ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ କହିଲେ ବାବୁ ମୋତେ ଆଣିଲେ ବୋଲି ଦୈତାରୀ ପଳେଇଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ସମସ୍ତେ ଜାଣନ୍ତି କି ବର୍ତ୍ତମାନ ସମୟରେ କିପରି ଭାବରେ ସୋସିଆଲ୍ ମିଡ଼ିଆ ରେ ସବୁ ଭିଡିଓ ଭାଇରାଲ ହେବାକୁ ଲାଗୁଚି । ତେବେ ଯାତ୍ରା ଦୁନିଆ ର ବରିଷ୍ଠ କଳା କାର ଦୈତାରୀ ପଣ୍ଡା ଙ୍କ ନାଁ ରେ ଯେବେଠୁ ଅଭିଯୋଗ ଆସିଲାଣି ସେବେଠୁ ସୋସିଆଲ୍ ମିଡ଼ିଆ ରେ ତାଙ୍କ ଭିଡିଓ ଅଧିକ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ନିଜର ନିଜର ମନ୍ତବ୍ୟ ବି ସମସ୍ତେ ଜଣାଉଛନ୍ତି ଆଉ ସମସ୍ତେ କହୁଛନ୍ତି କି ଦୈତାରୀ ପଣ୍ଡା କ’ଣ କରୁଛନ୍ତି ଆଉ କ’ଣ ନାହିଁ ।


ତେବେ ପୂର୍ବ ବି ଦୈତାରୀ ପଣ୍ଡା କହିଥିଲେ କ୍ ସେ ଟଙ୍କା ନେଇ ନାହାନ୍ତି କି ସେ କୌଣସି ଚୁକ୍ତି ମଧ୍ୟ କରି ନାହାନ୍ତି କିନ୍ତୁ ତାହା ପରବର୍ତ୍ତୀ ସମୟ ରେ ଜଣା ପଡିଲା କି ଦୈତାରୀ ପଣ୍ଡା ଯାହା ବି କିଛୁ କହୁଥିଲେ ତାହା ମିଛ କଥା । ତେବେ ପରେ ସାମ୍ନା କୁ ଆସିଥିଲେ ଏକ ଚୁକ୍ତି ଯେଉଁ ଥିରେ ସବୁ ଲେଖା ହୋଇ ଥିଲେ ସେ କେତେ ଟଙ୍କା ନେଇଛନ୍ତି ଆଉ ସେ କେବେ ଏ ଚୁକ୍ତି କରିଥିଲେ ମଧ୍ୟ ଆଉ ସେହିଥିରେ ତାଙ୍କ ର ସିଗ୍ନେଚର୍ ମଧ୍ୟ ଥିଲା ।

ତାପରେ ମଧ୍ୟ ଦୈତାରୀ ପଣ୍ଡା ନିଜେ କହିଥିଲେ କି ଏ ସବୁ ମିଛ ତାଙ୍କୁ ଫସେଇବା ପାଇଁ ଏ ସବୁ କରା ଯାଉଛି ତେବେ ଏ ନେଇ ପୋଲିସ ତଦନ୍ତ କରା ଯିବା ଆବଶ୍ଯକ । ତେବେ ଏ ବିଷୟ ରେ ଯାତ୍ରା ଦୁନିଆ ର ଅଭିନେତା ଲତା ମଣ୍ଡଳ କିଛି କହିଛନ୍ତି ଆସନ୍ତୁ ଜାଣିବା ସେ ବିଷୟ ରେ ତେବେ ସେ କହିଲେ କି ତାଙ୍କୁ ଏ ଯାତ୍ରା ପାର୍ଟି କୁ ଡକାଇ ବାରୁ ବୋଧେ ଦୈତାରୀ ପଣ୍ଡା ଏ ମଞ୍ଚ ଛାଡି ଚାଲିଗଲେ ।

ତେବେ ଲତା ମଣ୍ଡଳ ପ୍ରଜାପିତା ବ୍ରହ୍ମା କୁମାରି ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ରେ ପଢିଲେ ଆଉ ସେଠାରେ ନିଜ କୁ ଚିହ୍ନିବା ପାଇଁ 7 ଦିନିଆ କ୍ଲାସ ମଧ୍ୟ କରିଥିଲେ ତାପରେ ସେ ଆଉ ରାଗି ନଥିଲେ । ସେ କାହା ଉପରେ ରାଗିବା ଅପେକ୍ଷା ସେ ନିଜ ନିଜକୁ ବଦଳେଇ ଦେଇଛନ୍ତି । ତେବେ ଲତା ଯେତେବେଳେ ହର ବାରିକ ସହ କଥା ହେଲେ ସେହି କାରଣ ରୁ ବଧୋଏ ଛାଡି ଚାଲିଗଲେ ମଞ୍ଚ କୁ । ତେବେ ଦୈତାରୀ ପଣ୍ଡା ଯାହା ବି କିଛି କରୁଛନ୍ତି ତାହା ଲତା କୁ ଲୁଚଉଛନ୍ତି ତେବେ ଏ ନେଇ ଲତା କହିଲେ କି ଯିଏ ଯେମିତି କର୍ମ କରିବ ସେମିତି ଫଳ ପାଇବ ସେ ଥୁରୁ କେହି ବି ତାଙ୍କୁ ବଞ୍ଚେଇ ପାରିବେନି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.