ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଝିଅ ଜନମ ପର ଘର କୁ , ହଁ ବନ୍ଧୁ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ଠାରୁ ସାଧାରଣ ଯୁବତୀ ପର୍ଯ୍ୟନ୍ତ ସମସ୍ତେ ବିବାହ କରି ନିଜ ଶାଶୁଘର କୁ ଯାଇଥାନ୍ତି ।ତେବେ ଜନମ ଠାରୁ ବିବାହ ଦିନ ପର୍ଯ୍ୟନ୍ତ ଯୁବତୀ ନିଜ ବାପ ଘରେ ବେସ ହସ ଖୁସି ରେ ରହିଥାଏ ଓ ବିବାହ ଠାରୁ ମରଣ ପର୍ଯ୍ୟନ୍ତ ନିଜ ଶାଶୁଘରେ ନିଜ ସମୟ କୁ ଅତି ବାହିତ କରିଥାଏ ।
ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଯୁବତୀ ତାର ଜୀବନ ରେ ଅନେକ କାନ୍ଦି ଥାଏ କିନ୍ତୁ ବାପଘରେ ତାର ସେସ କାନ୍ଦ ହେଉଛି ବାପ ଘର ବିଦାୟ ଜଣାଇ ପର କରି ନିଜ ଶାଶୁଘର କୁ ଚାଲି ଯାଉଥିବା ସମୟ ରେ , ହଁ ବନ୍ଧୁ ପ୍ରତ୍ଯେକ ଯୁବତୀ ବିବାହ ପରେ ଶାଶୁଘର କୁ ଯାଉଥିବା ସମୟ ରେ ବାପଘର କଥା କୁ ମନେ ପକାଇ କାନ୍ଦି ଥାନ୍ତି ।
ତାହେଲେ ବନ୍ଧୁଗଣ ଏହି କଥା ଟି କହିବା କାରଣ ହେଲା ଯେ ଆପଣ ମାନେ ନିଶ୍ଚୟ ଅଭିନେତ୍ରୀ ଗୁନଗୁନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ଅତି ନିକଟ ରେ ତାଙ୍କ ବିବାହ ଘର ହୋଇ ଯାଇଛି । ତାହେଲେ ବନ୍ଧୁଗଣ ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ବିବାହ ଘର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଏକ ଭିଡିଓ ଅଭିନେତ୍ରୀ ଗୁନଗୁନ କାନ୍ଦୁ ଥିବାର ଦୃଶ୍ୟ ମଦ୍ୟ ଦେଖିବାକୁ ମିଳିଛି ॥
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।