ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ ।
ତେବେ ଏହି ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ଓ ବର୍ତ୍ତମାନ ସମୟ ରେ ଠିକ ସେହିଭଳି ଜଣେ ଅଭିନେତା ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ସମାଜ ସେବା କାର୍ଯ୍ୟ କରି । ତେବେ ଆସନ୍ତୁ ଏହି ବିଷୟ ରେ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି । ଆପଣ ମାନେ ଜାଣିଥିବେ ଯେ ଅନୁଭବ ମହାନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବା ଆଗ ଧାଡି ର ଅଭିନେତା । ତେବେ ଅନୁଭବ ମହାନ୍ତି ଜଣେ ଲୋକପ୍ରିୟ ଅଭିନେତା ହେବା ସହ ସାଂସଦ ମଧ୍ୟ ଅଟନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ।
ତେବେ ସେ ଚଳଚିତ୍ର ରେ ଆସିବା ପୂର୍ବ ରୁ ସେ ପ୍ରଥମେ ଆଲବମ କରୁଥିଲେ ଓ ପରେ ଓଡିଆ ଚଳଚିତ୍ର ରେ ପାଦ ଦେଇ ବେସ ଲୋକ ପରିଚିତ ହେବା ସହିତ ଓଡିଶା ର ଘର ଘରେ ପରିଚିତ ହୋଇ ପାରିଥିଲେ । ତେବେ କହିବାକୁ ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।
ତେବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ସହ ଅଭିନୟ କାଟୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବ ଯେ ଅନୁଭବ ଶୁଟିଙ୍ଗ ସେଟ ରୁ ବର୍ଷା ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ଙ୍କ ମଧ୍ୟ ରେ କିଛି ବିବାଦ ଦେଖା ଦେବାରୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସାଂସଦ ଅନୁଭବ ମହାନ୍ତି ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଅନୁଭବ ଗରିବ ଲୋକ ଙ୍କ ପାଖ ରେ ପହଂଚି ସେମାନ ଙ୍କୁ ସାହାର୍ଯ୍ୟ ହାତ ବଢ଼ାଇଛନ୍ତି ଓ ସେମାନଙ୍କ ଅସୁବିଧା ବୁଝିଛନ୍ତୀ । ତେବେ ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।