଷ୍ଟକର ସେଥିପାଇଁ ସ୍ତ୍ରୀ ଶ-ବ ସହ ସ୍ୱାମୀ ବିତାଇଲେ ୪ ଦିନ – ଦେଖନ୍ତୁ Video

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଯୁବକ ଓ ଯୁବତୀ ବିବାହ ପର ସ୍ବାମୀ ସ୍ତ୍ରୀ ହୋଇ ଯାଇଥାନ୍ତି । ତେବେ ବିବାହ ପରେ ଉଭୟ ଏ ଜନ୍ମ ର ନୁହେଁ ବରଂ ୭ ଜନ୍ମ ର ଜୀବନ ସାଥି କୁ ପାଇଗଲେ । ତେବେ ବନ୍ଧୁଗଣ ବହୁତ କମ ଦେଖିବାକୁ ମିଳିଥାଏ ଯେଉଁଠି ଗୋଟିଏ ଜନ୍ମ ରେ ନିଜ ଜୀବନ ସାଥି କୁ ଛାଡି ଦେଇଥାଏ ।

ତେବେ ବନ୍ଧୁଗଣ ଏହାରି ଭିତରେ ଏମିତି ଏକ ଖବର ଆସି ଯାଇଛି ଯାହାକି ବେଶ୍ ଦୁଃଖନୀୟ ଓ ଆଶ୍ଚର୍ଯ୍ୟ କଲା ଭଳି ଖବର ମଧ୍ୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେମିତି ଗୋଟିଏ ମାଆ ତାର ପୁଅ ର ଅନେକ ଜତ୍ନ ନେଇଥାଏ ଠିକ ସେହିଭଳି ସ୍ବାମୀ ଦାୟିତ୍ଵ ମଧ୍ୟ ସ୍ତ୍ରୀ ନେଇଥାଏ ଓ ସ୍ତ୍ରୀ ଦାୟିତ୍ଵ ମଧ୍ୟ ସ୍ବାମୀ ନେଇ ଥାଏ , ଉଭୟ ସୁଖ ଦୁଃଖ ର ସାଥି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ପତ୍ନୀ ଙ୍କୁ ହରାଇ ସ୍ବାମୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ହଁ ବନ୍ଧୁ ପତ୍ନୀ ମରିବା ର ୪ ଦିନ ହୋଇ ଯାଇଥିଲେ ମଧ୍ୟ ସ୍ତ୍ରୀ ପାଖ ରେ ସମୟ କୁ ଅତି ବାହିତ କରୁଥଲେ ସ୍ବାମୀ ।

ତେବେ ସୁରେଶ ନାମକ ଜଣେ ବ୍ୟକ୍ତି ଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ସୁନିତା । ତେବେ ଉଭୟ ହେଉଛନ୍ତି ମଦ୍ୟପ ଓ ଉଭୟ ଝଗଡା ମଧ୍ୟ ଲାଗି ଥାଆନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ପତ୍ନୀ ଜଣକ ମୃତ୍ୟୁ କରିଛନ୍ତି କିନ୍ତୁ ସ୍ବାମୀ ଜଣକ ପତ୍ନୀ ମୃତ୍ୟୁ ପରେ ଭଲ ପାଇବା ପ୍ରେମ ନା ପାଗଳାମୀ ।

ତେବେ ସ୍ତ୍ରୀ ମରିବା ପରେ ସ୍ବାମୀ ଜଣକ ତାକୁ ଖାଇବା କୁ ଦେଉଛି ତାହା ସହିତ କଥା ହେଉଛି । ତେବେ ପାଖ ପଡୋଶୀ ଙ୍କ ଠାରୁ ପୋଲିସ୍ ସୂଚନା ପାଇବା ପରେ ମହିଳା ଙ୍କ ଶ-ବ୍ କୁ ଉଦ୍ଧାର କରି ମୃ-ତ୍ୟୁ ପଛ ର ତଦନ୍ତ କରୁଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.