ରାଇମୋହନଙ୍କ (Raimohan Parida) ଭଉଣୀ କହିଲେ ୧୫ ଦିନ ହେଲା ଭାଇର ମନ ଟିକେ ଦୁଃଖ ଥିଲା – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରୀ ରୁ ବହୁତ ଦୁଃଖ ର ଖବର କେବଳ ଆସୁଛି । ତେବେ ମ୍ ଓଡ଼ିଆ ଇଣ୍ଡଷ୍ଟ୍ରୀ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ହେଲେ ମନ ସେଇ ପୁରୁଣା କଳାକାର ମନକୁ ଖୋଜେ ଆଉ ତାଙ୍କ ଅଭିନୟ ମନ ରେ ଅଭିଲ ହୋଇ ରହି ଯାଏ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ପୁରୁଣା ଅଭିନେତା ଓ ଅଭିନେତ୍ରୀ ଥିଲେ ଯେଉ ମାନେ ଏବେ ଆଉ ଆମ ଗହଳ ରେ ନାହାନ୍ତି ।

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଅଭିନୟ କରୁଥିବା ରାଇମୋହନ୍ ପରିଡା ଙ୍କୁ ଆପଣ ମାନେ ଏକ ଖଳନାୟକ ଭୂମିକା ଅଧିକ ଦେଖିବାକୁ ପାଇ ଥିବେ ହେଇ ପରେ ସେ ସିନେମା କି ଧାରାବହିକ ବା ଯାତ୍ରା ରେ ସେ ଖଳନାୟକ ଭାବରେ ଅଭିନୟ କରୁଥିଲେ କିନ୍ତୁ ସେ ରିୟଲ୍ ଲାଇଫ ଦୁନିରେ ବହୁତ ଭଲ ମଣିଷ ଟେ ଥିଲେ ।

ତେବେ ବର୍ତ୍ତମାନ ସମୟରେ ସେ ଆଉ ଏ ଦୁନିଆ ରେ ନାହାନ୍ତି ସତ କିନ୍ତୁ ରହି ଗଲା ତାଙ୍କ ଅଭୁଲା ସ୍ମୁତି ଯାହା ଆମ ମାନଙ୍କ ମନ ରେ ଅଭୁଲା ଚିହ୍ନ୍ ହେଇ ରହି ଗଲା । ତେବେ ବରିଷ୍ଠ ଅଭିନେତା ରାଇମୋହନ୍ ପରିଡା ଆଉ ଆମ ଗହଳ ରେ ନାହାନ୍ତି ଏହା ଶୁଣି ମନ ରେ ଦୁଃଖ ରେ ଲହରୀ ଖେଳି ଯାଇଛି । ଅଭିନେତା ରାଇମୋହନ ପରିଡା ଆ-ତ୍ମ-ହ-ତ୍ୟା କରିଥିବା ସୁଚନା ଟି କାଲି ଆସିଥିଲା ବେଳେ ସମସ୍ତ ମନ କୁ ବହୁତ ବଡ଼ ଆଘାତ ଲଗିଥିଲ। ।

ତେବେ ରାଇମୋହନ ଙ୍କ ବାସ ଭବନ ରୁ ହିଁ ମିଳିଛି ରାଇମୋହନ ଙ୍କ ଝୁଲନ୍ତା ମୃ-ତ ଦେହ ଠାବ ହୋଇ ଥିଲା । ତେବେ ଭୁବନେଶ୍ଵର ରୁ ପ୍ରାଚି ବିହାର ଘରୁ ମିଳିଲା ରାଇମୋହନ୍ ଙ୍କ ଝୁଲନ୍ତା ମୃତ ଦେହ । କାହିଁକି ରାଇମୋହନ୍ କଲେ ଆ-ତ୍ମ-ହ-ତ୍ୟା ଏପର୍ୟ୍ଯନ୍ତ କାରଣ ଅସ୍ପଷ୍ଟ । ତେବେ ରାଇମୋହନ୍ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ହେବା ସହ ବହୁତ ଜଣାଶୁଣା ଅଭିନେତା ଥିଲେ ।

ତେବେ ରାଇମୋହନ୍ ଙ୍କ ମୃତ୍ଯୁ କୁ ତାଙ୍କ ଭଉଣୀ ବି ବିଶ୍ବାସ କରି ନଥିଲେ ସେ ନ୍ୟୁଜ ରେ ଭିଡିଓ କୁ ଦେଖି ଜାଣି ବିଶ୍ୱାସ କରିଥିଲେ ତାଙ୍କୁ ମଧ୍ୟ ଏହି ନ୍ୟୁଜ ଟି ବହୁତ ଝଟକା ଦେଇଥିଲେ ସେ ମଧ୍ୟ ବିଶ୍ବାସ୍ କରି ପାରୁ ନାହାନ୍ତି କି ତାଙ୍କ ଭାଇ ଏମିତି ଭାବରେ ଆ-ତ୍ମ-ହ-ତ୍ୟା କରିବେ । ତେବେ ରାଇମୋହନ୍ ଙ୍କ ମୃତ୍ଯୁ ର 8 ଦିନ ପୂର୍ବ ରୁ ପୁରୀ ମଧ୍ୟ ଯାଇଥିଲେ ହେଲେ ସେତେବେଳେ ମଧ୍ୟ କିଛି ତାଙ୍କ ର ମନ ଭାବ ଜାଣି ହେଉ ନଥିଲା ଆଉ ସେ ବହୁତ ଭଲ ମଧ୍ୟ ଥିଲେ ସେମିତି କିଛି ଜଣା ପଡ଼ୁ ନଥିଲା ମାନସିକ ଚାପ ରେ ଥିଲେ ବୋଲି ।

ତେବେ ସେ ନଜର କରିଥିଲେ 15 ଦିନ ପୂର୍ବ ରୁ ସେ ଟିକେ ମାନସିକ ଚାପି ରେ ଥିଲା ଭଳି । ତେବେ ରାଇମୋହନ୍ ଙ୍କ ଭଉଣୀ ମଧ୍ୟ କହିଲେ କି ପୋଲିସ୍ ତଦନ୍ତ ଜାରି ହେଉ ଆଉ କାହିଁକି ଏକିତି ଭୁଲ ନିଷ୍ପତି ନେଲେ ତାହାର ଜେରା କରା ଯାଉ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.