ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ହାସ୍ୟ ଅଭିନେତା ଓ ହାସ୍ୟ ଅଭିନେତ୍ରୀ ଅଛନ୍ତି । ଏହି ହାସ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ କମିଡି ପାଇଁ ଆଜି ଆଜି ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ହାସ୍ୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ
ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ହାସ୍ୟ ଅଭିନେତ୍ରୀ ଐଶର୍ଯା ଙ୍କୁ ମଧ୍ୟ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଯୋଡ଼ି ପାଟନର୍ ହୋଇ ଏକାଠି ନାଚିବେ ଝୁମ୍ ଓଡ଼ିଶା ଝୁମ ରେ ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଗୁଡୁ ଏବଂ ଅଭିନେତ୍ରୀ ଐଶର୍ଯା ଙ୍କୁ ବହୁ ସାରା ଚଳଚ୍ଚିତ୍ର ଓ ରିଆଲିଟି ସୋ ସେମାନ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିସ୍ଚୟ ଦେଖିଥିବେ । ତେବେ ନିଜ ଅଭିନୟ ପାଇଁ ଆଜି ଓଡ଼ିଶା ର ଘର୍ ଘରେ ପରିଚିତ । ତେବେ ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ।
ତେବେ ଉଭୟ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ତେବେ ଏହି ଭିଡିଓ ରେ ଗୁଡୂ ମାଇକ ଧରି ନିଜ ପାଟନର୍ ସ୍ଵାଗତ କରିବା ପରେ କହିଲେ ଯେ ଆମେ ଦୁହେଁ ପାଟନର୍ ହେବା ବୋଧେ ଆମର ଭାଗ୍ୟ ରେ ନାହିଁ ଓ କହିଛନ୍ତି କି ସେ ବିବାହିତ ।ତେବେ ଏହା ପରେ ଐଶର୍ଯା ଗୁଡୁ ଙ୍କୁ ଥଟ୍ଟା ରେ ଡାର୍ଲିଂ ବୋଲି ଡାକିଲେ ।ତେବେ ଏହି କଥା ଟି ଗୁଡୁୁ ଶୁଣିବା ପରେ କହିଲେ ଏହି ସୋ ରୁ ଯିବା ପରେ ଲାଗୁଛି କୋର୍ଟ ଯିବା କୁ ପଡିବ । ତେବେ ଏହି ଭଳି ଭାବେ ଅନେକ ମଜା ମସ୍ତି କରିଥଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୁଡୁ ନିଜ ଅଭିନୟ ନିଜ ଜବରଦସ୍ତ ନାଚ ପାଇଁ ବେଶ୍ ଲୋକ ପରିଚିତ ।ତେବେ ଆପଣ ମାନେ ଅଭିନେତ୍ରୀ ଆଇସୋର୍ଜା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଯିଏ ଗୁଗ୍ଲି ନାମ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବେଶ୍ ପରିଚିତ ।ତେବେ ଉଭୟ ଖୁମ୍ ଓଡ଼ିଶା ଝୁମ ରେ ପାଟନର୍ ହୋଇ ଯାଇଥିଲେ ଓ ଉଭୟ ସେହି ସୋ ରେ ଜବରଦସ୍ତ ନାଚ କରିଥଲେ ।
ତେବେ ଉଭୟ ଛାତି ଭିତରେ କରି ଦେବୀ ସର୍ଜିକାଲ ଷ୍ଟ୍ରାଇକ ଗୀତ ରେ ନାଚି ଥିଲେ ଓ ସମସ୍ତ ଙ୍କ ମନୋରଂଜନ କରାଇ ଥିଲେ ଓ ଯାହାର ଦୃଶ୍ୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଉଭୟ ମଧ୍ୟ ଏହି ଭିଡିଓ ଅନେକ ସାରା ମଜା ମସ୍ତି କରି ଥିବା ର ଦେଖିବାକୁ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।