ରଶ୍ମି କହିଥିଲା ରାଜା ସହ ମୋର ବ୍ରେକଅପ ହୋଇଛି,ପଛରେ ଜାଣିଲି ସେ ଲିଭଇନରେ ଅଛି :ରଶ୍ମିଙ୍କଅନସ୍କ୍ରିନ ଭାଇ

Uncategorized

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ରଶ୍ମି ରେଖା ଓଝା ଆ-ତ୍ମ-ହ-ତ୍ୟା କରିଛନ୍ତି ନା ହ-ତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ। ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କ ବଏଫ୍ରେଣ୍ଡ ଙ୍କୁ ପୋଲିସ ଜେରା କରୁଛି । ତେବେ ଅନେକ ପ୍ରଶ୍ନ ଉପରୁ ପରଦା ଉଠିବ । ତେବେ ବନ୍ଧୁଗଣ ଆଜି ଆମେ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟ ରେ ଜାଣିବା ଯିଏ କି ରୂପାଲି ଙ୍କ ସହ ୬ ମାସ ପର୍ଯ୍ୟନ୍ତ କାମ କରିଛି ।


ତେବେ ସେ ତାଙ୍କ ଭାଇ ଚରିତ୍ର ରେ ଅଭିନୟ କରୁଥିଲେ ତେବେ ସେ କହିଛନ୍ତି ଯେ ସେ ସମସ୍ତ ଙ୍କ ସହିତ ବେଶୀ ମିଶି ଯାଇ ଥାଏ । ତାର ସଦାବେଳେ ହସ୍ ମୁହଁ , ସେ ସୁଟିଂ ସେଟ ରେ ମୁଁ ତାର ଭାଇ ରୋଲ କରୁଥିଲି । ତେବେ ସେଥିପାଇଁ ତାଙ୍କ ସହ ଭଲ ସଂପର୍କ ଗଢି ଉଠିଥିଲା । ତେବେ ସେ ତାର ସମସ୍ତ ଅସୁବିଧା କୁ ଜଣାଉ ଥିଲା ।

ତେବେ ସେ ସୁଟିଂ ସେଟ ଛାଡ଼ି ଦେଇଥିଲା ସେ ବିବାହ କରିବ ବୋଲି ଓ ସେ ଅଭିନେତା ରାଜା ଙ୍କୁ ବିବାହ କରିବାକୁ ଯାଉଥିଲେ । ତେବେ ସେ ଆ-ତ୍ମ-ହ-ତ୍ୟା କରିବା ପୂର୍ବ ରୁ ତାଙ୍କ ସହ କଥା ହୋଇ ଥିଲା ଯେ ସେ ଏକ ଜବ ପାଇଛନ୍ତି ନଖରା ରେ ଏକ ଫାଇନାନ୍ସ ରେ। ତେବେ ସେ ଯେତେବେଳେ ମୃତ୍ୟୁ କଲା ତା ଖବର ଶୁଣି ବିଶ୍ୱାସ ହେଲା ନାହିଁ ଟିଭି ରେ ଆସିବା ପରେ ମୁଁ ଜାଣିଲି ।

ତେବେ ସେ ବହୁତ୍ ସ୍ବପ୍ନ ଦେଖୁଥିଲା ତାର ଭାଇ କୁ। ପାଠ। ପଢ଼ାଇବ ଓ ଘର୍ ର ଆର୍ଥିକ ଅବସ୍ଥା କୁ ଦୂର କରିବ । ତେବେ ଲୋକ ମାନେ କହୁଛନ୍ତି ଯେ ସେ ଡିପ୍ରେଶନ ରେ ଆ-ତ୍ମ-ହ-ତ୍ୟା କରିଛି ବୋଲି କିନ୍ତୁ ସେ ଆ-ତ୍ମ-ହ-ତ୍ୟା କରିବା ଦୁଇଦିନ ପୂର୍ବ ରୁ ଫଟୋ ପୋଷ୍ଟ କରିଥିଲେ ତାର ଆଖି ରେ ଫୁଲି ଯିବା ରୁ ପଚାରିବା ରୁ ସେ କହିଥିଲା ଯେ ପୋକ ଟିଏ ପଡ଼ିଯିବା ରୁ ଏମିତି ହୋଇଛି ।

ତେବେ ସେ କହିଥିଲେ ଯେ ରାଜା ର ମୋର୍ ବ୍ରେକ ଅପ୍ ହେବା ପରେ କ୍ୟାରିୟର କୁ ଫୋକସ କରିବ ବୋଲି କହୁଥିଲା କିନ୍ତୁ ପଛରେ ଜାଣିବାକୁ ପାଇଲି ସେ ଲିଭ ଇନ୍ ରିଲେସନ ରେ ଅଛି ବୋଳି । ତେବେ ବନ୍ଧୁଗଣ ଏହି ଭଳି ଭାବେ ଅନେକ କଥା କହିଥିଲେ ଅଭିନେତା ଜଣକ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.