ଯେଉଁ ସ୍ତ୍ରୀ ତକିଆ ତଳେ ଏହି ୧ ଜିନିଷ ରଖିକି ଶୋଇଥାଏ ତା ଘର ପୁରା ଟଙ୍କା ପଇସା ରେ ଭର୍ତ୍ତି ହୋଇ ରହିଥାଏ ! …. ଜାଣନ୍ତୁ

ବିଶେଷ

ମଣିଷ ଜୀବନରେ ଖାଇବା ପିଇବା ଭଳି ଶୋଇବା ମଧ୍ୟ ନିତ୍ୟାନ୍ତ ଜରୁରୀ ହୋଇଥାଏ।ଭଲ ନିଦ ହେବ ଦ୍ୱାରା ଦେହ ଓ ମନ ସୁସ୍ଥ ରହିଥାଏ।ଭଲ ନିଦ ହେବା ପାଇଁ ଆମେ ଗଦି ଓ ତକିଆ ର ବ୍ୟବହାର କରିଥାଉ।କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ଏମିତି କିଛି ଜିନିଷ ଅଛି ଯାହା ତକିଆ ତଳେ ରଖିବା ଦ୍ୱାରା ଆପଣ ମାନେ ଧନବାନ ହୋଇପାରିବେ।ଆପଣ ଙ୍କ ର ଜୀବନ ସୁଖ ଶାନ୍ତି ରେ ଭରିଯିବ।ଗରିବତା ଆପଣ ମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ।

ଯେଉଁ ସବୁ ଜିନିଷ କୁ ଶୋଇବା ପୁର୍ବରୁ ତକିଆ ତଳେ ରଖିବା ଦ୍ୱାରା ଆପଣ ମାନଙ୍କ ଜୀବନ ରେ ସୁଖ ଶାନ୍ତି ଭରିଯିବ ।ଧନର ଆଗମନ ହେବ।ଆପଣ ଙ୍କ ଜୀବନରେ ସଫଳତା ଆସିବ।ଏବଂ ଜୀବନ ରେ ଆସୁଥିବା ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ।


ପ୍ରଥମ ରେ ହେଉଛି ମୟୂର ପଂଖ।ଧର୍ମ ଶାସ୍ତ୍ର ରେ ମୟୂର ପଂଖ କୁ ଶୁଭ ବୋଲି ମାନାଯାଇଛି।ଭଗଵାନ ଶ୍ରୀକୃଷ୍ଣ ଏହି ମୟୂର ପଂଖ କୁ ପ୍ରତିଦିନ ନିଜ ମସ୍ତକରେ ଖୋଶୁଥିଲେ।ଭଗବାନ୍ ଶ୍ରକୃଷ୍ଣ ଙ୍କ ର ଅତି ପ୍ରିୟ ଜିନିଷ ହେଉଛି ମୟୂର ପଂଖ।ଶୋଇବା ପୁର୍ବରୁ ଆପଣ ମାନେ ନିଜ ତକିଆ ତଳେ ଗୋଟିଏ ମୟୂର ପଂଖ ରଖି ଶୋଇ ପଡନ୍ତୁ।

ଏହା ଦ୍ବାରା ଦେଖିବେ ଆପଣ ଙ୍କ ଜୀବନରେ ସକାରାତ୍ମକ ଶକ୍ତି ର ପ୍ରଭାବ ପଡ଼ିବ।ଆପଣଙ୍କ ଜୀବନରେ ଧନର ଆଗମନ ହେବ। ଏବଂ ଆପଣ ମାନେ ନିଶ୍ଚିତ ଭାବରେ ସଫଳତା ପାଇ ପାରିବେ। ଏବଂ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ।


ଦ୍ଵିତୀୟ ରେ ହେଉଛି ତୁଳସୀ ପତ୍ର।ଆପଣ ମାନେ ତୁଳସୀ ପତ୍ର ର ଚମତ୍କାରିତା ବିଷୟରେ ନିଶ୍ଚୟ ଜାଣିଥିବେ।ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଙ୍କୁ ଦେବୀ ରୂପରେ ଘର ଅଗଣାରେ ରଖି ପୂଜା କରନ୍ତି।ଏହା ଦ୍ବାରା କୌଣସି ବିପଦ ଘର ମଧ୍ୟକୁ ପ୍ରବେଶ କରିପାରେ ନାହିଁ।ଆପଣ ମାନେ ଶୋଇବା ପୂର୍ବରୁ ତକିଆ ତଳେ ଗୋଟିଏ ତୁଳସୀ ପତ୍ର ରଖି ସୋଇ ପଡ଼ନ୍ତୁ।ଧ୍ୟାନ ରଖିବେ ତୁଳସୀ ପତ୍ର ସନ୍ଧ୍ୟା କିମ୍ବା ରାତିରେ ଛିଣ୍ଡାଇବେ ନାହିଁ।ସକାଳ ସମୟରେ ହିଁ ତୋଳି ରଖିବେ।

ଦେଖିବେ ଆପଣଙ୍କ ଜୀବନରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇ ସକାରାତ୍ମକ ଶକ୍ତି ର ବୃଦ୍ଧି ହେବ।ଯାହା ଫଳରେ ଆପଣ ମାନେ ଧନବାନ୍ ହେବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିବେ।ଆପଣ ମାନଙ୍କୁ ଜୀବନରେ ସଫଳତା ମିଳିବ।

ତୃତୀୟ ରେ ହେଉଛି ରୂପା ପଇସା ।ଶୋଇବା ପୁର୍ବରୁ ତକିଆ ତଳେ ଏକ ରୂପା ପଇସା ରଖି ଦିଅନ୍ତୁ ।ଦେଖିବେ ଏହା ଦ୍ବାରା ମାଆ ଲକ୍ଷ୍ମୀ ଙ୍କ ର କୃପା ଦୃଷ୍ଟି ଆପଣଙ୍କ ଜୀବନରେ ପଡ଼ିବ ଏବଂ ଧନର ଆଗମନ ହେବ।ଯଦି ଆପଣ ଙ୍କୁ ଭଲ ନିଦ ହେଉନାହିଁ ଅଥବା ଖୁବ୍ ଶୀଘ୍ର ନିଦ ଭାଙ୍ଗି ଯାଉଛି କିମ୍ବା ରାତିରେ କିଛି ଖରାପ ସ୍ବପ୍ନ ହେଉଥାଏ ତେବେ ଆପଣ ଏପରି କରିବେ।

ଶୋଇବା ପୁର୍ବରୁ ଗୋଡ଼ ହାତ ଭଲ କରି ଧୋଇନେବେ ଏବଂ ତକିଆ ତଳେ କିଛି ଧାର୍ମିକ ଜିନିଷ ରଖିବେ ତାପରେ ଭଗବାନ୍ ଙ୍କୁ ସ୍ମରଣ କରି ମୁଣ୍ଡିଆ ମାରି ସୋଇପଡ଼ିବେ । ଏବଂ ଉଠିବା ପରେ ଘର ର ଗୁରୁଜନ ମାନଙ୍କ ର ଆଶୀର୍ବାଦ ନେବେ ଦେଖିବେ ଏ ସବୁ ସମସ୍ୟା ର ସମାଧାନ ଚୁଟକି ରେ ହୋଇଯିବ।ଆପଣ ଙ୍କ ଜୀବନରେ ସୁଖ ଶାନ୍ତି ଭରିଯିବ।।

Leave a Reply

Your email address will not be published.