ସପ୍ତାହ ଭିତରେ ମୋର ଆଉ ଟୁଙ୍ଗୁରୁ ଭୋଳର ଡିଏନଏ ଟେଷ୍ଟ କରନ୍ତୁ ..ଜଣାପଡିବ ସମ୍ପର୍କ ଅଛି କି ନାହଁ :ବର୍ଷା ଭୋଳ

Uncategorized

ଆପଣ ମାନେ ଟୁଙ୍ଗୁରୁ ଆଉ ବର୍ଷା ଙ୍କ ର ପ୍ରେମ କାହାଣୀ ବିଷୟ ରେ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ସମୟ ରେ ବର୍ଷା କିଛି କ୍ୟାମେର ଆଗରେ କହିଛନ୍ତି ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ବର୍ଷା । ତେବେ ବର୍ଷା କହିଛନ୍ତି ତାଙ୍କ ର ଓ ଟୁଙ୍ଗୁରୁ ଭୋଳ ର ଡ଼ିଏନଏ ଟେଷ୍ଟ କରିବା ପାଇଁ କି ସେ ଟୁଙ୍ଗୁରୁ ସହ କିଛି ସମ୍ପର୍କ ରଖିଛନ୍ତି କି ନାହିଁ ।

ତାହା ସହ କହିଛନ୍ତି ହସି ହସି କି ଟୁଙ୍ଗୁରୁ ଭୋଳ ତ ବର୍ଷା କୁ ନେଇ ଭାଇରାଲ ହୋଇଥିଲେ ତେବେ ବର୍ଷା ଏବେ ନିଜ ଟ୍ୟାଲେଣ୍ଟ ରଖି ସେ ନିଜ ଭିଡିଓ ଭାଇରାଲ ହେଇଛନ୍ତି । ତାହା ସହ ବର୍ଷା କାନ୍ଦୁଚି ଟୁଙ୍ଗୁରୁ ପାଇଁ ତେବେ ଏହି ଫିଲ୍ମ ରେ ଆଉ ଜଣେ ହିରୋ ଅଛନ୍ତି ଆଉ ବର୍ଷା ଙ୍କ ସହ ଆଉ ଏକ ସାଇଟ ହିରୋଇନ ମଧ୍ୟ ଅଛନ୍ତି ।

ତେବେ ଟୁଙ୍ଗୁରୁ ବାରବାର ବର୍ଷା ଙ୍କ ସହ ସମ୍ପର୍କ ରଖି ମଧ୍ୟ ସେ କ୍ୟାମେରା ଆଗରେ ମନା କରୁଛନ୍ତି । ତେବେ ବର୍ଷା ଏବେ ବହୁତ ଖୁସି ଅଛନ୍ତି କାରଣ ଡ୍ୟାରେକ୍ଟର୍ ସାର ତାଙ୍କ ରାତି 4 ତା ରେ କଲ କରିଥିଲେ ସୁଟିଂ ପାଇଁ ଆଉ ବର୍ଷା ଯିବା ପାଇଁ ତାଙ୍କ ଘର କୁ କାର ମଧ୍ୟ ପଠେଇ ଥିଲେ । ତେବେ ପ୍ରଥମେ ବର୍ଷା ରାଜି ନଥିଲେ ସୁଟିଂ କରିବା ପାଇଁ କାରଣ ସେ ଚାହୁଁଥିଲେ କି ପ୍ରଥମେ ଟୁଙ୍ଗୁରୁ ର ସୁଟିଂ ଆଗେ ରିଲିଜ୍ ହେଉ ତା ପରେ ବର୍ଷା ସୁଟିଂ କରି ଥାଆନ୍ତେ ।

ତେବେ ବର୍ଷା ଏବେ ନିଜ କୁ ବହୁତ ଗର୍ବ ମାନେ କରୁଛନ୍ତି କାରଣ ସାରା ଦେଶ ବାସି ଙ୍କ ପାଇଁ ଟୁଙ୍ଗୁରୁ ଆଉ ବର୍ଷା ଭଲ ସେଲିବ୍ରିଟି ହୋଇ ପାରିଲେ । ତେବେ ଟୁଙ୍ଗୁରୁ ର ପରିବାର ଆଉ ନିଜେ ଟୁଙ୍ଗୁରୁ ମନା କରିଥିଲେ ବର୍ଷା ଙ୍କୁ କ୍ୟାମେରା ଆଗ କୁ ଯିବା ପାଇଁ ମନା କରିଥିଲେ କିନ୍ତୁ ନିଜେ ଟୁଙ୍ଗୁରୁ ପରିବାର କ୍ୟାମେରା ଆଗକୁ ଯାଇ ନିଜ ଦୋଷ କୁ ଲୁଚେଇଛନ୍ତି ।

ତେବେ ବର୍ଷା ଙ୍କ ପ୍ରଥମ ସ୍ବାମି ଯିଏ ଥିଲେ ତାଙ୍କୁ ମଧ୍ୟ ସେ ଲଭ ମ୍ୟାରେଜ କରିଥିଲେ 16 ବର୍ଷ ରେ । ତେବେ ତାଙ୍କୁ ଲଭ ମ୍ୟାରେଜ କଲା ପରେ ମଧ୍ୟ ସେ ତାଙ୍କ ଛାଡି ଟୁଙ୍ଗୁରୁ ସହ ପ୍ରେମ ହେଇଗଲା ତେବେ ବର୍ଷା କହୁଛନ୍ତି ଯଦି ସେ ଥରେ ଭୁଲ କଲେ ତେବେ ବାରବାର ଭୁଲ କରି ଟୁଙ୍ଗୁରୁ ଛାଡି ଆଉ ସେ କାହା ସହ ଯିବେନି ସେ କେବଳ ଟୁଙ୍ଗୁରୁ ଙ୍କୁ ବାହା ହେବେ ।

ତାହା ସହ ବର୍ଷା କହିଛନ୍ତି ଯଦି ଟୁଙ୍ଗୁରୁ ସହ ବର୍ଷା ଙ୍କ ର କିଛି ସମ୍ପର୍କ ନାହିଁ ତେବେ ତାଙ୍କର ଡିଏନ୍ଏ ଟେଷ୍ଟ୍ କରନ୍ତୁ ତେବେ ଯାଇ ଜାଣି ପାରିବେ ସେ ବର୍ଷା ଙ୍କ ସହ ସମ୍ପର୍କ ରଖିଛନ୍ତି କି ନାହିଁ । ତେବେ ବର୍ଷା ଏବେ ବହୁତ୍ ସୁଟିଂ ରେ ବ୍ୟସ୍ତ ରହୁଛନ୍ତି ଆଉ ସେ ବହୁତ ଖୁସି ମଧ୍ୟ ଅଛନ୍ତି ଆଉ ସେ କହୁଛନ୍ତି ଟୁଙ୍ଗୁରୁ ତାଙ୍କୁ ଏବେ ବି ବହୁତ ଭଲ ପାଆନ୍ତି ଆଉ ତାଙ୍କୁ ଛାଡି ସେ ରହି ପାରିବେ ନାହିଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.