ରାଇମୋହନ (Raimohan) ଙ୍କ ମୃତ୍ୟୁଙ୍କୁ ଅଭିନେତ୍ରୀ ରାନୀ ସାହୁ (Rani) ଙ୍କ ଚାଞ୍ଚଲ୍ୟକର ଖୁଲାସା – ଦେଖନ୍ତୁ Video

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ରାଇ ମୋହନ ଆଉ ଏହି ଦୁନିଆ ରେ ନାହାଁନ୍ତି । ତେବେ ବନ୍ଧୁଗଣ ଗତକାଲି , ରାଇ ମୋହନ ଆ-ତ୍ମ-ହ-ତ୍ୟା କରିଛନ୍ତି ନିଜ ବାସ ଭବନ ରେ । ତେବେ ଏହି ଖବର ଟି ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।


ତେବେ ତାଙ୍କ ବିୟୋଗ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବଡ କ୍ଷତି ହୋଇଛି , ତେବେ ସେ ନିଜ ଅଭିନୟ ପାଇଁ ଯେଉଁ ସ୍ଥାନ ଅଧିକାର କରି ଥିଲେ ସେହି ସ୍ଥାନ କୁ ତ ଆଉ କେହି ବି ପୁରଣ କରି ପାରିବେ ନାହିଁ ତାହା ଅପୂରଣୀୟ ହୋଇ ରହିବ । ତେବେ ଏହାରି ଭିତରେ ଅଭିନେତ୍ରୀ ରାଣୀ ସାହୁ ରାଇ ମୋହନ ଙ୍କ ଆ-ତ୍ମ-ହ-ତ୍ୟା କରିଥିବା ର ଫଟୋ କୁ ନେଇ କିଛି ପ୍ରତିକ୍ରିୟା ରଖିଛନ୍ତି

ତେବେ ସେ କହିଛନ୍ତି ଯେ ରାଇ ମୋହନ ଙ୍କ ମୃ-ତ୍ୟୁ ପରେ ସେ ବିଶ୍ୱାସ କରି ପାରୁ ନାହାଁନ୍ତି ଯେ ତାଙ୍କ ଗହଣ ରେ ଆଉ ରାଇ ମୋହନ ନାହାଁନ୍ତି ବୋଲି , ତେବେ ଏହା ହେଉଛି ଅଲିଉଡ ଇଣ୍ଡଷ୍ଟ୍ରି ପାଇଁ ବଡ ଅପୂରଣୀୟ କ୍ଷତି । ତେବେ ଜଣକ ପରେ ଆଉ ଜଣେ ଲୋକ ପ୍ରିୟ ଅଭିନେତା ଏ ଦୁନିଆ ଛାଡ଼ି ଚାଲି ଯାଉଛନ୍ତି ।

ତେବେ ଏହି କ୍ଷତି କେବେ ହେଲେ ବି ପୁରଣ ହେବ ନାହିଁ , ତେବେ ରାଇ ମୋହନ ଜଣେ ଭଲ ମଣିଷ , ତେବେ ସେ ଏହି ଭଳି ନିଷ୍ପତ୍ତି ନେବେ ସୁ-ଇ ସା-ଇ-ଟ୍ କରିବେ ଏହା ସମ୍ଭବ ନୁହେଁ । ତେବେ ସେ କହିଛନ୍ତି ଯେ ରାଇ ମୋହନ ଙ୍କ ସୂ-ଇ ସା-ଇ-ଟ୍ କରିଥିବା ର ଦୃଶ୍ୟ କୁ ନେଇ

ତେବେ ଏହି ଦୃଶ୍ୟ ରେ ରାଇ ମୋହନ ଙ୍କ ଗୋଡ଼ ତଳ କୁ ପାଇଛି , ତେବେ ସେ ଆ-ତ୍ମ-ହ-ତ୍ୟା କରି ନ ଥିବେ ବରଂ ତାଙ୍କ ହତ୍ୟା କରା ଯାଇ ତାଙ୍କୁ ଟଙ୍ଗାଇ ଦିଆ ହୋଇଛି ବୋଲି ସେ କହିଛନ୍ତି । ତେବେ ସମସ୍ତ କଳାକାର ମାନେ ଚାହୁଁ ଛନ୍ତି ଯେ ଏହାର ଉଚ୍ଚ ତଦନ୍ତ କରା ଯାଉ ଓ ଦୋଷୀ ଯିଏ ବି ହେଇଥାଉ ତାକୁ କଠୋର ରୁ କଠୋର ଦଣ୍ଡ ମିଲୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.