ସମସ୍ତଙ୍କୁ ପର କରି ଚାଲିଯିବା ଆଗରୁ ରାଇମୋହନ (Raimohan) ଗାଇ ଥିବା ଗୀତ ଶୁଣିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରି ଥିବାର ନଜର ରେ ଆସୁଛନ୍ତି । ସେଇ ଅଭିନେତା ଓ ଅଭିନେତ୍ରୀ ଙ୍କ ଭିତ ରେ ଆମ ର ବହୁତ ପ୍ରିୟ ମଧ୍ୟ ଅଛନ୍ତି । ତେବେ ଅଭିନେତା ଙ୍କ ସୁନ୍ଦର ଅଭିନୟ ପାଇଁ ସେମାନେ ଆମ ହୃଦୟ ରେ ରହି ଥାନ୍ତି ।

ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ସବୁ ଅଭିନେତା ଅଭିନେତ୍ରୀ ମାନଂକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଙ୍କ ବିଷୟ ରେ ଆମେ ସମସ୍ତେ ବହୁତ କିଛି ଜାଣିଛେ । ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା ଅଭିନେତା ହେବା ସହ ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି ।

ରାଇମୋହନ ପରିଡା ଜଣେ ଭଲ ଅଭିନେତା ହେବା ସହ ସେ ବହୁତ ଭଲ ମଣିଷ ମଧ୍ୟ ଥିଲେ ତାଙ୍କୁ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି ତାଙ୍କ ର ଗୋଟିଏ ଡାଇଲଗ ସବୁ ଦର୍ଶକ ମାନଙ୍କ ହୃଦୟ ରେ ରହି ଥାଏ । ତେବେ ରାଇମୋହନ ପରିଡା ବହୁତ ଓଡ଼ିଆ ସିନେମା ଧାରାବହିକ ଓ ବଙ୍ଗଳା ସିନେମା ଓ ଯାତ୍ରା ରେ ଅଭିନୟ କରିଥିବାର ନଜର ରେ ଆସିଥିଲେ ତାଙ୍କ ର ଅଭିନୟ କୁ ଦେଖିବା ପାଇଁ ସବୁ ଦର୍ଶକ ମାନେ ଅପେକ୍ଷା କରି ବସିଥାନ୍ତି ।

ତେବେ ରାଇମୋହନ ପରିଡା ଅଧିକ ରୁ ଅଧିକ ଖଳନାୟକ ଭୂମିକା ରେ ଅଭିନୟ କରିଥିବାର ନଜର ରେ ଆସନ୍ତି ତେବେ ତାଙ୍କ ଖଳନାୟକ ର ଅଭିନୟ କୁ ଦେଖି ମଧ୍ୟ ଆଉ ସମସ୍ତେ ଜାଣିଥିଲେ ମଧ୍ୟ କି ଏହା ଏକ ଅଭିନୟ ତାପରେ ମଧ୍ୟ ଲୋକ ମାନେ ତାଙ୍କ ଅଭିନୟ କୁ ଦେଖି ଡରି ଯାଉଥିଲେ ।

ବର୍ତ୍ତମାନ ସମୟ ରେ ଅଭିନେତା ରାଇମୋହନ ପରିଡା ଏ ଦୁନିଆ ରେ ନାହାନ୍ତି ଆଉ ଏହି ଖବର ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାକୁ ଲାଗୁଚି । ତେବେ ରାଇମୋହନ ପରିଡା ଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାକୁ ଲାଗୁଚି ବର୍ତ୍ତମାନ ସମୟ ରେ ଯାହା ଦେଖିଲେ ଲାଗିବ ଯେମିତି ଆମ ସହ ଏବେ ଅଛନ୍ତି ।

ତେବେ ତାଙ୍କ ର ମୃତ୍ଯୁ ପୂର୍ବ ରୁ ସେ ଏକ ଗୀତ ର ଭିଡିଓ କରିଥିଲେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ସେ ଏକ ଗୀତ ଗାଇଛନ୍ତି ଯାହା ବହୁତ ସୁନ୍ଦର ଅନୁଭବ ହେବା ସହ ଇଚ୍ଛା ହୁଏ ସେ ଗୀତ ଆଉ ଥରେ ଶୁଣିବାକୁ । ତେବେ ତାଙ୍କ ସୁନ୍ଦର ଗୀତ କୁ ଶୁଣି ଆପଣ ମାନଙ୍କ ଆଖିରୁ ମଧ୍ୟ ଲୁହ ଆସି ଯିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.