ରାତି ଅଧରେ ଭିଡିଓ କରି ସମସ୍ତଙ୍କୁ ଏମିତି କିଛି ଅନୁରୋଧ କରିଲେ ହିରୋ ସ୍ଵରାଜ (Swaraj) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଶିଶୁ କଳାକାର ଭାବେ ପରିଚିତ ଥିବା ଅଭିନେତା , ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଅଭିନେତା ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।

ତେବେ ବନ୍ଧୁଗଣ ଏହି ଅଭିନେତା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସ୍ଵରାଜ । ତେବେ ବନ୍ଧୁଗଣ ଆପଣ ମାନେ ସ୍ଵରାଜ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ଅଭିନେତା ଓ ଅଭିନେତ୍ରୀ ହେବା ସହିତ ଶିଶୁ କଳାକାର ଭାବେ ବେସ ପରିଚିତ।

ତେବେ ବନ୍ଧୁଗଣ ଅଭିନେତା ସ୍ଵରାଜ ବାରିକ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବହୁ ସାରା ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ , ତେବ ସେ ବହୁତ କମ ବୟସ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ସେ ଆଜି ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆଜି ରିଲିଜ୍ ହେବା କୁ ଯାଉଛି ଦିଲ ମୋର୍ ମାନେନା ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଚଳଚ୍ଚିତ୍ର ରେ ଏହି ଅଭିନେତ୍ରୀ ଶିବାନୀ ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ତେବେ ଆପଣ ମାନେ ଶିବାନୀ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ , ତେବେ ବହୁତ କମ ବୟସ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।

ଚଳଚିତ୍ର ଓ ଧାରାବାହିକ ରେ ନଜର ଆସିଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ସ୍ଵରାଜ ଓ ଶିବାନୀ ଙ୍କୁ ଅନେକ ଚଳଚିତ୍ର ରେ ଏକାଠି ହୋଇ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ । ତେବେ ଉଭୟ ବର୍ତ୍ତମାନ ସମୟ ରେ ଲୋକ ପ୍ରିୟ ଯୋଡି ଭାବେ ବେସ ପରିଚିତ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ସ୍ଵରାଜ ବାରିକ ଓ ଅଭିନେତ୍ରୀ ଶିବାନୀ ଙ୍କ ଚଳଚ୍ଚିତ୍ର ଦିଲ ମୋର୍ ମାନେ ନା ଆଜି ସିନେମା ହଲ ରେ ରିଲିଜ୍ ହେବା କୁ ଯାଉଛି ଓ ସେଥିପାଇଁ ସ୍ଵରାଜ ଦର୍ଶକ ମାନ ଙ୍କୁ କହିଛନ୍ତି ଏହି ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ । ତେବେ ଏହି ଚଳଚ୍ଚିତ୍ର ରେ ଆପଣ ମାନେ ସ୍ବର୍ଗତ ମିହିର ଦାସ ଙ୍କ ଅଭିନୟ ଶେଷ ଥର ପାଇଁ ଦେଖିବାକୁ ପାଇବେ ।।

Leave a Reply

Your email address will not be published.