ଯାତ୍ରା ଜଗତର ଦୁଇ ଚର୍ଚ୍ଚିତା ଚେହେରା ରାନୀ ପଣ୍ଡା (Rani Panda) ଓ ଲତା ମଣ୍ଡଲ (Lata Mandala) ଏକାଠି ହେଲେ ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଅଭିନୟ ଦୁନିଆ ରେ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଧାରାବାହିକ , ଚଳଚ୍ଚିତ୍ର ଓ ନାଟ୍ୟ ପରିବେଷଣ ହେଉଛି । ଆପଣ ମାନେ ତ ଟିଭି ମାଧ୍ୟମ ରେ ଧାରାବାହିକ, ଚଳଚ୍ଚିତ୍ର ଓ ଯାତ୍ରା ମଧ୍ୟ ଦେଖିଥିବେ । ଅଧିକାଂଶ ଲୋକ ମାନେ ଯାତ୍ରା ଦେଖିବା ପାଇଁ ଯାତ୍ରା ପଡ଼ିଥିବା ସ୍ଥାନ କୁ ଯାଇ ଦେଖନ୍ତି ।

ତାହେଲେ ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । କହିବାକୁ ଗଲେ ଚଳଚ୍ଚିତ୍ର ଦୁନିଆ ରୁ କିଛି ଅଭିନେତା ଓ ଅଭିନେତ୍ରୀ ଯାତ୍ରା ଜଗତ ରେ ପାଦ ଦେଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଓ ଲତା ମଣ୍ଡଳ ଏକାଠି ହୋଇଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ନିଜ ଜବରଦସ୍ତ ଅଭିନୟ ଓ ନାଚ ପାଇଁ ସେ ବେଶ୍ ଲୋକ ପ୍ରିୟ ହେବା ସହିତ ଲୋକ ପରିଚିତ ମଧ୍ୟ । ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବ ରେ ମଧ୍ୟ ବେଶ୍ ପରିଚିତ । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନେକ ବିବାଦ ପାଇଁ ଚର୍ଚ୍ଚା ରେ ରହିଥିଲେ ।

କହିବାକୁ ଗଲେ ଏହି ବିବାଦ ଆଜି ତାଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଛି । ସେହିଭଳି ଆପଣ ମାନେ ଯାତ୍ରା ଲୋକ ପ୍ରିୟ ଅଭିନେତ୍ରୀ ଲତା ମଣ୍ଡଳ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ କିନ୍ତୁ କିଛି ଅସୁବିଧା ହେବା ରୁ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ହୋଇ ରହିଥିଲେ ।

ତାହେଲେ ବନ୍ଧୁଗଣ ଲତା ମଣ୍ଡଳ ରାନୀ ପଣ୍ଡା ଙ୍କୁ ଖରାପ୍ ବୋଲି ଭାବୁଥିଲେ କାରଣ ସେ କିଛି ଯାତ୍ରା କଳାକାର ମାନ ଙ୍କୁ ଖରାପ୍ ଅଶ୍ଳୀଳ ଭାଷା କହୁଥିଲେ ବୋଲି । ତାହେଲେ ବର୍ତ୍ତମାନ ସମୟ ରେ ଲତା ମଣ୍ଡଳ ରାନୀ ପଣ୍ଡା ଙ୍କୁ ଠିକ୍ ବୋଲି ଭାବୁଛନ୍ତି ଓ ସେ ଯାହା ବି କହୁଛନ୍ତି ସବୁ ସତ୍ କଥା କହିଛନ୍ତି ବୋଲି ଲତା ମଣ୍ଡଳ ଗଣ ମାଧ୍ୟମ ନିକଟ ରେ କହିଥିଲେ ।

ତାହାଲେ ବର୍ତ୍ତମାନ୍ ସମୟ ରେ ଲତା ମଣ୍ଡଳ ଓ ରାନୀ ପଣ୍ଡା ଏକାଠି ହୋଇ ଯାଇଛନ୍ତି ଓ ଉଭୟ ଙ୍କ ର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ଲତା ମଣ୍ଡଳ ନିଜ ହାତ ରେ ରାନୀ ପଣ୍ଡା ଙ୍କୁ ଖୁଆଇ ଦେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.