ରାଇମୋହନଙ୍କ ମୃ-ତ୍ୟୁ ରହସ୍ୟ ଦିନକୁ ଦିନ ବଢୁଛି, ସ୍ତ୍ରୀ ସହିତ ୧୧.୫୭ ରେ ଫୋନରେ କଥା ହୋଇଥିଲେ କିନ୍ତୁ ୧୧.୪୫ ରେ କେମିତି ମ-ରି-ଲେ? ପ୍ରଶ୍ନ ଓଠାଇଲେ ବରିଷ୍ଠ ଓକିଲ ବନ ମହାନ୍ତି – ଦେଖନ୍ତୁ Video

Uncategorized

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ବେଶ୍ ଚର୍ଚ୍ଚା ରେ ଅଛି ରାଇ ମୋହନ ପରିଡା ଙ୍କ ଆ-ତ୍ମ-ହ-ତ୍ୟା ଖବର । ତେବେ ବର୍ତ୍ତମାନ୍ ସମୟ ରେ ରାଇ ମୋହନ ଙ୍କୁ ନେଇ ଚାଲିଛି ତଦନ୍ତ , ତେବେ ଏହାରି ଭିତରେ ଆଇନଜୀବୀ ବନ ମହାନ୍ତି କିଛି ପ୍ରତିକ୍ରିୟା ରଖିଛନ୍ତି ଯାହାକି ଆଜି ଆମେ ଜାଣିବା ।


ତେବେ ସେ କହିଛନ୍ତି ପୋଲିସ ସିଡିଆର ରେ ଆସୁଛି ୧୧:୫୭ ରେ ଓ ସେ କହୁଛନ୍ତି ୧୧:୪୫ । ତେବେ ତା ଘରେ ଥିବା ଚାକର ଅଶୋକ କୁ ପଚାରିଲେ ଜଣା ପଡି ଯିବ ମୃ-ତ୍ୟୁ କରିବା ୧୫ ମିନିଟ ପୂର୍ବ ରୁ କଣ ହୋଇଥିଲା । ତେବେ ରାଇ ମୋହନ ଆ-ତ୍ମ-ହ-ତ୍ୟା କରିଛନ୍ତି ତେବେ ସେ କଣ ପାଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି ।

ତେବେ ପୋଲିସ କାରଣ କଣ କିଛି ପରିମାଣ ରେ ଜାଣିଥିଲେ ମଧ୍ୟ ସେ କହୁ ନାହିଁ । ତେବେ ପାରିବାର ରେ ବିବାଦ ଲାଗିଥିଲା ତେବେ କିଛି ଦିନ ତଳେ ରାଇ ମୋହନ ଜେଲ ଯାଇଥିଲେ ଅଣ୍ଡର ଟେକିଂ ଲେଖିଥିଲେ , ତେବେ କଣ ତାହା ଥାନା ବାଲା ଜାଣି ନାହାଁନ୍ତି । ତେବେ ସମସ୍ତେ ଜାଣି ସାରିଛନ୍ତି କିନ୍ତୁ ପୋଲିସ କେବଳ ଜାଣି ନାହିଁ ।

ତେବେ ଯେଉଁଥି ପାଇଁ ରାଇ ମୋହନ ସୁ-ଇ ସା-ଇ-ଟ୍ କରିଛନ୍ତି ତାର ୧୫ ମିନିଟ ପୂର୍ବ ରୁ କଣ ହୋଇଥିଲା ତାକୁ ନେଇ ପୋଲିସ କଣ ତଦନ୍ତ କଲାଣି , ତେବେ ଏ ବିଷୟ ରେ ପୋଲିସ ସବୁ କିଛି ଜାଣିଛି । ତେବେ ତାଙ୍କ ଘରେ ଥିବା ଚାକର ଅଶୋକ କୁ ନେଇ ପଚରା ଉଚରା କରୁ ନାହାନ୍ତି ୧୫ ମିନିଟ ପୂର୍ବ ରୁ କଣ ହୋଇଥିଲା ସେ କହିବ ।

ତେବେ ସବୁ କିଛି ଜାଣିବା ପରେ ପୋଲିସ ସାଇଲେଣ୍ଟ ରହିଛି ଓ ପରେ ଏହି ଫାଇଲ ଟି କୁ ସେ କ୍ଲୋଜ କରିଦେବ । ତେବେ ପରିବାର ଲୋକ ମଧ୍ୟ ସବୁକିଛି ଜାଣି କିଛି ବି ପୋଲିସ ଆଗ ରେ କହୁ ନାହାଁନ୍ତି । ତେବେ ଲୁଚେଇଲେ ମଧ୍ୟ କିଛି ହେବ ନାହିଁ କାରଣ ସାଇ ପଡ଼ିଶା ଲୋକ ମାନେ ସବୁ କିଛି କହି ସାରିଛନ୍ତି । ତେବେ ବନ୍ଧୁଗଣ ଏହି ଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରାଇ ମୋହନ ସୁଇ ସାଇଟ୍ କରିଛନ୍ତି । ତେବେ ସୁ-ଇ ସା-ଇଟ୍- କରିବା ପଛ ର କାରଣ କଣ ପୋଲିସ ଏବଂ ତାଙ୍କ ପରିବାର ଲୋକ ଜାଣି ଥିଲେ ମଧ୍ୟ କିଛି ବି କହୁ ନାହାଁନ୍ତି । ତେବେ ଦେଖା ଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେଉଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.