ଯେଉଁ ସ୍ତ୍ରୀ ତକିଆ ତଳେ ଏହି ୧ ଜିନିଷ ରଖିକି ଶୋଇଥାଏ ତା ଘର ପୁରା ଟଙ୍କା ପଇସା ରେ ଭର୍ତ୍ତି ହୋଇ ରହିଥାଏ – ଦେଖନ୍ତୁ

ଜୀବନଚର୍ଯ୍ୟା

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ କିଛି ନୂଆ ତଥ୍ୟ ବିଷୟ ରେ ଜଣାଇବୁ ଯାହାକୁ ଅପଣାଇଲେ ଆପଣ ଙ୍କ ସୁବିଧା ହେବ । ଆଜି ଆମେ ସେହିଭଳି କିଛି ଗୁରୁତ୍ଵ ପୂର୍ଣ୍ଣ କଥା କହିବୁ କିଛି ନୂଆ କଥା ଜଣାଇବୁ । ଆପଣ ମାନେ ରାତି ରେ ଶୟନ କଲା ସମୟ ରେ ନିଶ୍ଚିନ୍ତ ଭାବ ରେ ତକିଆ ଦେଇ ଶୋଉ ଥିବେ , ତକିଆ ତଳେ ବାସ ଏହି ଗୋଟିଏ ଜିନିସ ଥୋଇ ଦିଅନ୍ତୁ ଆପଣ ଙ୍କ ଭାଗ୍ୟ ବଦଳିଯିବ ।

ତକିଆ କୁ ଆପଣ ମାନେ ମାମୁଲି ଜିନିସ ଭାବୁଥିଲେ ମଧ୍ୟ ଭାଗ୍ୟ ବଦଳିଯିବ । ତକିଆ ତଲେ କଣ ରଖିଲେ ଭାଗ୍ୟ ବଦଳିଯିବ ତାହା ଆଜି ଆମେ ଜାଣିବା , ଆପଣ ମାନେ ଶୟନ କଲା ବେଳେ ତକିଆ ତଳେ ଏକ ମୟୂର ପୁଚ୍ଛ ରଖନ୍ତୁ ଯାହାକି ସକାରାତ୍ମକ ହେବା ସହ ମଣିଷ ଭାଗ୍ୟ ବଦଳାଇ ଦେଇଥାଏ । ବଡ ଦୁର୍ଘଟଣା ରୁ ବଞ୍ଚାଇ ଥାଏ ।

ସକାଳୁ ଉଠିବା ମାତ୍ର କେ ଏହି ମୟୂର ପୁଚ୍ଛ ର ଦର୍ଶନ କରନ୍ତୁ ସବୁ ଶୁଭ ହେବ । ତକିଆ ତଳେ ଆପଣ ତୁଳସୀ ପତ୍ର ରଖି ଦିଅନ୍ତୁ ଓ ସକାଳୁ ଉଠିବା ପରେ ତୁଳସୀ ପତ୍ର ଖାଇ ଦିଅନ୍ତୁ ଗାଧେଇ ବା ପରେ ଯାହା ଦ୍ଵାରା ନକାରାତ୍ମକ ଦୂର ହେବା ସହ ସକାରାତ୍ମକ ହୋଇଥାଏ ଓ ସବୁ ଶୁଭ ହୋଇଥାଏ। ସକାଳ ତୁଳସୀ ପତ୍ର ତୋଳିବେ ସନ୍ଧ୍ୟା ଏବଂ ରାତ୍ର ସମୟ ରେ ଆଦୌମ ନୁହେଁ ଶୋଇବା ସମୟ ରେ ତକିଆ ତଳେ ରୁପା ର ଏକ ଟଙ୍କା ଥୋଇ ଦିଅନ୍ତୁ ।

ଏହି ଟଙ୍କା ଟି କୁ ସେ ସକାଳୁ କୌଣସି ଗରିବ ଲୋକ ମାନ ଙ୍କୁ ଦାନ ଦେଇ ଦିଅନ୍ତୁ । ଏହା କରିବା ଦ୍ଵାରା ଟେନସନ୍ ଦୂର ହୋଇଥାଏ ମଣିଷ ଚାପ ରୁ ମୁକ୍ତି ମିଳିଥାଏ । ଲଗାତାର ଗୋଟିଏ ମାସ କରନ୍ତୁ ସବୁ ଦୋଷ ଦୂର ହୋଇଯିବ ଓ ସବୁ ଭଲ ହେବ ।ଆପଣ ଙ୍କ କୁଣ୍ଡଲୀ ରେ ଯଦି ଚନ୍ଦ୍ରମା ର ସ୍ଥିତି ଠିକ୍ ନ ଥାଏ ତେବେ ଆପଣ ଚାନ୍ଦି ପଇସା ରଖନ୍ତୁ ।

ଆପଣ ଙ୍କ ଜୀବନ ରେ ଯଦି ମଙ୍ଗଳ ଓ ବୁଧ ଦୋଷ ରହିଛି ତାହେଲେ ଏହା ଆପଣ ଙ୍କୁ ହଇରାଣ କରିବ , ସେଥିପାଇଁ ସୁନା ଓ ଚନ୍ଦି ମିଶା ମିଶ୍ରିତ କୁ ତକିଆ ତଳେ ରଖି ନିଅନ୍ତୁ । ତକିଆ ତଳେ ରଖନ୍ତୁ ଧାର୍ମିକ ବସ୍ତୁ ଯାହା ଦ୍ଵାରା ଆପଣ ଙ୍କ ସବୁ ଭଲ ହୋଇଥାଏ । ଆପଣ ଙ୍କ ପ୍ରିୟ ଠାକୁର ଙ୍କ କୌଣସି ବି ଜିନିସ କୁ ନେଇ ତକିଆ ତଳେ ରଖନ୍ତୁ ।

ଯଦି ଆପଣ ମାନେ ରାତି ରେ ଶୋଇବା ସମୟ ରେ ରାତି ରେ ଖରାପ ସ୍ବପ୍ନ ଦେଖି କାନ୍ଦି ଥାଆନ୍ତି , ତାହେଲେ ଆପଣ ମାନେ ଶୋଇବା ପୂର୍ବ ଭଲ ଗୋଡ ହାତ ଧୋଇ ହୋଇ ନିଜ ଠାକୁର୍ ଙ୍କୁ ଡାକି ସୁଅନ୍ତୁ । ସକାଳୁ ଉଠିବା ପରେ ପୁଣି ସ୍ମରଣ କରନ୍ତୁ ସବୁ କିଛି ଦୂର ହୋଇଯିବ ।।

Leave a Reply

Your email address will not be published.