ରଜରେ ଗାଁ କୁ ଯାଇ କେତେ ମଜା କରିଲେ ହିରୋଇନ ଶିବାନୀ (Sivani) – ଦେଖନ୍ତୁ Video

ମନୋରଞ୍ଜନ

ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଆପଣ ମାନେ ଜାଣିଥିବେ । ତେବେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ପର୍ଶିନାଲ ଲାଇଫ ଓ ନିଜର ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ସିନେ ଜଗତରେ ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଚୁଲବୁଲି ନାୟିକା ଶିବାନୀ ଙ୍କୁ ଆପଣ ମାନେ ବହୁତ ଏକ ଜଣା ଶୁଣା ଅଭିନେତ୍ରୀ ହେବା ସହ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

ତେବେ ହିରୋଇନ ଶିବାନୀ ଏବେ ସବୁ ଦର୍ଶକ ମାନଙ୍କ ଘରେ ଘରେ ପରିଚିତ ଅଛନ୍ତି ପ୍ରିୟ ଅଭିନେତ୍ରୀ ଭାବରେ । ପ୍ରାୟ ପ୍ରତିଟି ଚଳଚିତ୍ର ରେ ନିଜର ଭୂମିକା କୁ ବହୁତ ସୁନ୍ଦର ଭାବରେ ସେ କରିଥାନ୍ତି । ତେବେ ଇବି ଲୋକପ୍ରିୟ ଅଭିନେତ୍ରୀ ବହୁତ ଫେମୋସ୍ କହିଲେ ଚଳେ ।
ତେବେ ଏହି ଅଭିନେତ୍ରୀ ଜଣକ ବହୁତ ଛୋଟ ବେଳୁ ଅଭିନୟ ଜଗତ ରେ ପାଦ ଦେଇଥିଲେ ।

ଯାହା କି ତାଙ୍କ ର ଅଭିନୟ ପାଇଁ ତାଙ୍କୁ ବହୁତ ଛୋଟ ବେଳୁ ସମସ୍ତ ଙ୍କୁ ବହୁତ ପସନ୍ଦ ଆସିଥିଲେ । ତେବେ ଶିବାନୀ ଛୋଟ ବେଳୁ ନିଜର ଅଭିନୟ ର ଦକ୍ଷତା ରଖିଥିଲେ । ତେଣୁ ସେ ଚା ଚାଇଲ୍ଡି ଆକ୍ଟର୍ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି ଏବଂ ଲୋକ ମାନଙ୍କ ହୃଦୟ ରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଥିଲେ । ତେବେ ଶିବାନୀ ବହୁତ ସିନେମା ରେ ଅଭିନୟ କରି ସାରିଛନ୍ତି ।

ତେବେ ପ୍ରଥମେ ସେ ସିରିଏଲ ରେ ଅଭିନୟ କରିଥିବାର ନଜର ରେ ଆସିଥିଲେ । ତେବେ ସେ ସିରିଏଲ ଜଗତ ରେ ବହୁତ ସୁନ୍ଦର ଅଭିନୟ କରି ସବୁ ଦର୍ଶକ ମାନଙ୍କ ନଜର ରେ ଆସିଥିଲେ ଆଉ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇ ଥିଲେ । ତେବେ ସେଇଥିପାଇଁ ସେ ଆଗକୁ ଯିବା ପାଇଁ ଏକ ଭଲ ରାସ୍ତା ପାଇ ଯାଇଥିଲେ ।

ଆଉ ସେ ଆଗକୁ ଯାଇ ଭଲ ଅଭିନୟ କରି ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମୁଖ୍ୟ ଅଭିନେତ୍ରୀ ଭୂମିକା ରେ ଅଭିନୟ କରିବାକୁ ଲାଗିଲେ । ଆଉ ତାଙ୍କ ଅଭିନୟ ଦେଖିବାକୁ ସମସ୍ତେ ବହୁତ ଭଲ ମଧ୍ୟ ପାଉଛନ୍ତି ।  ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଶିବାନୀ ଙ୍କର ଆଉ ଏକ ଭିଡିଓ ଖୁବ ଭାଇରାଲ ହେବାକୁ ଲାଗୁଚି ଯାହା ଚର୍ଚ୍ଚା ରେ ବିଷୟ ପାଲଟି ଯାଇଛି ।

ତେବେ ଅଭିନେତ୍ରୀ ଶିବାନୀ ଏବେ ରଜ ପାଇଁ ନିଜ କୁ ବହୁତ ସୁନ୍ଦର ଭାବରେ ସଜେଇ ହେଇ ଦୋଳି ଖେଳିବା ରେ ବ୍ୟସ୍ତ ଅଛନ୍ତି । ତେବେ ସେ ତାଙ୍କ ପରିବାର ସହ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି । ଆଉ ସେ ବହୁତ ସୁନ୍ଦର ଭାବ ରେ ସଜେଇ ହେଇଛନ୍ତି । ଆଉ ବହୁତ ସୁନ୍ଦର ମଧ୍ୟ ଲାଗୁଛନ୍ତୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.