ସିଦ୍ଧାନ୍ତ ମହାପାତ୍ର(Sidhant Mahapatra) ଙ୍କ ନୂଆ ଓଡିଆ ଫିଲ୍ମ ଶଙ୍କର ର ଶୁଟିଙ୍ଗ କେମିତି ଚାଲିଛି ? ଏଥର ଦୂର୍ଗା ପୂଜା ରେ କରିବା ଧମାଲ … ଦେଖନ୍ତୁ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅଭିନୟ ଦୁନିଆ ବେଶ୍ ଲୋକ ପରିଚିତ ହୋଇ ପାରିଛି । ଏହି ଅଭିନୟ ଦୁନିଆ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଥାଏ ଓ ଅନେକ ଧାରାବାହିକ ମଧ୍ୟ ପ୍ରସାରିତ ହେଉଥାଏ । ଆପଣ ମାନେ ନିଶ୍ଚୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରସାରିତ ହେଉଥିବା ସମସ୍ତ ଚଳଚ୍ଚିତ୍ର ଓ ଧାରାବାହିକ ନିସ୍ଚୟ ଦେଖିଥିବେ ।

 

 

 

ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ଏହି ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ପ୍ରତ୍ୟେକ ବର୍ଷ କିଛି ନୂଆ ଧାରାବାହିକ ଓ ଚଳଚ୍ଚିତ୍ର ଆସିଥାଏ ।

 

ଯାହାକି ଆପଣ ମାନେ ଟିଭି , ସିନେମା ହଲ ରେ ଦେଖିବାକୁ ପାଉଥିବେ । ବର୍ତ୍ତମାନ୍ ସମୟ ରେ ଆଗାମୀ ଦିନ ମାନେ ଙ୍କ ରେ ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କିଛି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ ଓ ଆଜି ଆମେ ଏହି ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମୁନା ଭାଇ ନାମ ରେ ବେଶ୍ ପରିଚିତ । ଓଡ଼ିଶା ର ଘରେ ପରିଚିତ ସିଦ୍ଧାନ୍ତ ମହାପାତ୍ର । ଏହି ନୂଆ ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ନଜର ଆସିବେ ଓ ଏହି ନୂଆ ଚଳଚ୍ଚିତ୍ର ଟି ର ନାମ ହେଉଛି ଶଙ୍କର ।

 

 

ଏହି ଚଳଚ୍ଚିତ୍ର ଟି ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଦିବ୍ୟାଦିଶା ଓ ନବାଗତ ଅଭିନେତା ଦେବାନନ୍ଦ ଏହି ଚଳଚ୍ଚିତ୍ର ଟି ରେ ନଜର ଆସିବେ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଫିଲ୍ମ ର ସୁଟିଂ ସେଟ ବେଶ୍ ଜୋର୍ ସୋର ରେ ଚାଲିଛି ଭୁବନେଶ୍ଵର ର ବିଭିନ୍ନ ସ୍ଥାନ ରେ ସୁଟିଂ ଚାଲିଛି ।

 

ଯାହା ସୂଚନା ମିଳିଛି ଯେ ଏହି ଚଳଚ୍ଚିତ୍ର ଟି ଆଗାମୀ ଦୁର୍ଗା ପୂଜା ଉପଲକ୍ଷେ ସାରା ଓଡ଼ିଶା ର ସିନେମା ରେ ରିଲିଜ୍ ହେବ । ଏହି ଫିଲ୍ମ୍ ରେ ମୁଖ୍ୟ ନାୟକ ଭାବେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ଓ ଏହି ଚଳଚିତ୍ର ରେ ନବାଗତ ଅଭିନେତା ଦେବାନନ୍ଦ ଡେବ୍ୟୁ କରିବେ । ଦେବାନନ୍ଦ ଙ୍କ ବିପକ୍ଷ ରେ ନଜର ଆସିବେ ଦିବ୍ୟାଦିସା । ଏହି ଚଳଚ୍ଚିତ୍ର ଟି ଆପଣ ମାନ ଙ୍କ ପାଇଁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଦୁର୍ଗା ପୂଜା ଉପଲକ୍ଷେ ।।

Leave a Reply

Your email address will not be published.