ସମୁଦ୍ରରେ ମିଳିଲା ଦ୍ୱାରିକା ନଗରୀ, ବୈଜ୍ଞାନିକଙ୍କ ମୁଣ୍ଡ ଖରାପ, ସାରା ଦୁନିଆ ଦେଖି ଛାନିଆ – ଦେଖନ୍ତୁ

ବିଶେଷ

ଆପଣ ମାନେ ଆମେ ସମସ୍ତେ ଜାଣିଛେ କି ଦ୍ବାରିକା ରେ ଶ୍ରୀ କୃଷ୍ଣ ଶାସନ କରୁ ଥିଲେ । ପୁରାତନ୍ ସମୟ ରେ ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ଦ୍ବାରିକା ର ରାଜା ଥିଲେ ସେତେବେଳେ ଆଧୁନିକ ସହର ଠାରୁ ଆହୁରି ଅଧିକ ସମ୍ରୁଦ୍ଧ ଶାଳୀ ଥିଲା । ତେବେ ବର୍ତ୍ତମାନ ସମୟରେ ଦ୍ବାରିକ ବିଷୟ ରେ ଏମିତି ଏକ ଖବର ଆସିଛି ଯାହା ବିଜ୍ଞାନ ଜଗତ ର ଲୋକ ଏବଂ ଇତିହାସକାରକ ଦୋହଲାଇ ଦେଇଛି ।

ସମୁଦ୍ର ଭୀତ ର କୁ ଯାଇ ଦ୍ବାରିକା ର ସନ୍ଧାନ ମଧ୍ୟ କରି ଥିଲେ । ଗୁଜୁରାଟ ରାଜ୍ୟ ର ପଶ୍ଚିମ ଦିଗ ରେ ସମୁଦ୍ର କୂଳ ରେ ଉପସ୍ଥିତ ଦ୍ବାରିକା ହେଉଛି ଗୋଟିଏ ଧାମ 4 ଧାମ ଠାରୁ । 7ଗୋଟି ପବିତ୍ର ପୁରୀ ମାନଙ୍କ ମଧ୍ୟ ରୁ ଏ ଗୋଟିଏ ପୁରୀ ହେଉଛି ଦ୍ବାରିକା ପୁରୀ ।
ଥରେ ମହାରାଜ ରେବଦତ୍ ସମୁଦ୍ର ତଟ ରେ ଏକ ଯଂଜ୍ଞ ର ଆୟୋଜନ କରିଥିଲେ ।

ତା ପରେ ଏହି ଜାଗା ର ନାମ କୁଶସ୍ଥଳି ନାଁ ରେ ରଖା ଯାଇଥିଲା । ହରିବଂଶ ପୂରଣ ଅନୁସାରେ କୁଶସ୍ଥଳି ଉଜୁଡି ଯିବା ପରେ ଶ୍ରୀ କୃଷ୍ଣ ଆଦେସ୍ ଅନୁସାରେ ମାୟାସୁର ଓ ବିଶ୍ବାମିତ୍ର ମିଳିତ ଭବରେ ଏକ ଭବ୍ୟ ନଗରୀ ଟିଏ ତୋଳି ଥିଲେ ଯାହାର ନାଁ ଥିଲା ଦ୍ବାରିକା ନଗରୀ । ଏହି ଦ୍ବାରିକା ନଗର 12 ଯୋଜନ ଲମ୍ବ 9 ଯୋଜନ ଚଉଡା ରେ ବିସ୍ତାରିତ ।


ଏହି ରାଜ୍ୟ ରେ ଶ୍ରୀ କୃଷ୍ଣ 36 ବର୍ଷ ଯାଏ ଶାସନ କରିଥିଲେ । ଶ୍ରୀ କୃଷ୍ଣ ଙ୍କ ର ଦେହାନ୍ତ ପରେ ଦ୍ବାରିକା ନଗରୀ ବା ଯାଦବ କୁଳ ପୁରା ସମୁଦ୍ର ରେ ମିଶି ଯାଇଥିଲା । ଧ୍ରୁତରାଷ୍ଟ୍ର ଙ୍କ ସ୍ତ୍ରୀ ଗନ୍ଧାରି ଆଉ ଦୁର୍ବାସା ଋଷି ଙ୍କ ଅଭିସାପ କାରଣ ରୁ ସମ୍ପୁର୍ଣ୍ଣ ଯାଦବ କୂଳ ନଷ୍ଟ ହୋଇ ଯାଇଥିଲା ।

ଦ୍ବାରିକା ର ମନ୍ଦିର ବର୍ତ୍ତମାନ ର ଷୋଡସ୍ ସପ୍ତାର୍ଦ୍ଦି ରେ ନିର୍ମିତ୍ ହୋଇ ଥିଲା । ଯାହାକୁ ମୋଗଲ ମାନେ ସମ୍ପୁର୍ଣ୍ଣ ଭାଙ୍ଗି ରୋଜି ଚୁରମାର କରି ଦେଇଛନ୍ତି । 1963 ମସିହା ରେ ଦ୍ବାରିକା ନଗରୀ କୁ ସନ୍ଧାନ କରିଥିଲେ । 1000 ବର୍ଷ ପୁରୁଣା କିଛି ବାସନ ମଧ୍ୟ ମିଳି ଥିଲା । ଏହା ପରେ ସମୁଦ୍ର ଭୀତ ରେ କିଛି ତମ୍ବା ର ମୁଦ୍ରା ମିଳି ଥିଲା ।

ଦ୍ବାରିକା ନଗରୀ ସମୁଦ୍ର ର 60 ରୁ 80 ଫୁଟ ଦୂର ରେ ଅବସ୍ଥିତ୍ । ଏହି ସବୁ ବିଷୟ ରେ ଯେତେବେଳେ ପର୍ଯ୍ୟନ୍ତ କିଛି ଜଣା ପଡି ନଥିଲା ସେତେ ପର୍ଯ୍ୟନ୍ତ ଏହାକୁ ସମସ୍ତେ କିମ୍ବଦନ୍ତି ବୋଲି କହୁଥିଲେ । ଏହି ନଗରୀ କୁ ସନ୍ଧାନ କରିବାରେ ଭାରତ ର ବାୟୁସେନା ବହୁତ ଗୁରୁତ୍ବପୂର୍ଣ ଜୋଗଦାନ ରହିଛି ।

Leave a Reply

Your email address will not be published.