ଯାହାକୁ ନିଜ ସାଙ୍ଗ ଭାବୁଥିଲେ ସେ ଧୋକା ଦେଇ ପ୍ରେମିକାକୁ ଛଢାଇନେଲା, ବାପାଙ୍କୁ ଚିଠି ଲେଖି ଯୁବକ କରିଲେ… – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଆସି ଯାଇଛି ଏକ ବଡ ଖବର , ପ୍ରେମ ପାଇଁ ପୁଣି ଜୀ-ବ-ନ ହାରିଲେ ଯୁବକ , ଲେଖି ଦେଇ ଚାଲିଗଲେ ସୁ-ଇ-ସା-ଇଟ ନୋଟ । ତେବେ ଏହି ସୁ-ଇ-ସା-ଇଟ ରେ ଉଲ୍ଲେଖ ହୋଇଛି ଯେ ବାପା ମୋତେ କ୍ଷମା କରିଦିଅ ମୁଁ ସବୁଦିନ ପାଇଁ ଆଖି ବୁଜି ଦେଇଛି ଆଉ ମୁଁ ରହିପାରିବିନି ।

ନିଜ ସାଙ୍ଗ ମୋତେ ଧୋକା ଦେଲା ଓ ଯାହାକୁ ମୋ ଜୀବନ ଠାରୁ ବେସୀ ଭଲ ପାଉଥିଲି ସେ ମୋତେ ଧୋକା ଦେଲା । ତେବେ ଦୁହେଁ ପ୍ରେମ କାଲେ ଓ ମୋତେ ମଜାକ କଲେ । ତେବେ ବନ୍ଧୁଗଣ ଏହି ଭଳି ସୁଇସାଇଟ ନୋଟ ରେ ଲେଖିଛନ୍ତି ଜଣେ ଯୁବକ , ତେବେ ଜୀବନ ହାରି ଥିବା ଯୁବକ ଜଣକ ନିଜ ସାଙ୍ଗ କୁ ବଡ ଭାଇ ବୋଲି ଭାବିଥିଲେ ଓ ସବୁଥିରେ ଅଗ୍ରାଧିକାର ଦେଇଥିଲେ ନିଜର ସୁଖ ର ଦୁଃଖ ସାଥି ଭାବିଥିଲେ ।

ତେବେ ସେହି ସାଙ୍ଗ ହିନ ଦୁଃଖ ଦେଇଦେଲା ,ତେବେ ନିଜ ପ୍ରେମିକା ସେହି ସାଙ୍ଗ ର ହୋଇଗଲା ଓ ଏହି ସବୁ କଥା ଜାଣିବା ପରେ ସେ ଆତ୍ମହତ୍ୟା କରି ଦେଇଥିଲେ । ତେବେ ଯିବା ପୂର୍ବ ରୁ ସୁ-ଇ-ସା-ଇଟ ନୋଟ ଲେଖି ଦେଇଥିଲେ ଓ ଏଥିରେ ଉଲ୍ଲେଖ ହୋଇଛି ସେ ଦୁଇ ଜଣକ ଙ୍କୁ ଉଚିତ ଦଣ୍ଡ ପାଇବା ପାଇଁ , ତେବେ ଏମିତି ଦଣ୍ଡ ଦେବ ଯେ ସେ ଆଉ ଏହି ଭଳି କାରିବନି ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିରଗଡି ଗ୍ରାମ ର 22 ବର୍ଷ ର ଯୁବକ ଦିଗ ବିଜଯ ସ୍ଵାଇଁ । ତେବେ ପ୍ରମିକା ଓ ସାଙ୍ଗ ମିଶି ଦେଇଥିବା ଧୋକା କୁ ସେ ସହ୍ୟ ନ କରି ପାରି ଆ-ତ୍ମ-ହ-ତ୍ୟା କରିଛନ୍ତି ଓ ଏହା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେବେଶ ଚର୍ଚ୍ଚା ରେ ଅଛି , ପ୍ରେମ ପାଇଁ ପ୍ରେମୀ ଯୁଗଲ କିଛି ବି କରି ପାରନ୍ତି , ପ୍ରେମ ନିଜ ବାପା ମା ଙ୍କୁ ମଧ୍ୟ ଭୁଲି ଯାଉଛନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.