ସାବାସ ଯବାନ … ନିଜ ଖର୍ଚ୍ଚରେ କଲେ ଅନାଥ ଝିଅର ବାହାଘର ,ଦେଲେ ଜାନିଯୌତୁକ କଲେ ଝିଅ ବିଦା …

ବିଶେଷ

 

ଦର୍ଶକ ବନ୍ଧୁ ଆମ ଦେଶ ର ଯବାନ ମାନେ କେବଳ ଶତ୍ରୁ ଠାରୁ ଆମ କୁ ରକ୍ଷା କରନ୍ତି ନାହିଁ ବରଂ ବିପଦ ରେ ମଧ୍ୟ ସାହାର୍ଯ୍ୟ କରି ଥାଆନ୍ତି । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଯାଜପୁର ର ଦୁଇ ଯବାନ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଝିଅ ବାହାଘର ଭାଙ୍ଗି ଯାଉଥିଲା ।

 

ତେବେ ଖବର ପାଇ ସୀମା ରୁ ୨ ଯବାନ ଆସି ଅପରିଚିତ କନ୍ୟା। ଙ୍କ ବିବାହ କରି ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଦୁଇ ଯବାନ ହେଉଛନ୍ତି ସଂଗ୍ରାମ ନାୟକ ଓ ଚିତ୍ତରଞ୍ଜନ ବେହେରା । ତେବେ ଏମାନ ଙ୍କ ସହଯୋଗ ଓ ସହାୟତା ରେ ବରିରମ୍ପା ଗ୍ରାମ୍ୟ ର ଅଭାବୀ ଝିଅ ପଦ୍ମିନୀ ବେହେରା ଙ୍କୁ ମିଳିଛି ନୁଆ ଜୀବନ । ତେବେ ପଦ୍ମିନୀ ବେହେରା ଙ୍କ ବିବାହ ଘର୍ ଠିକ ହୋଇ ଯାଇଥିଲା

 

କିନ୍ତୁ ଅର୍ଥ ଅଭାବ ରୁ ବିବାହ ଘର୍ ଭାଙ୍ଗି ଯିବାକୁ ଯାଉଥିଲା । ତେବେ ଏହି ଖବର ଦୁଇ ଯବାନ ସଂଗ୍ରାମ ଓ ଚିତ୍ତରଞ୍ଜନ ଜାଣିବା ପରେ ପହଞ୍ଚିଥିଲେ ଯାଜପୁର ବରି । ତେବେ ବନ୍ଧୁଗଣ ପଦ୍ମିନୀ ଙ୍କ ବିବାହ ଘର୍ ପାଇଁ ସମସ୍ତ ସୁବିଧା କରିଥିଲେ । ତେବେ ଲକ୍ଷାଧିକ ଟଙ୍କା ର ସୁନା ଠାରୁ ବିବାହ ଘର ପର୍ଯ୍ୟନ୍ତ ସମସ୍ତ ଜିନିଷ କିଣିଥିଲେ ।

ତେବେ ବିବାହ ଘରେ ରହି ଉପସ୍ଥିତ ରହି ନିଜ ଭଉଣୀ ଭାବି ବାହାଘର ସମ୍ପନ୍ନ କରି ଥିଲେ । ତେବେ ବିବାହ ଟି ବେଶ୍ ଧୁମଧାମରେ ରେ କରିଥିଲେ । ତେବେ ଯବାନ ସଂଗ୍ରାମ ନାୟକ କହିଛନ୍ତି ଯେ ସେ ଏହି ଖବର ଟି ତାଙ୍କ ସହକର୍ମୀ ଜବାନ ଚିତ୍ତରଞ୍ଜନ ଙ୍କ ଠାରୁ ଜାଣିବାକୁ ପାଇଥିଲେ ।

 

ତେବେ ପରେ ଆସି ସବୁ କିଛି କାର୍ଯ୍ୟ କରିଥିଲେ ତେବେ ନିର୍ବନ୍ଧ ସମୟ ରେ ଗୋଟିଏ ସୁନା ଚେନ ଓ ୧୦ ହଜାର ଟଙ୍କା ଦେଇଥିଲେ । ତେବେ ପରେ ଗ୍ରାମ ର କିଛି ଲୋକ ଓ ଯୁବପିଢି ମାନେ ସାହାର୍ଯ୍ୟ ର ହାତ ବଢାଇଲେ । ତେବେ ବିବାହ ଘର୍ ରେ ଯାହା ବି କିଛି ଦରକାର୍ ସବୁ କିଛି ସେ କିଣିଥିଲେ ଓ ବିବାହ ଘର ଟି ସମ୍ପନ୍ନ କରି ଥିଲେ ।

;

 

ତେବେ ଜବାନ ସଂଗ୍ରାମ ମଧ୍ୟ ପୂର୍ବ ରୁ ଅନେକ ସାହାର୍ଯ୍ୟ କରିଛନ୍ତି ଅନ୍ୟ ଲୋକ ମାନ ଙ୍କୁ , ତେବେ ଏହି ଯବାନ ଙ୍କୁ ସାଲ୍ୟୁଟ ଜଣେ ଅପରିଚିତ ଭଉଣୀ ବାହାଘର କରି ବେଶ୍ ପ୍ରଶଂସିତ କାର୍ଯ୍ୟ କରି ବେଶ୍ ଚର୍ଚ୍ଚା ରେ ଅଛନ୍ତି

Leave a Reply

Your email address will not be published.