ରଞ୍ଜିତାଙ୍କ ପ୍ରେମରେ ପାଗଳ ଥିଲେ ରାଇମୋହନ (Raimohan) ସାମ୍ନାକୁ ଆସିଲା ପ୍ରେମଭରା ଚିଠି – ଦେଖନ୍ତୁ Video

ମନୋରଞ୍ଜନ

ରାଇମୋହନ ପରିଡା ପ୍ରେମ ରେ ପଡ଼ିଥିଲେ ରଂଜିତା ଙ୍କ ପ୍ରେମ ରେ । ଆଉ ଚିଠି ରେ ଲେଖୁ ଥିଲେ ମନ ର କଥା । ତେବେ ଚଳଚିତ୍ର ରେ ଭୟଙ୍କର ଖଳନାୟକ ଅଭିନୟ କରୁଥିବା ରାଇମୋହନ ପରିଡା ଯୌବନ ରେ ପଡ଼ିଥିଲେ ପ୍ରେମ ରେ । ମନର ମାନସୀ କୁ ପାଇବା ପାଇଁ ହୋଇ ଯାଇଥିଲେ ପ୍ରେମୀ ପାଗଳ । ଆଉ ମନର କଥା ସବୁ ଗୋଟିଏ ଚିଠି ରେ ଲେଖୁଥିଲେ । ଦିନେ କି ଦୁଇ ଦିନ ନଥିଲେ ତେବେ 5 ରୁ 7 ବର୍ଷ ପ୍ରେମ ପରେ ନେଇଥିଲେ ବିବାହ ର ରୂପ ।


ଅଦିନ ରେ ରାଇମୋହନ ଙ୍କ ମୃତ୍ଯୁ ପରେ ତାଙ୍କର ପ୍ରେମ କାହାଣୀ କୁ ନେଇ ଏବେ ସବୁଠି ଅଧିକ ଚର୍ଚ୍ଚା ରହିଛି । ଓଲିଓଡ଼ ରେ ମଲ୍ଟି ଟ୍ୟାଲେଣ୍ଟ୍ ରେ ଅଭିନେତା ରାଇମୋହନ୍ ପରିଡା ଥିଲେ ବହୁତ କଳା ପ୍ରେମି । ତେବେ ସେ ପିଲା ବେଳୁ ହିଁ କଳା ପ୍ରେମୀ ରେ ପଡ଼ିଥିଲେ । ତେବେ ସେ ଜନ୍ମ ହୋଇତ୍ଜିଲେ କେନ୍ଦୁଝର ରେ ଆଉ ଅଭିନୟ କରିବା ପାଇଁ ସେ ଧାଇଁ ଆସିଥିଲେ ଭୁବନେଶ୍ଵର କୁ । ଆଉ ସେ ଉତ୍କଳ ସଂଗୀତ ବିଶ୍ୱ ବିଦ୍ୟାଳୟ ରେ ନାଁ ମଧ୍ୟ ଲେଖାଇ ଥିଲେ ।


ଆଉ ସେଠାରେ ହିଁ ଦେଖା ହୋଇ ଥିଲା ରଂଜିତା ଙ୍କ ସହ । ଆଉ ପଡି ଯାଇ ଥିଲେ ତାଙ୍କ ପ୍ରେମ ରେ । ପଢା ସରିବା ପରେ ରାଇମୋହନ୍ ନିଜ ର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ରାଇମୋହନ୍ କେତେବେଳେ ସେ ହିରୋ ରୋଲ ରେ ଆସିଥିଲେ ତ କେତେବେଳେ ଖଳନାୟକ ଭୂମିକା ରେ ତେବେ ଅଧିକ ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ । ଅଭିନୟ ରେ ତ ସେ ବହୁତ ଭୟଙ୍କର ଲାଗନ୍ତି ଆଉ ତାଙ୍କ ଅଭିନୟ ରେ ସମସ୍ତ ଙ୍କୁ ଡରି ଜାଆନ୍ତି କିନ୍ତୁ ତାଙ୍କ ପ୍ରେମ ଆଗରେ ସେ ବହୁତ ଦୁର୍ବଳ ହୋଇ ଯାଉଥିଲେ ।

ଅଭିନୟ ଦୁନିଆ ରେ ସେ ଦିନ ରାତି ବ୍ୟସ୍ତ ରେ ରହୁଥିଲେ ଆଉ ଟିକିଏ ସମୟ ମିଳିଲେ ସେ ତାଙ୍କ ମନର ମାନସୀ ରଂଜିତା ଙ୍କ ପାଇଁ ଲେଖୁ ଥିଲେ ଆଉ ଚିଠି ଆଙ୍କୁ ଥିଲେ ଚିତ୍ର୍ ରଂଜିତା ଙ୍କ ପାଇଁ । ତେବେ ରାଇମୋହନ୍ ଙ୍କ ର ପ୍ରେମ ଦିନେ କି ଦୁଇ ଦିନ ନୁହଁ ସେ 5 ବର୍ଷ 7 ବର୍ଷ ର ପ୍ରେମ ଥିଲା ତା ପରେ ହେଇ ଥିଲା ତାଙ୍କ ବାହାଘର ।

ତେବେ ଏହି ବାହାଘର ରେ ରାଇମୋହନ୍ ଙ୍କ ବାପା ମାଆ ରାଜି ହୋଇ ଥିଲା ବେଳେ ରଂଜିତା ଙ୍କ ବାପା ରାଜି ହୋଇ ନଥିଲେ । ତେବେ ରଂଜିତା ଙ୍କ ବାପା ଥିଲେ ଇଞ୍ଜିନିୟର୍ ଆଉ ଚାହୁଁଥିଲେ ସେ ଜଣେ ଚକିରିଆ କୁ ବାହାଘର କରାଇବା ପାଇଁ କିନ୍ତୁ ବାପା ଙ୍କ କଥା କୁ ଖାତିରି ନ କରି ରଂଜିତା ବାହା ହୋଇଥିଲେ ରାଇମୋହନ୍ ଙ୍କୁ ।

1992 ମସିହା ରେ ହୋଇଥିଲା ରାଇମୋହନ୍ ଙ୍କ ବାହାଘର । ତେବେ ବାହାଘର ରେ ପରେ ସେ ଗୋଟିଏ ଆଜବେଷ୍ଟ୍ ର ଭଡା ଘରେ ସେ ରହିଲେ । ତେବେ ଆଧାତ୍ମିକ ବେଶ ରେ ରହୁଥିବା ରାଇମୋହନ୍ ଙ୍କ ମୃ-ତ ଦେହ ମିଳିଥିଲା ଶୁକ୍ରବାର ଦିନ ଆଉ ଏବେ ତାଙ୍କ ର ମୃତ୍ଯୁ ଆତ୍ମହତ୍ୟା ପାଇଁ ଚର୍ଚ୍ଚା ହୋଇଥିଲା ବେଳେ ତାର କାରଣ ଧରା ପଡି ନଥିଲା ବେଳେ ତାଙ୍କ ପରିବାର ଲୋକ ଙ୍କୁ ପଚରା ଓଚରା କରୁଛନ୍ତି ପୋଲିସ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.