ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି । ତେବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତେବେ ବନ୍ଧୁଗଣ ଆଜି ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ କନ୍ୟା ସନ୍ତାନ ଙ୍କୁ ନେଇ ।
ତେବେ ବନ୍ଧୁଗଣ ଆମେ କହିବାକୁ ଯାଉଥିବା ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଶୁଭାଶିଷ । ତେବେ ସୁଭାସିସ ଙ୍କୁ ଆପଣ ମାନେ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।
ତେବେ ସୁଭାସିସ ବହୁ ସାରା ଆଲବମ୍ ରେ ମଧ୍ୟ ନଜର ଆସୁଛନ୍ତି । ତେବେ ସମସ୍ତ ଧାରାବାହିକ ଓ ଚଳଚ୍ଚିତ୍ର ରେ ଆପଣ ମାନେ ତାଙ୍କ ଅଭିନୟ ଦେଖିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୁଭାସିସ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଆନିସା ଙ୍କୁ ଭଲ ପାଈ ବିବାହ କରିଥିଲେ ।
ତେବେ ଆନିଶା ଙ୍କୁ ମଧ୍ୟ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ସେ ମଧ୍ୟ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ନଜର ଆସୁଛନ୍ତି ଓ ଓଡ଼ିଶା ର ଘର ଘରେ ପରିଚିତ । ତେବେ ବର୍ତ୍ତମାନ୍ ସମୟ ରେ ସୁଭାସିସ ଓ ଆନିସା ବାପା ମା ହୋଇଛନ୍ତି ଓ ଗତ କିଛି ମାସ ତଳେ ଉଭୟ ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।
ତେବେ ବର୍ତ୍ତମାନ୍ ସମୟ ରେ ସୁଭାସିସ ଓ ଆନିସା ଙ୍କ ଝିଅ ଭିଓନା ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୁଭାସିସ ଙ୍କ କୁନି ଝିଅ ବେଶ୍ ଚର୍ଚ୍ଚା ରେ ଅଛି ଓ ତାର ଏକ ଭିଡିଓ ମଧ୍ୟ । ତେବେ ଏହି ଭିଡିଓ ରେ ଏହି ଶିଶୁ କନ୍ୟା ଗୀତା ପାଠ କରୁ ଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଯାହାକି ଆପଣ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।