ଶୁଣିଲେ ଚକିତ ହୋଇଯିବ, ଏମିତି ପାହାଡ ଟେକା ଫିଙ୍ଗିଲେ ଜବାବ ଦେଉଛି – ଦେଖନ୍ତୁ

ମାଳିକା

କଥା ଯେତେବେଳେ ସଂସ୍କୃତି ଆଉ ବିସ୍ବାସ୍ ରେ ଆସେ ତାହେଲେ ସମସ୍ତ ମାନିବାକୁ ପଡେ । ତେବେ ଏପରି କିଛି ଘଟଣା ଆସିଛି ଯାହା ଆପଣ ମାନଂକୁ ବିସ୍ବାସ ଲାଗି ନପାରେ କିନ୍ତୁ କଥା ତ ସତ । କଥା ରେ ଅଛି ମାନିଲେ ଠାକୁର ନମାନିଲେ ପଥର । ଆଉ ଏହା ବି ସତ ବିସ୍ବାସେ ମିଳଇ ହରି । ବିସ୍ବାସ କରିବା ଆପଣ ଙ୍କ ଉପରେ ଡିପେଣ୍ଟ କରେ । ଆମ ଦେଶ ରେ ଅନେକ ଚମତ୍କାର ସ୍ଥାନ ଅଛି ଯାହା କିଛି ଲୋକ ଜାଣିଥିବେ ଆଉ କିଛି ଜାଣି ନଥିବେ ।

କେହି କେହି ମନ ପ୍ରାଣ ଦେଇ ବିଶ୍ୱାସ କରନ୍ତି ଆଉ କେହି ଗୋଡ଼ ରେ ଏଡାଇ ଦିଅନ୍ତି । ଆପଣ ମାନେ ଜାଣିଥିବେ ଆମ ସମାଜ ରେ ଗର୍ଭ ରେ ଥିବା ଲିଙ୍ଗ ନିରୁପଣ କରିବା ଆଇନ ଗତ ଅପାରାଧ ଅଟେ । ତଥାପି ବିଜ୍ଞାନ ପଦ୍ଧତି ରେ ଲୁଚାଛପା ରେ ପେଟ ରେ ପୁଅ ଅଛି କି ଝିଅ ଅଛି ସମସ୍ତେ କିଛି ନା କିଛି ଚୁରା କାମ କରି ଥାଆନ୍ତି । ହେଲେ ଆମ ଭାରତ ରେ ଏମିତି ଏକ ଗାଁ ଅଛି ଆଉ ସେଇଠି ଅଛି ଏକ ଅଜବ ପର୍ବତ । ପର୍ବତ କୁ ପଥର ଫିଙ୍ଗିଲା ମାତ୍ରେ ଜଣା ପଡୁଛି ମାଆ ପେଟ ରେ ପୁଅ ଅଛି ନା ଝିଅ ।

ଆପଣ ମାନେ ଏବଂ ଆମେ ସମସ୍ତେ ଜାଣିଛନ୍ତି ଗର୍ଭ ରେ ଥିବା ପିଲା ର ଲିଙ୍ଗ ଜାଣିବା ଆଇନଗତ ଅପରାଧ । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁ ମାନେ ମାତୃ ଗର୍ଭ ରେ ବଢ଼ୁଥିବା ସନ୍ତାନ ର ଲିଙ୍ଗ ଜାଣିବା ପାଇଁ ଅଦ୍ଭୁତ ପ୍ରକାର ପ୍ରକ୍ରିୟା କରୁଛନ୍ତି । ଏହା ସହିତ ଆମ ଦେଶ ର ଅଦ୍ଭୁତ ପ୍ରକ୍ରିୟା ରହିଛି ଯାହା ଆମ ଭୀତ ରୁ ଆମେ ବହୁତ ଭଲ ଭାବରେ ଜାଣି ଥାଉ । କିନ୍ତୁ ଏପରି ଅନେକ ବିଶ୍ବାସ୍ ଅଛି ଯାହା ଆମେ ମାନେ ସାଧାରଣତ ଭାବରେ ଜାଣି ନଥାଉ ।

ଏପରି ଏକ ଅଦ୍ଭୁତ ପ୍ରକାର ବିଶ୍ବାସ ଅଛି ଯାହା ଆପଣ ମାନଂକୁ ଆଶ୍ଚର୍ୟ୍ଯ ନିଶ୍ଚିତ ଭାବରେ ହେବ । ଶିଶୁ ତୀର ଲିଙ୍ଗ ଜାଣିବା ପାଇଁ ଡାକ୍ତରଖାନା ଯାଇଥାନ୍ତି ଲୋକେ । କିନ୍ତୁ ଏମିତି ଗୋଟେ ଗାଁ ଅଛି ଯାହା କି ଲିଙ୍ଗ ଜାଣିବା ପାଇଁ ଲୋକେ ହସ୍ପିଟାଲ ନୁହଁ ଯାଉଛନ୍ତି ପାହାଡ କୁ । ଏହି ପାହାଡ଼ କୁ ଯାଇ ଜାଣନ୍ତି ଗର୍ଭ ରେ ଥିବା ସନ୍ତାନ ଟି ପୁଅ ନା ଝିଅ । ତେବେ ଝାଡଖଣ୍ଡ ରେ ଥିବେ ଲୋହର୍ କାଙ୍ଗରେ ଥିବା ଖୋକ୍ରା ଗାଁ ରେ ଏକ ପର୍ବତ ଅଛି ।

ଏହି ପର୍ବତ ଉପରେ ଚନ୍ଦ୍ର ର ଆକ୍ରୁତି ଭଳି ଏକ ଖୁଦିତ ହେଇଚି । ଲୋକ ମାନେ ଏହାକୁ ଚନ୍ଦ୍ର ପର୍ବତ ବୋଲି କହିଛନ୍ତି । ତେବେ ବିଶ୍ୱାସ କରାଯାଏ କି ସେ ଚନ୍ଦ୍ର ର ଚିତ୍ରରୁ ଜଣେ ମାତୃ ଗର୍ଭ ରେ ଥିବା ଶିଶୁ ର ଲିଙ୍ଗ କ’ଣ ଥାଏ ତାହା ଜାଣି ହୁଏ । ଏଠି ପାଇଁ ଗର୍ଭବତି ମହିଳା ଙ୍କୁ ପର୍ବତ ଉପର କୁ ପଥର ଫିଙ୍ଗି ବାକୁ ପଡିବ ।

ଯଦି ଏହି ପଥର ଟି ଚନ୍ଦ୍ର ର ଉପରେ ପଡେ ତାହେଲେ ତାଙ୍କ ର ପୁଅ ହେବ ବୋଲି ଜଣା ଯାଏ । ଆଉ ଯଦି ପଥର ଟି ବାହାର କୁ ଚାଲି ଯାଏ ତେବେ ଏହା ଝିଅ ହେବ ବୋଲି ଜଣା ଯାଏ । ଯାହା କୁହାଜାଏ କି ଏହି ପାହାଡ଼ 400 ବର୍ଷ ପୂର୍ବ ରୁ ଲୋକ ଙ୍କ ଭବିଷ୍ୟତ କହି ଆସୁଛି । ସେ ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଯେବେଠୁଁ ସେ ପଥର ଫିଙ୍ଗିକି ପରୀକ୍ଷା କରିଛନ୍ତି ସେବେଠୁ ତାହା ସତ ମଧ୍ୟ ହୋଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.