ଶଶୁର ବୋହୂକୁ ପାଇବା ପରେ ମିଠା ଖୁଆଇଲେ, ବୋହୁ ପ୍ରମିଜ କରି କହିଲା ଆଉ କୁଆଡେ ଯିବି ନାହିଁ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ରାହୁଲ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଯିଏ କି। ନିଜ ପତ୍ନୀ ଫେରାର ହେବା ପରେ ନିଜ ପତ୍ନୀ କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦୁ ଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ରାହୁଲ୍ ର ଦୁଃଖ କୁ ଭଗବାନ ସହ୍ୟ ବୋଧେ କରି ପାରିଲେ ନାହିଁ ଓ ସେଥିପାଇଁ ସେ ତାର ପତ୍ନୀ କୁ ରାହୁଲ୍ ପାଖ କୁ ପଠାଇ ଦେଇଛନ୍ତି ।

ତେବେ ନିଜ ପତ୍ନୀ କୁ ପାଇ ରାହୁଲ ବର୍ତ୍ତମାନ୍ ସମୟ ରେ ବହୁତ୍ ଖୁସି , ହଁ ବନ୍ଧୁ କେବଳ ରାହୁଲ ନୁହେଁ ତାଙ୍କ ପରିବାର ଲୋକ ମଧ୍ୟ ବୋହୂ କୁ ପାଇ ବେଶ୍ ଖୁସି । ତେବେ ସ୍ତ୍ରୀ ଅ-ପ-ହ-ରଣ ହେବା ପରେ କେମିତି ଛଟପଟ ହୋଇ କାନ୍ଦୁ ଥିଲେ କିନ୍ତୁ ବର୍ତ୍ତମାନ୍ ଖୁସି ରେ ମିଠା ଖୁଆ ଖୁଇ ହେଉଛନ୍ତି ।

ତେବେ ରାହୁଲ ଯେତେବେଳେ ନିଜ ପତ୍ନୀ ଙ୍କୁ ମନେ ପକାଇ ଚିତ୍କାର କରି କାନ୍ଦୁଥିଲେ ସେତେବେଳେ ପରିବାର ଦେଖୁଥିଲେ ମଧ୍ୟ କିଛି କରି ପାରୁ ନ ଥିଲେ କିନ୍ତୁ ବର୍ତ୍ତମାନ ରାହୁଲ ନିଜ ପତ୍ନୀ କୁ ପାଇ ବହୁତ୍ ଖୁସି ଅଛି । ତେବେ ଏ ପରେ ବୋହୂ କୁ ଶଶୁର ଆଲିଙ୍ଗନ କରୁଛନ୍ତି ଓ ମିଠା ମଧ୍ୟ ଖାଇବାକୁ ଦେଉଛନ୍ତି । ହଁ ବନ୍ଧୁ ପରିବାର ରେ ସମସ୍ତେ ସମସ୍ତ ଙ୍କୁ ମିଠା ଖୁଆଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଶଶୁର ନିଜ ବୋହୂ କୁ ମିଠା ଖୁଆଇ ଦେବା ସହ ପୁଅ କୁ ମଧ୍ୟ ମିଠା ଖୁଆଇ ଦେଉଛନ୍ତି । ତେବେ ରାହୁଲ ମଧ୍ୟ ତାଙ୍କ ପତ୍ନୀ କୁ ମିଠା ଖୁଆଇ ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ମିଠା ଖୁଆଇ ଦେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଓ ଉଭୟ ପରସ୍ପର ଠାରୁ କେବେ ଅଲଗା ହେବେ ନାହିଁ ବୋଲି ଶପଥ ମଧ୍ୟ ନେଇଛନ୍ତି ।

ତେବେ ବନ୍ଧୁଗଣ ପତ୍ନୀ ଙ୍କ ଫୋନ କରିବା ପରେ ରାହୁଲ ନିଜେ ନିଜର ସାଙ୍ଗ ମାନ ଙ୍କ ସହ ତାଙ୍କ ପତ୍ନୀ ଙ୍କ ପାଖ ରେ ପହଞ୍ଚି ଗାଡ଼ି ରେ ବସାଇ ଆଣିଥିଲେ ଓ ଏହି ଦୃଶ୍ୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ତେବେ ଶଶୁର ଘରେ ପହଂଚିବା ପରେ ଶଶୁର ଘର ଲୋକ ସମସ୍ତେ ବେଶ୍ ଖୁସି ଅଛନ୍ତି , ତେବେ ରାହୁଲ ଙ୍କ ପତ୍ନୀ ମଧ୍ୟ ସେଦିନ କେମିତି କାର ରେ ଯାଇଥିଲେ ତାଙ୍କ ସହ କଣ ଘଟିଥିଲା ସବୁ କିଛି କହିଛନ୍ତି । ତେବେ ଯାହା ହେଉ ଉଭୟ ପୁଣି ଏକାଠି ହୋଇଗଲେ ପରିବାର ଲୋକ ମଧ୍ୟ ବହୁତ୍ ଖୁସି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.