ରାଜେଶ୍ଵରୀ (Rajeswari) ଚାଲିଯିବା ପୂର୍ବରୁ ମାଛ ତରକାରୀ ରୋଷେଇ କରି ରଖିଥିଲେ ହେଲେ ଖାଇପାରିଲେନି … ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ।ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ।ପ୍ରିୟ ଅଭିନେତ୍ରୀ ରାଜେସ୍ୱରି ଆଉ ଏଇ ଦୁନିଆ ରେ ନାହାଁନ୍ତି । ସେ ଦିନେ କହୁଥିଲେ ସେ ଦିନେ ନା ଦିନେ ଏ ଦୁନିଆ ଛାଡ଼ି ଚାଲି ଯିବେ । ତାହେଲେ ବନ୍ଧୁଗଣ ଏହି ଦୁନିଆ ରେ ସମସ୍ତେ ଦିନେ ନା ଦିନେ ପଳାଇ ଯିବେ । ଏହି ଅଭିନେତ୍ରୀ ଜନକ ସମସ୍ତ ଙ୍କ ପାଇଁ ତରକାରୀ କରିଥିଲେ କିନ୍ତୁ ଖାଈ ପାରି ନ ଥିଲେ ।

ସେ ସଦା ସର୍ବଦା ହସି ରହୁଥିଲେ ଓ ସେ ସମସ୍ତ ଙ୍କ କଥା ବୁଝନ୍ତି । ଦୁଃଖୀ ଦାରିଦ୍ର୍ୟ ମାନ ଙ୍କୁ ସେ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ଆସିଲେ ସାହି ପଡିଶା ବହୁତ୍ ଖୁସି ହୋଇ ଥାଆନ୍ତି । ଅଭିନେତ୍ରୀ ରାଜେସ୍ୱରି ନିଜ ବାପ ଘର୍ ବାଲେଶ୍ଵର ରେ 8 ମାସ ରହିଥିଲେ ଓ ସାହି ପଡିଶା ଲୋକ ଙ୍କ ସହ ବେଶ୍ ହସ ଖୁସି ହୋଇ ଥିଲେ ।


ସେ ଚାଲି ଯିବା ପରେ ବର୍ତ୍ତମାନ୍ ଝୁରୁଛନ୍ତି ସାହି ପଡିଶା ଲୋକମାନେ । ରାଜେଶ୍ଵରି ଏତେ ବଡ ରୋଗ ରେ ଆକ୍ରାନ୍ତ ହେଇଥିଲେ ମଧ୍ୟ ସେ ସଦା ସର୍ବଦା ବିନ୍ଦାସ୍ ରେ ରହୁଥିଲେ । ତାଙ୍କ୍ ମାଆ ଚାଲି ଯିବା ପରେ ରାଯେଶ୍ଵରି ବହୁତ୍ ଭାଙ୍ଗି ଯାଇଥିଲେ ।

ତାହେଲେ ନିଜ ଅଭିନୟ ପାଇଁ ସେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଥିଲେ । ଏହି ଅଭିନେତ୍ରୀ ଜନକ ଦୀର୍ଘ ଦିନ ପର୍ଯ୍ୟନ୍ତ କର୍କଟ ରୋଗ ପୀଡିତ ଥିଲେ ମଧ୍ୟ ସୁଟିଂ ସେଟ କୁ ଯାଉଥିଲେ ।

ସେ ବାଲେଶ୍ଵର ଆସିଥିଲେ ତାଙ୍କ ପୁତୁରା ର ଜନ୍ମ ଦିନ ଅବସର ରେ , ଏହି ସମୟ ରେ ସେ ବାପ ଘରେ ଥିବା ସମୟ ରେ ତାଙ୍କ ମୁଣ୍ଡ ବୁଲାଇବା ସହିତ ତାଙ୍କର ବାନ୍ତି ହୋଇଥିଲା ଓ ତାଙ୍କୁ ସଙ୍ଗେ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା ଓ ପରେ ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ କୁ ପଠା ଯାଇଥିଲା । ତାହେଲେ ସେ ବିଳମ୍ବିତ ରାତି ରେ ସମସ୍ତ ଙ୍କୁ ଛାଡ଼ି ଚାଲିଗଲେ । ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି ।

ତାହେଲେ ବନ୍ଧୁଗଣ ଏହି ଦୁନିଆ ରେ ମନିସ ଜନ୍ମ ହୋଇଛି ମାନେ ମୃ-ତ୍ୟୁ ନିଶ୍ଚିନ୍ତ । ଏହି ଜନ୍ମ ମୃତ୍ୟୁ ମଧ୍ୟ ରେ ଯଦି ଆମେ କିଛି ଭଲ କାର୍ଯ୍ୟ କରି ଯାଇଥିବା ଅନ୍ୟ ମାନ ଙ୍କ ପାଇଁ ତାହେଲେ ସମସ୍ତେ ଝୁରିବା ସହ ମନେ ରଖିବେ ଓ ମୃତ୍ୟୁ କରିଥିଲେ ମଧ୍ୟ ସେ ଅମର ହୋଇ ରହିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.