ରଜ ପାଇଁ ଝିଅ ଭିୟୋନାକୁ ସଜ କରୁଛନ୍ତି ଆନିଶା (Aanisha) ଓ ସୁଭାଶିଷ (Subhashis) – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଅଭିନେତ୍ରୀ ଆନିସା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା ଅଭିନେତ୍ରୀ ହେବା ସହ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ସେ ତାଙ୍କ କ୍ୟାରିୟର୍ ଓଡ଼ିଆ ଆଲବମ୍ ରୁ ଆରମ୍ଭ କରିଥିଲେ ପରେ ସେ ଓଡ଼ିଆ ଧାରାବାହିକ ରେ ଅଭିନୟ କରିବା ଆରମ୍ଭ କରିଥିଲେ ତାଙ୍କ ଅଭିନୟ ସବୁ ଦର୍ଶକ ମାନେ ତାଙ୍କ ଆଲବମ୍ ରୁ ପସନ୍ଦ କରିଥିଲେ ।

ସେ ତାଙ୍କ ସୁନ୍ଦର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହୁଥିଲେ । ପରେ ସେ ଓଡ଼ିଆ ସିନେମା ରେ ମଧ୍ୟ ଅଭିନୟ କରିବା ଆରମ୍ଭ କରିଥିଲେ । ତେବେ ସେ ଧାରବାହିକ ରେ ଅଧିକ ଅଭିନୟ କରିଛନ୍ତି । ସେ ଆଉ ତାଙ୍କ ସ୍ବାମି ସୁବାସିସ୍ ଏକାଠି ଏକ ସିରିଏଲ ରେ ଅଭିନୟ କରି ଥିଲେ ।

ସେହି ସିରିଏଲ୍ ଅଭିନୟ କରିବା ସମୟ ରୁ ହିଁ ଦର୍ଶକ ମାନେ ଏହି ଦୁଇ ଜଣକ ଯୋଡି କୁ ବହୁତ ଭଲ ପାଇବା ଦେଇଥିଲେ ପରେ ଦୁହିଁ ଙ୍କ ଭୀତ ରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ଆଉ ପରସ୍ପର ଙ୍କୁ ଭଲ ରେ ଜାଣିବା ପରେ ଦୁହେଁ ଦୁହିଁ ଙ୍କ ସହ ବିବାହ ବନ୍ଧନ ରେ ବାହା ହୋଇଥିଲେ । ତେବେ ଆନିସା ଙ୍କ ସ୍ବାମି ମଧ୍ୟ ବହୁତ ଓଡ଼ିଆ ସିନେମା ରେ ଅଭିନୟ୍ କରିଥାନ୍ତି ଆଉ ଓଡ଼ିଆ ଆଲବମ୍ ମଧ୍ୟ କରିଥାନ୍ତି । ତେବେ ତାଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଷ୍ଟୈଲିସ୍ ବଏ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ । ସେ ତାଙ୍କ ଲୁକ ପାଇଁ ବହୁ ଚର୍ଚ୍ଚିତ୍ ଥାଅନ୍ତି ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ।

ତେବେ ଆପଣ ମାନେ ଜାଣିଥିବେ କି ଆନିସା ଏବେ ମାଆ ହୋଇ ସାରିଛନ୍ତି । ତେବେ ସେ ତାଙ୍କ କୁନି ପିଲା ସହ ବହୁତ ସମୟ ସ୍ପେଣ୍ଡ କରୁଛନ୍ତି ଆଉ ବହୁତ ରିଲ୍ସ୍ କରିବାର ମଧ୍ୟ ନଜର ରେ ଆସିଛନ୍ତି । ତେବେ ଏବେ ତାଙ୍କ ପରିବାର ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହା କି ଏହି ଥରେ ସେ ବହୁତ ଖୁସି ଥିବାର ଜଣା ପଡୁଛି ।

ତେବେ ବର୍ତ୍ତମାନ ସମୟରେ ଆନିସା ଓ ତାଙ୍କ କୁନି ଝିଅ ର ଭିଡିଓ ଟି ଭାଇରାଲ ହେବାକୁ ଲାଗୁଚି ।ଆପଣ ମାନେ ଜାଣିଥିବେ କି ଆଗକୁ ରଜ ଆସୁଛି ଆଉ ସେଇଠି ପାଇଁ ଆନିସା ତାଙ୍କ କୁନି ଝିଅ କୁ ସଜାଉଛନ୍ତି । ପାଦ ରେ ଅଳତା ଆଉ ପାଉଁଜି ଆଉ ମଥା ରେ ବିନ୍ଦି ଆଓ ନୂଆ ଡ୍ରେସ ପିନ୍ଧାଇ ସଜାଉ ଥିବାର ନଜର ରେ ଆସୁଛନ୍ତି । ତେବେ ଆମେ ମାନେ ମଧ୍ୟ ଆସା କରୁଛୁ କି ଏହି ଥର ରଜ ରେ ସମସ୍ତେ ବହୁତ ଏଞ୍ଜୟ କରିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.