ସମାଜସେବୀ ମଧୁମିତା ରଥଙ୍କ ସାଂଘାତିକ ଅଭିଯୋଗ ବିଜେବି କଲେଜ ହଷ୍ଟେଲ ବା-ଥ-ରୁ-ମ ରେ ସିସିଟିଭି – ଦେଖନ୍ତୁ ଭିଡିଓ

ରାଜ୍ୟ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଶା ରେ ଗୋଟିଏ ବିବାଦ ପରେ ଆଉ ଗୋଟେ ବିବାଦ ଦେଖା ଦେଉଛି , କିଏ ମାନସିକ ଚା-ପ ରେ ପଡି ସୁ-ଇ ସା-ଇ-ଟ କରୁଛି ତ ଆଉ କିଏ ନିଜ ପାରିବାରିକ ବିବାଦ ପାଇଁ । ତେବେ ଅନେକ ବିବାଦ ଆସିଥିଲେ ମଧ୍ୟ ପୀ-ଡ଼ି-ତା ଙ୍କୁ ନ୍ୟାୟ ପାଇବା ରେ ବିଳମ୍ବ ହେଉଛି ତ ଆଉ କେଉଁଠି ନ୍ୟାୟ ମିଳୁ ନାହିଁ । ଅନେକ ଖବର ବେଶ୍ ଚର୍ଚ୍ଚା ରେ ଥାଏ ।


ତାହାଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଗୋଟିଏ ଖବର ବେଶ୍ ଚର୍ଚ୍ଚା ରେ ଅଛି ତାହା ହେଉଛି ରୁଚିକା ମହାନ୍ତି ଙ୍କ ମୃତ୍ୟୁ ଖବର । ତେବେ ମୃ-ତ୍ୟୁ ର କାରଣ ଅସ୍ପଷ୍ଟ ଥିବା ସମୟରେ , ସମସ୍ତ ଙ୍କ ସ-ନ୍ଦେ-ହ ଯେ ଋଚିକା କୁ ହଷ୍ଟେଲ ରେ ଟ-ର୍ଚ-ର୍ କରା ଯାଉଥିଲା ।

ତେବେ କଲେଜ ରେ ସିନିୟର୍ ମାନେ ରା-ଗୀ-ଙ୍ଗ ଯୋଗୁ ରୁଚିକା ମୃ-ତ୍ୟୁ ବରଣ କରିଛନ୍ତି । ସେ ଜୀ-ବ-ନ ହାରିବା ର କିଛି ଦିନ ହୋଇ ଯାଇଥିଲେ ମଧ୍ୟ ଦୋ-ଷୀ କିଏ ବୋଲି ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ପୀଡ଼ିତା ଙ୍କୁ ନ୍ୟାୟ ଦେବା ପାଇଁ କିଛି ମହିଳା ଏକାଠି ହୋଇଛନ୍ତି ଓ ବିଜେବି କଲେଜ୍ ସାମ୍ନା ରେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଦାସ କୋଚିଙ୍ଗ ସେଣ୍ଟର୍ ଯିବା ପାଇଁ ଛାତ୍ର ମାନ ଙ୍କୁ କୁହା ଯାଇଥାଏ କିନ୍ତୁ ଯେଉଁ ମାନେ ନ ଯିବେ ସେମାନ ଙ୍କୁ ହ-ଇ-ରା-ଣ କରା ଯାଏ । ରାତି ରେ ରୁମ ଲାଇଟ ବନ୍ଦ କରାଯାଇ ଥାଏ ଓ ଯେଉଁ ମାନେ ପଢିବା କଥା ସେମାନେ ଘର୍ ର ବାରଣ୍ଡା ରେ ଆସି ପାଠ ପଢନ୍ତି । ତେବେ ଏହି ଭଳି ଅନେକ ହ-ଇ-ରା-ଣ କରନ୍ତି ବୋଲି ମହିଳା ଜଣକ କହିଛନ୍ତି ।

ବନ୍ଧୁଗଣ ବଡ ବଡ କଲେଜ୍ ରେ କଣ ପାଇଁ ଏହି ରା-ଗି-ଙ୍ଗ ବହୁ ପରିମାଣ ରେ ହେଉଛି । ତେବେ ଜୀ-ବ-ନ ହାରି ଦେଇଥିବା ରୁଚିକା ତାର ଜୀବନ ରେ ସେ ଅନେକ ସ୍ବପ୍ନ ଦେଖିଥିଲା ଗୋଟେ ବଡ ଚାକିରି କରିବ ବୋଲି । ଏହି ବିଜେବି କଲେଜରୁ ବହୁ ଛାତ୍ର ମାନେ ପାଠ ପଢିବା ପରେ ଆଇଏଏସ, ଆଇପିଏସ୍ ଭଳି ବଡ ବଡ ଚାକିରି କରିଛନ୍ତି ।

ତେବେ ରୁଚିକା ମଧ୍ୟ ଆଇଏଏସ ହେବା ପାଇଁ ଚାହୁଁ ଥିଲେ । ତେବେ ଆଜି ଏହି ରା-ଗୀ-ଙ୍ଗ ତାର ଜୀବନ ନେଇଛି । ବର୍ତ୍ତମାନ୍ ଠାରୁ ଯଦି ଏହି ରା-ଗୀ-ଙ୍ଗ ବନ୍ଦ ନ ହୁଏ , ତେବେ ଆଗାମୀ ଦିନ ରେ କେତେ କିଏ ଜୀବନ ହାରିବେ ତାହା କହିବା ଟା ସମ୍ଭବ ନୁହେଁ ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.