ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅଳିଉଡ ଇଣ୍ଡଷ୍ଟ୍ରି ଭଳି ଯଲିଉଡ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଦର୍ଶକ ମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଯେତିକି ଭଲ ପାଇବା ଦେଇଛନ୍ତି ସେତିକି ଭଲ ପାଇବା ଓଡ଼ିଆ ଯାତ୍ରା ଜଗତ କୁ ଭଲ ପାଇବା ଦେଇଛନ୍ତି । ତେବେ ବହୁତ୍ ଦର୍ଶକ ଅଛନ୍ତି ଯେଉଁ ମାନେ ଯାତ୍ରା ପ୍ରେମୀ ଅଟନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ଆମ ଓଡିଆ ଚଳଚ୍ଚିତ୍ରର ର ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଅନେକ କିଛି ଜାଣିବାକୁ ପଇଥିବେ , ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ରେ ଯାତ୍ରା ଜଗତ ର ଜଣେ ଲୋକ।ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ତେବେ ଆସନ୍ତୁ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ରତିକାନ୍ତ ପରିଡା , ତେବେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା । ତେବେ ଆଜି ମେ ତାଙ୍କ ବିଷୟ ରେ ଜାଣିବା । ତେବେ ରତିକାନ୍ତ ଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲା ନୁଆ ଗାଆଁ ରେ । ତେବେ 4 ଭାଇ ଜଣେ ଭଉଣୀ । ତେବେ ସେ ସଭା ସାନ ଅଟନ୍ତି ଓ ସମସ୍ତ ଙ୍କ ବିବାହ ଘର୍ ସରି ଯାଇଛି ।
ସମସ୍ତେ ନିଜ କାର୍ଯ୍ୟ ପାଇଁ ଅଲଗା ଅଲଗା ସ୍ଥାନ ରେ ରହୁଛନ୍ତି , ତେବେ ରତି କାନ୍ତ ଙ୍କ ଏକ ପୁଅ ମଧ୍ୟ ଅଛି । ତେବେ ୨୦୦୨ ରୁ ଯାତ୍ରା ଆରମ୍ଭ କରିଥିଲେ ଓ ବର୍ତ୍ତମାନ୍ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ତେବେ ଯାତ୍ରା କରିବାର ୨୦ ବର୍ଷ ହୋଇ ଯାଇଛି ପ୍ରଥମ ଗଣନାଟ୍ୟ କୋଣାର୍କ ଗଣନାଟ୍ୟ ।
ତେବେ ସେ ୪୦ , ୫୦ ଟା ନାଟକ ରେ ଅଭିନୟ କରି ସାରିଛନ୍ତି କିନ୍ତୁ ଲୋକ ପରିଚିତ ହୋଇଛନ୍ତି କୋଣାର୍କ ଗଣନାଟ୍ୟ ରୁ । ତେବେ ତାଙ୍କୁ ଏତେ ସଫଳତା କୋଣାର୍କ ଗଣନାଟ୍ୟ ଦେଇଛି । ତେବେ ସେତେବେଳେ ବହୁ ନାଟକ ଯେମିତି ଦୁଃଖ ଦେଇଗଲା ଦରଜି ବନ୍ଧୁ, କୌଡି ଖେଳ ଭଳି ଅନେକ କିଛି । ତେବେ ବର୍ତ୍ତମାନ୍ ସମୟ ରେ ଏହି ନାଟକ ରେ ଅଭିନୟ କରିଥିବା କଳାକାର ମାନେ ଏକାଠି ହେବା ଅସମ୍ଭବ ହୋଇ ଗଲାଣି ।
କାରଣ ସମସ୍ତେ କହୁଛନ୍ତି ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରିବେ , ତେବେ ଗୋଟିଏ ପାର୍ଟି କେବେ ହେଲେ ତ ବହୁ ମୁଖ୍ୟ ଅଭିନେତା ଙ୍କୁ ରଖି ପାରିବ ନାହିଁ । ତେବେ ସେତେବେଳେ ଅଭିନୟ କରିବା ର ପାରିଶ୍ରମିକ ମୁଲ୍ୟ ଓ ବର୍ତ୍ତମାନ୍ ର ପାରିଶ୍ରମିକ ମୂଲ୍ୟ ବହୁତ୍ ଫରକ ।
ତେବେ ବନ୍ଧୁଗଣ ଯାତ୍ରା ଜଗତ ର ସୁଖ କହିଲେ ସେ କହିଛନ୍ତି ଯାତ୍ରା ଜଗତ ରେ ସବୁକିଛି ପାଇଛି ଟଙ୍କା ଠାରୁ ସଂସାର ଗଢ଼ିବା ପର୍ଯ୍ୟନ୍ତ । ତେବେ ତାଙ୍କ ଜୀବନ ରେ ବଡ ଦୁଃଖ ଖବର ହେଲା ଯେ ତେବେ ଦିନେ ସୁଟିଂ ପାଇଁ ଆଉ ଏକ ଜାଗା କୁ ଯାଉଥିଲେ ତେବେ ସେଠୀ ସେ ପହଞ୍ଚିବା ପରେ ଦିନ ୧୧ ଟା ସମୟ ରେ ତାଙ୍କ ପାଖ କୁ ଫୋନ ଆସିଲା ତାଙ୍କ ବାପା ମୃତ୍ୟୁ କରିଛନ୍ତି ବୋଲି କିନ୍ତୁ ସେ ଆସି ପାରି ନ ଥିଲେ ।
ତେବେ ଏହି ଭଳି ଅନେକ କଥା କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେ ଯାତ୍ରା କଳାକାର କଣ ପାଇଁ ଯାତ୍ରା ବଦଳାଇ ଥାଆନ୍ତି ଓ ସେ ତାଙ୍କ ଫୋନ ନମ୍ବର ମଧ୍ୟ ଦେଇଛନ୍ତି ତାଙ୍କ ସହ ଯୋଗାଯୋଗ କରିବା ପାଇଁ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।