ସରକାର ଙ୍କ ବଡ ଘୋଷଣା !! ୭୦ ଲକ୍ଷ ହିତାଧିକାରୀ ଙ୍କ କଟିଯିବ ରାସନ କାର୍ଡ – ଦେଖନ୍ତୁ

ବିଶେଷ ମନୋରଞ୍ଜନ

ରାସନ କର୍ଡ ହିତାଧିକାରି ମାନେ ଥରେ ପଢି ଦିଅନ୍ତୁ । 70 ଲକ୍ଷ କାର୍ଡ ହେବ ବାତିଲ । ଜଣାନ୍ତୁ ଏହା ଲିଷ୍ଟ ରେ ଆପଣ ଙ୍କ କାର୍ଡ କାଟିବ କି ନାହିଁ । ରାସନକାର୍ଡ ହିତାଧିକାରି ଙ୍କ ପାଇଁ ଏକ ବଡ଼ ଖବର । 70 ଲକ୍ଷ ରାସନ କାର୍ଡ ରହି ରବ୍ଧ ହେବା ର ରହିଛି ସମ୍ଭାବନା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ଅଧୀନ ରେ ମୁଦି ସରକାର 70 ଲକ୍ଷ କାର୍ଡ ହିତାଧିକାରି ଙ୍କୁ ସମ୍ବିଦ୍ଧ କାର୍ଡ ତାଲିକା ରେ ରଖିଛନ୍ତି । ଏହା ସହିତ ଡାଟା କୁ ଦୃଢ଼ ମୂଳ ସ୍ଥର ରେ ଜାଞ୍ଚ କରିବା ପାଇଁ ରାଜ୍ୟ ଗୁଡିକୁ ପଠା ଦିଆ ଯାଇଛି ।

ଆଉ ଏହି ଖବର ଜଣା ପଡିବା ପରେ ସବୁ ଆଡ଼େ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଜାଞ୍ଚ ପରେ ସମ୍ପୁକ୍ତ ତାଲିକା ରେ ଅନ୍ତର୍ଭୁକ୍ତ ହୋଇଥିବା ନାମ ଗୁଡିକ NPS ରାସନ ପାଇବା ପାଇଁ ଯୋଗ୍ୟ କି ନୁହଁ ଜଣା ପଡିବ । 2013 ରୁ 2021 ମଧ୍ୟ ରେ 4.74 କୋଟି ରାସନ କାର୍ଡ ବାତିଲ କରା ଯାଇଥିବା ଖାଦ୍ୟ ସଚିପ କହିଛନ୍ତି । ସେହିଭଳି ଏଥର 17 ଲକ୍ଷ ରାସନକାର୍ଡ ଧାରି ଙ୍କୁ ସମ୍ବିଦ୍ଧ କାର୍ଡ ତାଲିକା ରେ ରଖା ଯାଇଛି । ଏହି ତଥ୍ୟ ବିଷୟ ରେ ସକ୍ଷିପ୍ତ ସୁଚନା ସଂଗ୍ରହ ପାଇଁ କାମ ବି କରା ଯାଉଛି । ତଥ୍ୟ ସଂଗ୍ରହ ହେବା ମାତ୍ରେ ରାସନକାର୍ଡ ହଡପ କରିଥିବା ବ୍ୟକ୍ତି ଙ୍କ ନାମ ବାତିଲ ହୋଇ ଯିବ ।

70 ଲକ୍ଷ ରୁ 50 କିମ୍ବା 60 ପ୍ରତିଶତ ମଧ୍ୟ ନକଲି କାର୍ଡ ଧାରି ସାବ୍ୟସ୍ତ ହେଲେ ତାଙ୍କ ପରିବର୍ତେ ସୁଯୋଗ୍ୟ ଉପରୋକ୍ତ ଙ୍କୁ ଲାଭ ମିଳିବ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଲଗାତାର ଚାଲୁଥିବା ଏକ ପ୍ରକ୍ରିୟା ଅଟେ । ଖାଦ୍ୟ ସଚିବ କହିଛନ୍ତି ଗତ 9 ବର୍ଷା ରେ ବାତିଲ ହୋଇ ଥିବା 4.74 କୋଟି ରାସନ କାର୍ଡ ଯୋଗୁ ପ୍ରାୟ 19 କୋଟି ଲୋକ ଉପକୃତ ହୋଇଛନ୍ତି । ରାସନ କାର୍ଡ ବାତିଲ ହେବା ପରେ ସେମାନଙ୍କ ସ୍ଥାନ ରେ ନୂତନ ନାମ ଯୋଡ଼ା ହୋଇଛି ।

ଖାଦ୍ୟ ମନ୍ତ୍ରାଳୟ ଦ୍ବାରା ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ ଗତ 9 ବର୍ଷ ମଧ୍ୟ ରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବାରା 4.74 କୋଟି ରାସନ କାର୍ଡ ବାତିଲ ହୋଇଛି । 2016 ମସିହା ରେ 64 ଲକ୍ଷ ଠାରୁ ଅଧିକ ରାସନ କାର୍ଡ ବାତିଲ କରାଯାଇଥିଲା । ଗତ 9 ବର୍ଷ ମଧ୍ୟ ରେ 2016 ରେ ସର୍ବାଧିକ୍ ସଂଖ୍ୟକ ରାସନ କାର୍ଡ ବାତିଲ ହୋଇଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.