ସ୍କୁଲର ଦିଦିଙ୍କ କାରନାମା ଦେଖିଲେ ନିଜ ହସକୁ ରୋକି ପାରିବେ ନାହିଁ – ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ବର୍ତ୍ତମାନ୍ ସମୟ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତାହେଲେ ଏହି। ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ରାତାରାତି ଷ୍ଟାର୍ ବନି ଯାଇ ଥାଆନ୍ତି । ପ୍ରତ୍ୟେକ ଦିନ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ପୋଷ୍ଟ ହୋଇଥାଏ । ତେବେ କିଏ ନିଜ ପତ୍ନୀ ଙ୍କ ସହ ଭିଡିଓ କରି ପୋଷ୍ଟ କରି ଥାଏ ତ ଆଉ କିଏ ନିଜ ସାଙ୍ଗ ସାଥି ଙ୍କ ସହ ।

ତାହେଲେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ପାଉଥିବେ । ସୋସିଆଲ ମିଡ଼ିଆ ରେ ବହୁ କମ୍ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗି ଥାଏ । ତାହେଲେ ଆଜି ଆମେ ଆମର ଏହି।ପେଜ ମାଧ୍ୟମ ରେ ସେହିଭଳି ଏକ ଭିଡିଓ ବିଷୟ ରେ ଜାଣିବା କି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।


ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା , ଜାଣିବା ପୂର୍ବ ରୁ ଜାଣି ରଖନ୍ତୁ ଯେ ଏହି ସମାଜ ରେ ବାପା ମା ଙ୍କ ପରେ ଯଦି କାହାକୁ ଭଗବାନ୍ କୁହାଯାଇ ଥାଏ ସେ ହେଉଛନ୍ତି ଗୁରୁ । ଗୁରୁ ତାର ଶିଷ୍ୟ କୁ ଭଲ ମଣିଷ ଭଲ ଶିକ୍ଷା ଦେଇଥାଏ । ସେଥିପାଇଁ

ଗୁରୁ ଶିଷ୍ୟ ସଂପର୍କ ପବିତ୍ର ସଂପର୍କ , ଶିଷ୍ୟ ସଦା ସର୍ବଦା ନିଜ ଗୁରୁ କୁ ସମ୍ମାନ ଦେବା ଗୁରୁତ୍ଵ ପୂର୍ଣ୍ଣ କିନ୍ତୁ ବର୍ତ୍ତମାନ୍ ସମୟ ରେ ସେହି ସମ୍ମାନ ଆଉ ନାହିଁ । କାରଣ ଏଠି ଶିଷ୍ୟ ମାନେ ଗୁରୁ ଙ୍କୁ ଗୋଲାପ ସର୍ବ ସମ୍ମୁଖ ରେ ଦେଉଛନ୍ତି ଏବଂ ଶିକ୍ଷୟିତ୍ରୀ ନିଜ ଶିଷ୍ୟ ଙ୍କ ଜବରଦସ୍ତ ନାଚ କରୁଛନ୍ତି ।

ତାହେଲେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ କିଛି ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ମାନ ଙ୍କ ମଧ୍ୟ ରୁ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଏକ କଲେଜ୍ ଫଂକ୍ସନ୍ ରେ ଜଣେ ଛାତ୍ର ନାଚିବାକୁ ଆସୁଛନ୍ତି ଓ ନାଚିବ ଆରମ୍ଭ କରିବା ପୂର୍ବରୁ ସେ ଏକ ଗୋଲାପ ଫୁଲ ବାହାର୍ କରି ନିଜ ମାଡାମ ଙ୍କୁ ଦେଉଛନ୍ତି ।

ତାହେଲେ ଆଉ ଏକ ଭିଡିଓ ଦେଖିବାକୁ ମିଳିଛି ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ର ଙ୍କ ସହ ଜବରଦସ୍ତ ନାଚ କରୁଥିବାର । ଏହି ଭଳି ଆହୁରି ଅନେକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ , ଆପଣ ମାନେ ଏହି ସମସ୍ତ ଭିଡିଓ କୁ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.