ଯେଉଁ ଗୀତ ବିବାଦ ହୋଇଥିବା ଆଜି ସେହି ଗୀତର ଶୁଟିଙ୍ଗ ବଡ ଦାଣ୍ଡରେ କରୁଛନ୍ତି ସଙ୍ଗୀତ ନିର୍ଦେଶକ ଜାପାନୀ – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଆଉ ଆମେ ସମସ୍ତେ ଜାଣିଛେ କି ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଜଗତ ର ଜଗନ୍ନାଥ ସେ ହେଉଛନ୍ତି ଆମ ସମସ୍ତ ଙ୍କର ବଡ଼ ଠାକୁର ତାଙ୍କୁ ଆମେ ଜାଗା କାଳିଆ ବୋଲି ଡାକୁ । ସେ ଭାବର ଠାକୁର ସେ ଆମର ସମ୍ନାନ ସେ ଆମ ଭାବ ଦେଖି ଜାଣି ପରେ ଆମ ମନର କଥା ।

ସେ ତାଙ୍କ ଚକା ଆଖିରେ ସମସ୍ତ ଙ୍କୁ ସବୁବେଳେ ବେଳେ ଦେଖି ରହିଥାନ୍ତି ସେଇଠି ପାଇଁ ତାଙ୍କ ଚକା ଆଖି ସବୁବେଳେ ଖୋଲା ଥାଏ । ତେବେ ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଉପରେ ବହୁତ ଭରସା ସମସ୍ତ ଙ୍କ ର ଆଉ ସମସ୍ତ ଙ୍କ ଭରସା କୁ ସେ କାଳିଆ ଠାକୁର ରଖନ୍ତି ସେ ଭାବ ବୁଝି ସେ ଭାବ ରଖି ସେ ଭକ୍ତ ହାତ ରୁ ନଡ଼ିଆ ନିଅନ୍ତି । ତାଙ୍କ ବଡ଼ ଦାଣ୍ଡ ରେ ଥରେ ପାଦ ପଡିଲେ ସାତ ଜନ୍ମ ର ପାପ ଦୂର ହୋଇଥାଏ ।

କାଳିଆ ଠାକୁର ଙ୍କୁ ଟିକେ ଦେଖି ଦେବା ପାଇଁ ଶ୍ରଦ୍ଧାଳୁ ଙ୍କ ବହୁତ ଭିଡ଼ ଏତେ ଭିଡ଼ ଯେ ଦିନ ଯାକ ର ଭିଡ଼ ସରେନି । ସତରେ କାଳିଆ ର ମୁହଁ କୁ ଟିକେ ଦେଖି ଦେଲା ପରେ ସତ ରେ ସବୁ କଷ୍ଟ ସବୁ ଦୁଃଖ ଦୂର ହେଇ ଯାଏ । କାଳିଆ ଠାକୁର ଙ୍କ ମହିମା ଏତେ ବଡ଼ ଯେ ତାକୁ ଯେତେ କହିଲେ ପାଟି ରୁ କଥା ସରେନି ।

ତେବେ ସେ ହେଉଛନ୍ତି ଆମ ସମ୍ନାନ ସ୍ୱର ଆମ ର ସ୍ରେୟ୍ ସ୍ୱର ହେଉଛନ୍ତି ଆମ ପାଇଁ ଜଗତ ର ନାଥ ଶ୍ରୀ ଜଗନ୍ନାଥ । ତେବେ କାଳିଆ ର ବଡ଼ ଦାଣ୍ଡ କୁ ଯାଇ ସମସ୍ତେ ନିଜ ର ସବୁ ପାପ ରୁ ଦୁରେଇବାକୁ ଚାହାଁନ୍ତି ଆଉ ତାର କଳା ମୁହଁ କୁ ଦେଖି ନିଜ ର ସବୁ ଦୁଃଖ କୁ ଦୁରେଇ ଦିଅନ୍ତି । ତାଙ୍କ ହାତ ନାହିଁ ହେଲେ ସମସ୍ତ ଙ୍କ ମଥା ରେ ହାତ ମାରି ଦୁଃଖ କୁ ଦୁରେଇ ଦିଅନ୍ତି ଆଉ ତାଙ୍କ ର ପାଦ ନାହିଁ ହେଲେ ବି ସେ ଦୁଖୀ ପାଖ କୁ ଧାଇଁ ଆସନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଏହି କିଛି ଦିନ ତଳେ ଗୋଟେ ଗୀତ କୁ ନେଇ ବହୁତ ବାଦ ବିବାଦ ଚଲିଥିଲା ଆଉ ଆଜି ସେଇଠି ସୁଟିଂ ଚାଲିଛି । ବହୁତ ବାଦ୍ ବିବାଦ ଚାଲିଥିଲା ଏହି ଗୀତ ପାଇଁ ଯାହା କିଛି ଭଲ ଥିଲା ଆଜି ଏହି ଗୀତ ପୁରୀ ରେ ବାଜୁଛି । ତେବେ ସେହି ଅଭିନେତା ଜଣକୁ ପୁରୀ ରେ ଦେଖିବାକୁ ମିଳିଛି କି ସେଠାରେ ସୁଟିଂ କରୁଛନ୍ତି ଆଉ ଲୋକ ନଜର ରେ ମଧ୍ୟ ଆସିଛନ୍ତି ।

ତେବେ ସେ କହିଛନ୍ତି କି ଯେଉଁ ଭଜନ କଥା କହିଥିଲେ ପୂର୍ବ ରୁ ଆଉ ସେହି ଥି ପାଇଁ ବାଦ ବିବାଦ ହୋଇଥିଲା ଆଜି ସେହି ଭଜନ ର ହେଉଛି ସୁଟିଂ । ସେହି ସୁଟିଂ ଗୀତ ରୁ କିଛି ପାଦ ଗୀତ ଗାଇ ସମସ୍ତ ଙ୍କୁ ଶୁଣାଇ ଥିଲେ ।ଆଉ ସାଢେ 4 କୋଟି ଓଡ଼ିଆ ବାସି ଯେଉଁ କଥା ଜାଣିଥିଲେ ଆଉ ଯେଉଁ ଭଜନ ପାଇଁ ଏତେ ସବୁ ଘଟଣା ଘଟି ଥିଲା ସେହି ଭଜନ ରୁ ପଦେ ଗୀତ ଗାଇ ସମସ୍ତ ଙ୍କୁ ଶୁଣାଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.