ରଜ ସୁନ୍ଦରୀ ର ଫାଇନାଲିଷ୍ଟ ମୋନାଲିସା ଙ୍କ ପରିବାର ପ୍ରଥମ ଥର ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ସିଦ୍ଧାର୍ଥ୍ ଟିଭି ରେ ଏକ ରିଆଲିଟ୍ ସୋ ପ୍ରସାରିତ୍ ହେଉଥିଲା ଯେଉଁ ସୋ ର ନାମ ହେଉଛି ରଜ ସୁନ୍ଦରୀ । ଏହି ସୋ ରେ ବହୁତ ଝିଅ ମାନେ ଯୋଗ ଦେଇଥିଲେ ଆଉ ତାଙ୍କ ର ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା କୁ ଆଣିବା ସିଦ୍ଧାର୍ଥ୍ ଟିଭି ର ଏକ ଅଭିପ୍ରାୟ ଥିଲା । ଏହି ସୋ ରେ ସମସ୍ତ ଙ୍କ ଭିତ ରେ ଥିବା ପ୍ରତିଭା କୁ ସମସ୍ତ ନଲ ସାମ୍ନା କୁ ଆଣିବା ସମସ୍ତ ଙ୍କ ର ପ୍ରୟାସ ଥିଲା ।

 

ଏହି ପ୍ରତିଯୋଗିତା ରେ ଭାଗ ନେଇ ନିଜ ନିଜ ର ଲକ୍ଷ୍ୟ ହାସଲ କରିବା ଏକ ଲକ୍ଷ୍ୟ ଅଟେ । ଏହି ସୋ କୁ ଦେଖିବା ପାଇଁ ମଧ୍ୟ ସବୁ ଦର୍ଶକ ମାନେ ଉତ୍ସାହ ରେ ଥାଆନ୍ତି । ଏହି ସୋ ହିଁ ସବୁ ଝିଅ ଙ୍କୁ ନିଜ ର ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା କୁ ଆଣି ତାଙ୍କୁ ସମ୍ମାନିତ କରାଇ ଥାଏ । ସରିଯାଇଛି ସିଦ୍ଧାର୍ଥ୍ ଟିଭି ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟ୍ ସୋ ରଜ ସୁନ୍ଦରୀ ଯାହାର ୱିନର ହେଇଛନ୍ତି ଆନନ୍ଦ ପୁର ର ସ୍ମୁତି ରେଖା ରଣା ଏବଂ ମନ ଲାଖି ଯାଇଛି ଦର୍ଶକ ମାନଙ୍କ ର ମୋନାଲିସା ଙ୍କ ପାଖ ରେ ।

ତେବେ ମୋନାଲିସା 2021 ରେ ରଜ ସୁନ୍ଦରୀ ରେ ଯୋଗ ଦେଇଥିଲେ ଆଉ ସେ ଫାଇନାଲ୍ ରେ ବିଜେତା ହୋଇ ପରି ନଥିଲେ । 2022 ରେ ମଧ୍ୟ ରାଜ ସୁନ୍ଦରୀ ରେ ସେ ଫାଇନାଲ୍ କୁ ଆସିଥିଲେ ମଧ୍ୟ ସେ ଟାଇଟେଲ୍ କୁ ଜିତି ପାରି ନଥିଲେ । ଆଉ ମୋନାଲିସା ଙ୍କ ପାଖ ରେ ସବୁ ଦର୍ଶକ ମାନଙ୍କ ମନ ରହି ଯାଇଛି । ମୋନାଲିସା ଯେତିକି ଦେଖିବାକୁ ସୁନ୍ଦର ଥିଲେ ତା ଠାରୁ ଅଧିକ ସେ ତାଙ୍କର ଅଭିନୟ କୁ ବହୁତ ସୁନ୍ଦର ଭାବରେ କରିଥିଲେ ।

ସବୁ ଦର୍ଶକ ମାନେ ଭାବୁଥିଲେ କି ମୋନାଲିସା ହିଁ ତାଙ୍କ ର ରଜ ସୁନ୍ଦରୀ ହୁଅନ୍ତୁ । ବଦଳି ଗଲା ଆଉ ଜର୍ଜ ମାନଙ୍କ ର ଜର୍ଜ ଅନୁସାରେ ମୋନାଲିସା ଙ୍କୁ ନୁହଁ ସେମାନେ ସ୍ମୁତି ରେଖା ଙ୍କୁ ବଛା ଗଲା ଫାଇନାଲିଷ୍ଟ ଭାବରେ ଏବଂ ସ୍ମୁତି ରେଖା ରଣା ଆନନ୍ଦ ପୁର ର ୱିନର ଭାବରେ ଘୋଷଣା ହେଲେ । ତେବେ ମୋନାଲିସା ଙ୍କୁ ୱିନର ଭାବରେ ଘୋଷଣା କରିବାକୁ ଦର୍ଶକ ମାନଙ୍କ ବହୁତ ଡିମାଣ୍ଡ ରେ ଥିଲା ।

ତେବେ ଯେଉଁ ସମୟ ରେ ରଜ ସୁନ୍ଦର ଭାବରେ ଘୋଷଣା କରା ଯାଇଥିଲା ସ୍ମୁତି ରେଖା ଙ୍କୁ ସେତେବେଳେ ସମସ୍ତେ ମୋନାଲିସା ଙ୍କୁ ହିଁ ରାଜ ସୁନ୍ଦରୀ ର ବିଜେତା ଭାବରେ ଘୋଷଣା କରିବା ପାଇଁ ଡିମାଣ୍ଡ କରିଥିଲେ ଦର୍ଶକ ମାନେ । କହିଥିଲେ କି ମୋନାଲିସା ହିଁ ୱିନର ହେବା ଦରକାର କାରଣ ମୋନାଲିସା ହିଁ ବହୁତ ଭଲ ଅଭିନୟ କରୁଛନ୍ତି ଆଉ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର । କିନ୍ତୁ ମୋନାଲିସା ଶେଷ ରେ ୱିନର ହେଲେ ନାହିଁ । ମୋନାଲିସା ଙ୍କ ବଦଳ ରେ ସ୍ମୁତି ରେଖା ଙ୍କୁ ହିଁ ୱିନର କରାଗଲା ।

Leave a Reply

Your email address will not be published.