ଯାତ୍ରା ଅଭିନେତ୍ରୀ ଜୁଲି (Juli Panda) କହିଲେ ଅଭିନେତା ସୁରେଶ ପଣ୍ଡା (Suresh Panda) ଙ୍କ ସହ ମୋର ସେଟିଂ ଥିଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ଓ ବର୍ତ୍ତମାନ ଯାତ୍ରା ଜଗତ ର ଲୋକ ପ୍ରିୟତା ମଧ୍ୟ ବେସ ଅଧିକ ଅଛି , ତେବେ ଯାତ୍ରା ଜଗତ ରେ ଅନେକ ଲୋକ ପ୍ରିୟ କଳାକାର ଅଛନ୍ତି ଯେଉଁ ମାନେ କି ନିଜ ଜବରଦସ୍ତ ଅଭିନୟ ଯାତ୍ରା ଜଗତ ରେ ଦେଖାଇ ବେସ ଲୋକ ପରିଚିତ ହୋଇ ପାରିଛନ୍ତି । କହିବାକୁ ଗଲେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଓଡିଶା ର ଘର ଘରେ ପରିଚିତ ।

ତେବେ ବନ୍ଧୁଗଣ ଓଡିଶା ରେ ଯାତ୍ରା ଜଗତ ର ଅନେକ ଲୋକ ପ୍ରିୟତା ଅଛି ବୋଲି ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ଯାତ୍ରା ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଏହି ସମସ୍ତ ଯାତ୍ରା ପାର୍ଟି ରେ ଥିବା କଳାକାର ମାନେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ରେ ବେସ ପାରଙ୍ଗମ ଅଟନ୍ତି ।


ତେବେ ବନ୍ଧୁଗଣ ଏହି ସମସ୍ତ ପାର୍ଟି ଲୋକ ଙ୍କ ପାଖ କୁ ଯାଇଥାର ସେମାନ ଙ୍କ ପାଖ କୁ ଯାଇଥାଏ ଓ ଦର୍ଶକ ମାନେ ମଧ୍ୟ ଯାତ୍ରା ଦେଖିବାକୁ ଆସି ଥାନ୍ତି ଓ ବହୁ ମନୋରଞ୍ଜନ କରି ଚାଲି ଯାଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଜୁଲି ପଣ୍ଡା ଙ୍କୁ ବେସ ଭଲ ଭଲ ଭାବ ରେ ଜାଣିଥିବେ , ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ , ତେବେ ବନ୍ଧୁଗଣ ଓଡିଆ ଯାତ୍ରା ଜଗତ ର ସୁପର ହିଟ ଯୋଡି ଥିଲେ କୁଲି ପଣ୍ଡା ଏବଂ ଯାତ୍ରା ଜଗତ ନମ୍ବର ୱାନ ହିରୋ ସୁରେଶ ପଣ୍ଡା ।

ତେବେ ଉଭୟ ଏକାଠି ହୋଇ ଅନେକ ନାଟକ ରେ ନଜର ଆସିଛନ୍ତି ଓ ବର୍ତ୍ତମାନ ସମୟ ରେ ଜୁଲି ପଣ୍ଡା କିଛି ନୂଆ ଅଭିନେତା ଙ୍କ ସହ ଅଭିନୟ କରୁ ଥିବା ର ଦେଖିବାକୁ ମିଳିଛି । ତେବ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବୁ କିଛି ହେଉଛି ପଇସା ଓ ପଇସା ଯେଉଁ ଆଡେ ସମସ୍ତ କଳାକାର ସେଇ ଆଡେ , ତେବେ ଅଭିନେତ୍ରୀ ତୁଲସୀ ବର୍ତ୍ତମାନ ସମୟ ରେ ତୁଲସୀ ଗଣ ନାଟ୍ଯ ରେ ଅଭିନୟ ଜାରି ରଖିଛନ୍ତି , ତେବେ ରିଅଲ ଲାଇଫ ରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ସ୍ଵାମୀ ବାହାରେ ଜବ କରିଛନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.