ସାପ ମୁହଁରୁ କୁନି ପୁଅକୁ ଭିଡ଼ି ଆଣିଲା ମା !! ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ … ଦେଖନ୍ତୁ

ବିଶେଷ ମନୋରଞ୍ଜନ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିନ୍ନ ଧରଣର ଭିଡିଓ ଭାଇରାଲ ହୋଇଥାଏ। ଯାହା ମଧ୍ୟରୁ କିଛି ଭିଡିଓ ଏଭଳି ବି ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେହିଭଳି ଏକ ଭିଡିଓ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓ ରେ ଗୋଟିଏ ମାଆ ନିଜ ପୁଅକୁ ଅଳ୍ପକେ ସାପ ମୁହଁରୁ କିଭଳି ଭାବରେ ବଞ୍ଚାଉଛି ତାହା ଦେଖିବାକୁ ମିଳୁଛି। ଯାହା ଦେଖିବା ପରେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ। କଥାରେ ଅଛି, ସଂସାରରେ ଗୋଟିଏ ମା ହିଁ ନିଜ ସନ୍ତାନକୁ ସବୁ ପ୍ରକାର ବିପଦ ଆପଦରୁ ରକ୍ଷା କରିଥାଏ। ନିଜ ଜୀବନକୁ ଖାତିର ନ କରି ନିଜ ସନ୍ତାନ ର ଜୀବନ ବଞ୍ଚାଇବାକୁ ମା ଟିଏ ସବୁ ବିପଦର ସାମ୍ନା କରିଥାଏ।

ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ରେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ରେ ଗୋଟିଏ ମାଆ କିଭଳି ଭାବରେ ସାପ ମୁହଁରୁ ନିଜ ସନ୍ତାନ ର ଜୀବନ ବଞ୍ଚାଉଛି ତାହା ଦେଖିବାକୁ ମିଳୁଛି।

ତେବେ ଏହି ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳୁଛି, ଗୋଟିଏ ମା ଓ ପୁଅ ଘରୁ ବାହାରକୁ ବାହାରୁଥିବା ସମୟରେ ପାହାଚ ତଳେ ଗୋଟିଏ ବିରାଟ ସାପ ଲୁଚିକରି ଶୋଇଛି। ଏହି ସମୟରେ ପୁଅଟି ସାପ କୁ ନ ଦେଖି ପାହାଚ ତଳକୁ ନିଜର ପାଦ ବଢ଼ାଇଛି। ଏହି ସମୟରେ ସାପଟି ରା-ଗି ଯାଇ ପୁ-ଅ ଟିକୁ କା-ମୁ-ଡି-ବା ପାଇଁ ଫ-ଣା ଟେକିଛି।

ହେଲେ ଏହି ସମୟରେ ମା ଜଣକ ପାହାଚ ତଳକୁ ଆସି ସାପ ମୁହଁରୁ ନିଜ ପୁଅକୁ ଭିଡ଼ି ଆଣୁଛି। ଯାହା ଫଳରେ ଅଳ୍ପକେ ପିଲାଟିର ଜୀବନ ବଞ୍ଚି ଯାଉଛି। ସାପ ଟି ମଧ୍ୟ ନିଜ ରାସ୍ତାରେ ଚାଲି ଯାଉଛି। ଏହି ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରା ରେ କଏଦ ହୋଇଛି। ତେବେ ଏହି ଭିଡିଓ ଭାଇରାଲ୍ ହେବାପରେ ଏବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published.