ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା (Raimohan) ପ୍ରଥମ ସିନେମାର କିଛି ହୃଦୟ ସ୍ପର୍ଶୀ ଦୃଶ୍ୟ, ସେ ସେହି ସମୟରେ ରାଇମୋହନ ହିରୋ ପରି ଦେଖା ଯାଉଥିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମ୍ନଏ ଜାଣିଛନ୍ତି କି ଓଡିଶାର ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆଜି ଆମ ମାନଙ୍କ ଗହଳରେ ନାହାନ୍ତି ତାଙ୍କ ମୃତ୍ୟୁକୁ ଗତ କିଛି ଦିନ ହୋଇଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାଇ ମୋହନଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରୁଛନ୍ତି ଦର୍ଶକ ମାନେ । ତେବେ ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିଲେ ରାଇମୋହନ୍ ଙ୍କୁ ।

ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ହେଲେ ବନ୍ଧୁଗଣ ଗତ କିଛି ଦିନ ତଳେ ରାଇମୋହନ ଆ-ତ୍ମ-ହ-ତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ରାଇମୋହନଙ୍କ ଝୁଲନ୍ତା ମୃ-ତ ଦେ-ହ ତାଙ୍କ ବାସ ଭବନରେ ଉଦ୍ଧାର ହୋଇଥିଲା । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆ-ତ୍ମ-ହ-ତ୍ୟା କରିବା ପଛରେ କଣ କାରଣ ରହିଛି ତାହା ରହସ୍ୟ୍ ମେ ହୋଇ ରହିଛି।


ତେବେ ବନ୍ଧୁଗଣ ପୋଲିସ ତିନି ଜଣିଆ ଟିମ କରି ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରଖିଛି । ଅନ୍ୟ ପଟେ ରାଇମୋହନଙ୍କର ପୋ-ଷ୍ଟ ମୋ-ଟ-ର୍ମ ରିପୋର୍ଟ ବି ଗତ କିଛି ଦିନ ତଳେ ଆସିଥିଲା । ପୋଷ୍ଟ ମୋଟର୍ମ ରିପୋର୍ଟରେ ଉଲ୍ଲେଖ ରହିଥିଲା ଯେ, ରାଇମୋହନଙ୍କ ମୃତ୍ୟୁ ଶ୍ଵାସରୁଦ୍ଧ ହେବା କାରଣରୁ ହୋଇଥିଲା । ତଥାପି ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓଟି ହେଉଛି ରାଇମୋହନଙ୍କର ପ୍ରଥମ ଓଡିଆ ଫିଲ୍ମର ।

ରାଇମୋହନ ଯୁବ ଅବସ୍ଥାରେ କେଉଁ ଭଳି ଦେଖା ଯାଉଥିଲେ ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ । ତେବେ ରାଇମୋହନ୍ ନିଜର ପ୍ରଥମ ଫିଲ୍ମରେ ସେ ଚମତ୍କାର ଅଭିନୟ ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ଥିଲେ । ଅବଶ୍ୟ ସେ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି ହେଲେ ସେ ସବୁବେଳେ ଆମ ହୃଦୟରେ ବଞ୍ଚି ରହିବେ । ଆଉ ସବୁ ଦିନ ପାଇଁ ସେ ଆମ ହ୍ରୁଦୟ୍ ରେ ହିଁ ରହିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.