ସିଦ୍ଧାନ୍ତ ମହାପାତ୍ର (Sidhant Mohapatra) ‘ରଚନା’ଙ୍କ ସହ ଫିଲ୍ମି କରିବି କହିଲେ କିନ୍ତୁ ‘ରଚନା’ (Rachana) କଣ କହିଲେ ଦେଖନ୍ତୁ ?

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ନିଜ ସୁଟିଂ ସେଟ ର ଭିଡିଓ ହେଉ ବା ଅନ୍ୟ କିଛି ଭିଡିଓ ହେଉ , ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ରଚନା ବାନାର୍ଜୀ ବେସ ଚର୍ଚ୍ଚା ରେ ଅଛନ୍ତି ।


ହଁ ବନ୍ଧୁ ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ସହ ଅଭିନୟ କରିବା କୁ ପ୍ରସ୍ତୁତ ଅଛନ୍ତି , ତେବେ ରଚନା ଓଡିଆ ଚଳଚ୍ଚିତ୍ର କୁ ଅଭିନୟ କରିବାକୁ ନେଇ କଣ କହିଲେ ତାହା ଆଜି ଆମେ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଭଲ ଭାବ ରେ ଜାଣିଥିବେ । ତେବେ ସିଦ୍ଧାନ୍ତ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ମୁନା ଭାଇ ନାମ ରେ ବେସ ପରିଚିତ ।


ତେବେ ମୁନା ଭାଇ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ଓ ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ ଜାରି ରଖିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ ସିଦ୍ଧାନ୍ତ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରି ଥିବାର ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ହିରୋଇନ୍ ଜଣକ ଦିନେ ଓଡିଆ ଇଣ୍ଡଷ୍ଟ୍ରି ରେ ରାଜ କରୁଥଲେ , ନିଜ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କ ମନ୍ କୁ ଜିତୁଥିଲେ । ତେବେ ସେ ଓଡିଆ ଇଣ୍ଡଷ୍ଟ୍ରି ରୁ ସମ୍ପୂର୍ଣ ଭାବେ ଦୂରେଇ ରହିଥିଲେ ମଧ୍ୟ ସେ ଆଜି ବି ଦର୍ଶକ ମାନ ଙ୍କ ମନ୍ ରେ ଅଛନ୍ତି ଓ ରହିବେ ।

ତେବେ ସିଦ୍ଧାନ୍ତ ଓ ରଚନା ଙ୍କ ଯୋଡି ବର୍ତ୍ତମାନ୍ ମଧ୍ୟ ବେଶ୍ ଲୋକ ପ୍ରିୟ ରହିଛି ଓ ରହିବ । ତେବେ ଆପଣ ମାନେ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିଥିଲେ ଜି ସାର୍ଥକ ର ଏକ ପ୍ରୋଗ୍ରାମ ରେ । ତେବେ ଉଭୟ ବହୁତ ସାରା ମଜା ମସ୍ତି କରିଥଲେ ଏବଂ ଫଗୁଣ ରେ ଫଗୁଣ ମୁଁ ଦେଇଛି ସିନ୍ଦୂର ଗୀତ ଜବରଦସ୍ତ ନାଚ କରିଥଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ରଚନା ବାନାର୍ଜୀ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ପାଇଁ ପ୍ରସ୍ତୁତ କିନ୍ତୁ ସେ କେବଳ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଅଭିନୟ କରିବେ ବୋଲି ସେହି ପ୍ରୋଗ୍ରାମ ରେ କହିଥିଲେ । ତେବେ ଉଭୟ ପୁର୍ବ ରୁ ଦର୍ଶକ ମାନେ ଯେତିକି ଭଲ ପାଇବା ଦେଉଥିଲେ ବର୍ତ୍ତମାନ୍ ମଧ୍ୟ ସେତିକି ଦେଉଛନ୍ତି ଓ ଆଗାମୀ ଦିନ ମାନ ଙ୍କ ସେହି ଭଲ ପାଇବା ସେହିଭଳି ରହିବ ।।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.