ରହିଗଲା ଛୁଆ କରିଦେଲା ଆଉ ଛାଡି ଦେଲା .. ଏ କଣ ଦେଶୀ କୁକୁର , ଏମିତି କହିଲେ ମହିଳା – ଦେଖନ୍ତୁ

ବିଶେଷ ମନୋରଞ୍ଜନ

ବର୍ତ୍ତମାନ ସମୟରେ ବହୁତ କିଛି ଭିଡିଓ ଭାଇରାଲ୍ ହେଉଛି ଯାହା କି ସୋସିଆଲ ମିଡ଼ିଆ ରେ ଚହଳ ପକେଇକି ରଖିଛନ୍ତି । ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଗୋଟିଏ ଭିଡିଓ ର ଚର୍ଚ୍ଚା ସରୁନି ଆଉ ଏକ ଭାଇରାଲ ଭିଡିଓ ପହଞ୍ଚି ଯାଉଛି । ଯାହା କି ସମାଜ ପ୍ରତି ବହୁତ ଖରାପ ପ୍ରଭାବ ପକାଉଛି । ସମୟ ଏବେ ଏମିତି ଏକ ପରିସ୍ଥିତି ରେ ଗତି କରୁଛି ତାହା ସମସ୍ତଙ୍କ ପାଇଁ ଏକ ଖରାପ ପ୍ରଭାବ ।

ବର୍ତ୍ତମାନ ସମୟ ହେଉଛି ସୋସିଆଲ୍ ମିଡ଼ିଆ ର ସମୟ ଯାହା କି ସମସ୍ତେ ହାତ ରେ ସ୍ମାଟ୍ ଫୋନ । ସେ ଛୋଟ ପିଲା ହେଉ କି ସେ ବୟସ୍କ ଲୋକ ସମସ୍ତ ପାଖ ରେ ରହୁଛି ସ୍ମାଟ୍ ଫୋନ । ଏବେ ଏହି ବ୍ୟସ୍ତ ବହୁଳ ସମୟ ରେ କାହାକୁ ଆଉ ଟିଭି କି ନ୍ୟୁଜ ପେପର ପଢିବାକୁ ସମୟ ନାହିଁ କିନ୍ତୁ ସମସ୍ତ ଙ୍କ ହାତ ରେ ସ୍ମାଟ୍ ଫୋନ ଥିବା କାରଣ ରୁ ସମସ୍ତେ ସୋସିଆଲ୍ ମିଡ଼ିଆ କୁ ବ୍ୟବହାର କରୁଛନ୍ତି ।

ଆଉ ଏବେ ଆପଣ ମାନେ ଜାଣିଛନ୍ତି ସାଧାରଣ ଲୋକ ହୁଅନ୍ତୁ କିମ୍ବା ସେଲିବ୍ରିଟି ସମସ୍ତ ଙ୍କ କଳହ ଏବେ ସାମ୍ନା କୁ ଆସୁଛି । କଳି ଝଗଡା ବା ପାରିବାରିକ ବିବାଦ ଏ ସବୁ ଘର ର ଚାରି କାନ୍ଥ ଭିତ ରେ ରହିବା କଥା କିନ୍ତୁ ଏବେ ହାଟ ପଡି ଗଡୁଛି । ସମସ୍ତେ ଜାଣୁଛନ୍ତି । ତେବେ ଏବେ ମଧ୍ୟ ଏପରି ଏକ ଭିଡିଓ ସାମ୍ନା କୁ ଆସୁଛି ଯାହା କି ବହୁତ ନିନ୍ଦନୀୟ କଥା । ଗୋଟିଏ ଝିଅ କୁ ପୁଅ ଟି ଭଲ ପାଇଲା ତାଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ହେଲା ଆଉ ଝିଅ ଟି ପ୍ରେଗ୍ନେଣ୍ଟ ହେଲା ପରେ ପୁଅ ଝିଅ କୁ ଛାଡି ଚଲିଗଲା ।

ଆଉ ଏବେ ଏହି ଝିଅ ଟି ଦୁଆର୍ ଜଗି ବସିଛି ନ୍ୟାୟ୍ ପାଇବା ପାଇଁ । ଦେଶୀ କୁକୁର ଆଉ ଏହି ପୁଅ ଙ୍କ ଭିତ ରେ ଫରକ କ’ଣ ରହିଲା । ବିଗ୍ ବଜାର ଅଫର ଦେଲା ଭଳି ବାଏ ୱାନ୍ ଫ୍ରି ସେହି ଭଳି ଏହି ପୁଅ ର ହିଁ ଏମିତି କର୍ମ ଯାହା କି ଏହାର କର୍ମ ଫଳ ପାଇବା ଦରକାର ଏହି ପୁଅ କୁ । ଏହି ମହିଳା ଙ୍କ ନାଁ ହେଉଛି ଦୀପିକା ଆଉ ସେ ପୁଅ ଟିର ନାଁ ହେଉଛି ଦିନେସ୍ । ଏହି ଦୁଇ ଜଣକ ର ସୋ ରୋମ ରୁ ହିଁ ପ୍ରେମ ହେବା ଆରମ୍ଭ ହୋଇଥିଲା ।

ସେ ପିଲା ଟି ଯେତେବେଳ ପ୍ରେମ କରିଛି କିନ୍ତୁ ବାହା ହେବନି ଏହି କଥା ତା ଶୁଣିବାକୁ ଜମା ବି ଭଲ ଲାଗୁନି । ବାହା ହେବାକୁ ଇଚ୍ଛା ନାହିଁ କିନ୍ତୁ ଆଗୁଆ ପେଗ୍ନେଟ୍ କରି ଦେଇଛି । ତାହା କରିଛି ବୋଲି ସେ ପିଲା ନିଜେ ମାନିବ ନାହିଁ । କାରଣ ସେ ଝିଅ ଯେତେ ସମୟ ହେଲା ବସିଲାଣି ତାହା ସେ ପୁଅ ର ବାପା ମାଆ ଏ ସବୁ ସମାଧାନ କରି ଦେବାର ଥିଲା ବା ଝିଅ କୁ ତାଙ୍କ ପୁଅ ସହ ବାହାଘର କରିଦେବା କଥା କିନ୍ତୁ ସେମାନେ ମଧ୍ୟ କିଛି କରୁ ନାହାନ୍ତି ତେଣୁ ତାଙ୍କ ପୁଅ କୁ ଗୋଟିଏ ସୁଯୋଗ ମିଳି ଯାଉଛି ସେ ନା ମାନିବା ପାଇଁ ।

ପୁଅ ର ବାପା ମାଆ ଯିଏ ଅଛନ୍ତି ସେମାନେ ତ ରାଜି ହେଉ ନାହାନ୍ତି ତାହା ସହ ସେ ଅନ୍ୟ ଜାଗା ରେ ଝିଅ ବୁଝୁ ଛନ୍ତି ବାହାଘର କରିବା ପାଇଁ । ତାଙ୍କୁ ମଧ୍ୟ ଖରାପ ଲାଗୁ ନାହିଁ ତାଙ୍କ ପୁଅ ଏମିତି ଅକର୍ମ୍ କରିଛି ବୋଲି ।

Leave a Reply

Your email address will not be published. Required fields are marked *