ଯାତ୍ରା ଦୁନିଆରେ ସାନ କଳାକାରମାନେ ଅବହେଳିତ ଏମିତି କିଛି ବଡ଼ କଳାକାରମାନଙ୍କ ପାଇଁ…” – ପୀୟୂଷ (Piyush Tripathy) ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଦୈତାରୀ ପଣ୍ଡା ଙ୍କ ନାଁ ରେ ବହୁତ ବଡ଼ ଅଭିଯୋଗ ଆସିଛି ତେବେ ଯାତ୍ରା ଇଣ୍ଡଷ୍ଟ୍ରୀ ର ବହୁତ ଜଣା ଶୁଣା କଳାକାର ବା ବହୁତ ଲୋକପ୍ରିୟ କଳାକାର ଅଟନ୍ତି ଦୈତାରୀ ପଣ୍ଡା । ତେବେ ବର୍ତ୍ତମାନ ସମୟରେ ଦୈତାରୀ ପଣ୍ଡା ଙ୍କ ନାଁ ରେ ଆସିଛି ଅଭିଯୋଗ ଆସିଛି ତେବେ ଏହି ଅଭିନେତା କୁ କିଏ ବା ନଜାଣେ ।

ତେବେ ଦୈତାରୀ ପଣ୍ଡା ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏବଂ ଯାତ୍ରା ଦୁନିଆ ରେ ସେ ଜଣେ ବହୁତ ଜଣାଶୁଣା ଅଭିନେତା ହେବା ସହ ସେ ଲୋକପ୍ରିୟ ମଧ୍ୟ ଅଟନ୍ତି । ତେବେ ଦୈତାରୀ ପଣ୍ଡା ଙ୍କ ନାଁ ରେ ଆସିଲା ଥାନା ରେ ଅଭିଯୋଗ ତେବେ ଅଭିଯୋଗ କରିଛନ୍ତି ରାଜଧାନୀ ର ମିଡ଼ିଆ ହୋସ ର ସିଓ ହର ବାରିକ । ତେବେ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟ କୁ ଧୋକ୍କା ଦେବାର ଅଭିଯୋଗ ଆସିଛି ।

ତେବେ ଏ ନେଇ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲଗିଛି ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ । ତେବେ ପିୟୁଷ ଏ ନେଇ କହିଛନ୍ତି କି ସେମାନେ ପଇସା ଦେଇଛନ୍ତି ତେବେ ସେମାନେ କଥା ହୋଇ ଥିବେ । ତେବେ ବର୍ତ୍ତମାନ ସମୟରେ କହୁଛନ୍ତି କି ସାନ କଳାକାର ମାନଂକୁ ସୁଯୋଗ ଦିଆ ଯାଉ ନାହିଁ । ତେବେ ଏ ବିଷୟ ରେ ଭାବିବା ଦରକାର କି ସାନ କଳାକାର ମାନଂକୁ କେଉଁ ମାନେ ସୁଯୋଗ ଦେଉ ନାହାନ୍ତି । ତେବେ ଯାତ୍ରା ଇଣ୍ଡଷ୍ଟ୍ରୀ ରେ ଯେଉଁ ମାନଙ୍କୁ ସାନ କଳାକାର କୁହନ୍ତି ଆଉ ସେମାନେ ଅବହେଳିତ କାହିଁକି କରାଯାଏ

ସେମନେ ଅବହେଳିତ କାରଣ ଏହି କିଛି ବଡ଼ କଳାକାର ମାନଙ୍କ ପାଇଁ । ଯେଉଁ ମାନେ ନିଜର କଥା ମାଲିକ ମାନଂକୁ ହାତ ରେ ରଖି କାମ କରୁଛନ୍ତି। ନିଜର ପସନ୍ଦିୟ ମାନେ ଆକ୍ଟ୍ରେସ୍ ଆଉ ନିଜ ସମ୍ପର୍କୀୟ ମାନେ ହିରୋଇନ । ତେବେ ସେମାନେ ଯେଉଁ ପାର୍ଟି ରେ ଅଭିନୟ କରନ୍ତି ସେଇ ପାର୍ଟି ରେ ତାଙ୍କ ଚିହ୍ନା ଜଣା ଙ୍କୁ ଆଣି ଅଭିନୟ କରାଇବେ । ଏମିତି କରି ସେମାନେ ନିକ ସଂସ୍ଥା ନିଜେ ତିଆରି କରନ୍ତି ।

ତେବେ ଯେମିତି କି କେଉଁ ବଡ କଳାକାର କୁ ଅଭିନୟ କରିବାକୁ ନିଆଗଲା କିନ୍ତୁ ଛୋଟ କଳା କାର ମାନଂକୁ କେହି ବି ଦେଖୁ ନାହାନ୍ତି ।
ତେବେ ତାଙ୍କ ନିଜ ଚିହ୍ନା ଜଣା କୁ ଆଣି ନିଜେ କଥା ବାର୍ତା କରି ନିଜ ସଂସ୍ଥା ନିଜେ ଆଗକୁ ବଢାଇବା କୁ ଚେଷ୍ଟା କରୁଛନ୍ତି । ତେବେ ବଡ କଳାକାର ମାନେ ନିଜ ଉପରେ ବେସ୍ କରି ଅଭିନୟ କରିବେ । ତେବେ ଏହି ଆର ଭାବରେ ଛୋଟ କଳା କାର ମାନ ଙ୍କୁ କେହି ପଚରୁ ନାହାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.