ରାନୀ ପଣ୍ଡା କହିଲେ ପର ସ୍ଵାମୀ ଉପରେ ନଜର ପକାନ୍ତୁ ନାହିଁ ଇଚ୍ଛା ଅଛି ତ ପ୍ରେସ ମାଲ ଖୋଜ – ଦେଖନ୍ତୁ ଭିଡିଓ

ବିଶେଷ

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କ ଘଟଣା କୁ ନେଇ ବାବୁଶାନ ଙ୍କ ପତ୍ନୀ ରାସ୍ତା କଡକୁ ବାହାରିଛନ୍ତି । ସେ କିପରି ଭାବରେ ଆଜି ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ରାସ୍ତା ମଝୀ ରେ କହିଛନ୍ତି । ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି । ଲୋକ ମାନେ ବା ଦର୍ଶକ ମାନେ ଯେଉଁ ଭଲ ପାଇବା ଓ ବିଶ୍ବାସ ରଖି ଥାନ୍ତି ଏହି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରେ ସେହି ଭରସା ଓ ବିଶ୍ବାସ ଧୀରେ ଧୀରେ ଭାଙ୍ଗି ବାକୁ ଯାଉଛି ।

ତେବେ ଏହି ଘଟଣା କୁ ନେଇ ରାଣି ପଣ୍ଡା କ’ଣ କହିଛନ୍ତି ଆସନ୍ତୁ ଜାଣିବା । ରାନୀ ପଣ୍ଡା ଏ ଘଟଣା କୁ ନେଇ କହିଛନ୍ତି କି ଯଦି ସ୍ବାମି ସ୍ତ୍ରୀ ଙ୍କ ଭିତ ରେ ଯଦି କେହି ତୃତୀୟ ଲୋକ ଆସେ ତ ନିଶ୍ଚିତ ଭାବରେ ତାଙ୍କ ମଝୀ ରେ ଝ-ଗ-ଡା ହେବା ସ୍ବଭାବିକ କଥା । ଯେହେତୁ ଏହା ସେଲିବ୍ରିଟି ଙ୍କ କଥା ତାହା ଏହା ଯଦି କଥା ବାହାରିଛି ତେବେ ଏହି କଥା ସମସ୍ତେ ଜାଣିବେ ଆଉ ଏହା ଅଧିକ ରୁ ଅଧିକ୍ ଭାଇରାଲ ମଧ୍ୟ ହେବ ।

ଯଦି ସ୍ବାମି ସ୍ତ୍ରୀ ଭୀତ ରେ କିଛି ଝଗଡା ହୁଏ ତେବେ ତାହା ଘରେ ଭୀତ ରେ ରହି ଯିବା ଦରକାର । ଘର କଳି ଯଦି ରାସ୍ତା ମଝୀ କୁ ଆସେ ତାହେଲେ ଘର ମାନ ସମ୍ମାନ ବାହାରେ ନିଲାମ ହେଇ ଯିବ । ନିହାତି ଭାବରେ ସ୍ବାମି ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ ଯାହା ଭଗବାନ ନିଜେ ଗଢି ଛନ୍ତି କିନ୍ତୁ ଆଜିକା ସମୟ ରେ ଏହାର କିଛି ବି ମୂଲ୍ୟ ନାହିଁ ଯାହା କି ବହୁତ ଦୁଃଖ ର ଖବର ଅଟେ ।

ଏମିତି ଗୋଟେ ସମ୍ପର୍କ ଗଢ଼ ଯେଉଁ ସମ୍ପର୍କ କେବେ କଳଙ୍କ ଲାଗିବ ନାହିଁ ପର ସ୍ବାମି ଙ୍କୁ ନଜର ପକାଅ ନାହିଁ କି ଯିଏ ବିବାହ କରି ସାରିଛି ନିଜ ପରିବାର କୁ ଛାଡି ଆଉ କାହା ଉପରେ ନଜର ରେ ପକାଅ ନାହିଁ । ଏବେକା ସମୟ ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବହୁତ ଲସ ରେ ଚାଲିଛି । ଆଉ ଠିକ ଏହି ସମୟ ରେ ଏହି ସବୁ ଘଟଣା କଳା କାର ଉପରେ ଏକ ଖରାପ ପ୍ରଭାବ ପକାଇଛି ।

ରାନୀ ପଣ୍ଡା ଙ୍କ କହିବା ଅନୁସାରେ କଳା କ୍ଷେତ୍ର ଆଉ କଳା କ୍ଷେତ୍ର ହେଇ ନାହିଁ । ଆଗରୁ ବହୁତ କଳା କାର ଥିଲେ ଯେଉଁ ମାନେ ନିଜ ର ସକ୍ଷମ ଅନୁଯାୟୀ ବହୁତ କଷ୍ଟ ରେ ଏହି କଳା ବା ଅଭିନୟ କୁ ସୃଷ୍ଟି କରିଥିଲେ ଆଉ କଳା ଙ୍କୁ ବଞ୍ଚେଇ ରଖିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଆଜି ଏମିତି କିଛି ଘଟଣା ସବୁ ଘଟୁଛି ଯାହା ପାଇଁ କି ଧୀରେ ଧୀରେ ଫିଲ୍ମ ଇଣ୍ଡଷ୍ଟ୍ରୀ ବୁଡି ବାକୁ ଲାଗୁଚି ।

Leave a Reply

Your email address will not be published.