ଶାଢ଼ୀ ପିନ୍ଧି ରାସ୍ତା ମଝିରେ ସ୍କେଟିଂ କରୁଛନ୍ତି ଯୁବତୀ ,ଭିଡ଼ିଓ ହେଲା ଭାଇରଲ ଦେଖନ୍ତୁ

ମନୋରଞ୍ଜନ

ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ବହୁତ କିଛି ଭିଡିଓ ଭାଇରାଲ୍ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ବର୍ତ୍ତମାନ ସମୟରେ ସବୁ ଭିଡିଓ ଭାଇରାଲ୍ ହେବା ଅତି ସହଜ ଅଟେ ତେବେ ସେ ଭିଡିଓ ଇମୋସ୍ନାଲ୍ ଭରା ହେଉ କି କମେଡିଆନ୍ କିମ୍ବା ସେ ଅନ୍ୟ କୌଣସି ଭିଡିଓ ହେଉ ଭାଇରାଲ୍ ହେବା ଅତି ସହଜ କାରଣ ସମସ୍ତ ଙ୍କ ହାତ ରେ ଏବେ ସ୍ମାଟ୍ ଫୋନ ସେ 1 ବର୍ଷ ପିଲା ହେଉ ବା 90 ବର୍ଷ ବୃଦ୍ଧ ସମସ୍ତ ଙ୍କ ହାତ ରେ ସ୍ମାଟ୍ ଫୋନ । ତେବେ ଗୋଟିଏ ଭିଡିଓ ଭାଇରାଲ୍ ହେବାକୁ ସମୟ ଲାଗୁ ନାହିଁ ।

ତେବେ ବର୍ତ୍ତମାନ ସମୟରେ ସମସ୍ତ ଙ୍କ ଟ୍ୟାଲେଣ୍ଟ ସବୁ ଭାଇରାଲ ହେବା ଅତି ସହଜ କିନ୍ତୁ ଆଗରୁ କାହାର ବି କୌଣସି ଟ୍ୟାଲେଣ୍ଟ ପଦା କୁ ଆସି ପାରୁ ନଥିଲା କିନ୍ତୁ ବର୍ତ୍ତମାନ ସମୟରେ ବହୁତ ସୁବିଧା ଓ ସୁଯୋଗ ମିଳି ପାରୁଛି ଏହି ସ୍ମାଟ ଫୋନ ଦ୍ବାରା ବାସ୍ ନିଜ ର ଟ୍ୟାଲେଣ୍ଟ ର ଏକ ଭିଡିଓ ବନେଇ ସେୟାର କରିଦେଲେ ସମସ୍ତେ ବହୁତ ଜଲଦି ଭିଡିଓ କୁ ଭାଇରାଲ କରିଦେବେ ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ଜଣେ ଯୁବତୀ ଙ୍କ ର ଭିଡିଓ ଖୁବ ଜୋରେ ଭାଇରାଲ ହେବାକୁ ଲାଗୁଚି । ତେବେ ଆପଣ ମାନେ ଯଦି ଏ ସମ୍ପର୍କ ରେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଆର୍ଟିକିଲ୍ ଟିକୁ ସମ୍ପୁର୍ଣ୍ଣ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିଷୟ ରେ ଜାଣି ପାରିବେ ।

ତେବେ ନିକଟ ରେ ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଶାଢ଼ୀ ପନ୍ଧି ଜଣେ ଯୁବତୀ ସ୍କେଟିଙ୍ଗ୍ କରୁ ଥିବାର ଦେଖା ଯାଉଛି । ରାସ୍ତା ରେ ଜାନବାହନ ଚଳାଚଳ କରୁଥିବା ବେଳେ ଯୁବତୀ ଜଣଙ୍କ ସ୍କେଟିଙ୍ଗ୍ କରୁଛନ୍ତି । ତେବେ ଏହି ଭିଡିଓ ଟି କେରଳ ବୋଲି ଜଣା ପଡିଛି ।

ତେବେ ଏହି ଭିଡିଓ କୁ ଲାରିସା ନାମକ ଜଣେ ଯୁବତୀ ଇନଷ୍ଟାଗ୍ରାମ ରେ ସେୟାର କରିଥିବା ବେଳେ ଲାରିସ ନିଜେ ସ୍କେଟିଙ୍ଗ୍ କରୁଥିବା ବେଳେ ଦେଖାଉଚି । ସେ ଏକ ଧଳା ରଙ୍ଗ ର ଶାଢ଼ୀ ପିନ୍ଧି ସୋସିଆଲ୍ ମିଡ଼ିଆ ରେ ସମସ୍ତ ଙ୍କ ହୃଦୟ କିଣି ପାରିଛନ୍ତି ।

ଲାରିସା ଏ ଭିଡିଓ ଟିକୁ କେରଳ ସୁଟ୍ କରିଛନ୍ତି । ଆଉ ଭିଡିଓ ସେୟାର କରି ଲେଖିଛନ୍ତି କି ସ୍କେଟିଙ୍ଗ୍ କରିବା ପାଇଁ ତାଙ୍କୁ ବହୁତ ମଜ୍ଜା ଲାଗେ । ହେଲେ ଶାଢ଼ୀ ପିନ୍ଧି ସ୍କେଟିଙ୍ଗ୍ କରିବା ଏତେ ସହଜ ନୁହେଁ । ତେଣୁ ସେ ଏହି ଭିଡିଓ ଟି ସେୟାର କଲା ପରେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାକୁ ଲାଗୁଚି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.