ଶ୍ରାବଣ ମାସର ପ୍ରଥମ ସୋମବାର ଶ୍ରାବଣ ଭାର ନେଇଗଲେ ରୂପା ଓ ପିଣ୍ଟୁ (Rupa Pintu) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅନେକ ନାମ ଅର୍ଜନ କରିଛନ୍ତି । କେବଳ ନାମ ଅର୍ଜନ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରି ଥାଆନ୍ତି । କହିବାକୁ ଗଲେ ବିଶେଷ କରି you tube ଚ୍ୟାନେଲ ରେ ଅନେକ ବ୍ୟକ୍ତି ବ୍ଲଗିଙ୍ଗ କରି ଭିଡିଓ ପୋଷ୍ଟ କରି ଥାଆନ୍ତି କିନ୍ତୁ କିଛି ଫେମସ ହୋଇଥାନ୍ତି ଓ ଆଉ କିଛି ବ୍ୟକ୍ତି ଫେମସ ନ ହୋଇଥିଲେ ମଧ୍ୟ ବ୍ଲଗ୍ ଜାରି ରଖି ଥାଆନ୍ତି ।

 

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଶା ର ଲୋକ ପ୍ରିୟ ବ୍ଲଗର ରୂପା ପିଣ୍ଟୁ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ଉଭୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଲୋକ ପରିଚିତ । ତାହେଲେ ଉଭୟ ନିଜ ଦୈନଦିନ କାର୍ଯ୍ୟ ର ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବର୍ତ୍ତମାନ୍ ସମୟ ରେ ମଧ୍ୟ ଅଛନ୍ତି ।


ରୂପା ପିଣ୍ଟୁ ସର୍ଟ ଭିଡିଓ କରି ରାତା ରାତି ସୁପର ଷ୍ଟାର୍ ହୋଇ ଯାଇଥିଲେ ଓ ବର୍ତ୍ତମାନ୍ ସମୟ ରେ ଏହି ଯୋଡ଼ି ଓଡ଼ିଶା ର ଘରେ ଘରେ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଏହି ଯୋଡି ଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲ , ତେବେ ଏହି ଚ୍ୟାନେଲ ଟି ବହୁତ୍ କମ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ଓ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ଏହି ଚ୍ୟାନେଲ ରେ ରୂପା ଓ ପିଣ୍ଟୁ ପ୍ରତିଦିନ ବ୍ଲଗ୍ କରି ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥାଆନ୍ତି ଓ ଯାହାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରୁଛନ୍ତି । ଆପଣ ଜାଣିଥିବେ ଏହି ଯୋଡି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ବ୍ଲଗ୍ କରି ଥାନ୍ତି ।

ତାହେଲେ ରୂପା ପିଣ୍ଟୁ ବିବାହ କରିବା ପରେ ଉଭୟ ବେଶ୍ ଖୁସି ଅଛନ୍ତି ଓ ଉଭୟ ଏକ ଝିଅ ରହିଛି ଯାହାର ନାମ ଖୁସି ରହିଛି , ରୂପା ନିଜ ଶଶୁର ଘରେ ବେଶ୍ ଖୁସି ରେ ଅଛନ୍ତି । ଉଭୟ ବିବାହ ପରେ ସର୍ଟ ଭିଡିଓ କରି ଟିକଟକ ରେ ଫେମସ୍ ହୋଇଥିଲେ । ବର୍ତ୍ତମାନ୍ ସମୟ ରେ ଉଭୟ ପୁଣି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।

ହଁ ବନ୍ଧୁ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଓ ଖୁସି ମା ସୋମବାର ଦିନ ଶିବ ମନ୍ଦିର ଯାଉଛନ୍ତି ଓ ଏହି ସୋମ ବାର ରେ ରୂପା ତାଙ୍କ ଝିଅ ଖୁସି କୁ ଧରି ନିଜ ଖୁଡି ଶାଶୂ ଙ୍କ ସହ ମନ୍ଦିର କୁ ଚାଲି ଯାଇଛନ୍ତି ଓ ପିଣ୍ଟୁ ବାଇକ୍ ରେ ମନ୍ଦିର ଯାଇ ସେଠାରେ ବ୍ଲଗ୍ କରିଛନ୍ତି ଓ ଯାହାକି ଆପଣ ମାନେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.