ଯାତ୍ରାର ଗୁମର ଖୋଲିଲେ କୋଣାର୍କ ଗଣନାଟ୍ୟର ମିସ ସ୍ଵାତୀ (Swati) କହିଲେ ମୁଁ ବହୁତ କାନ୍ଦିଛି ତାପରେ… ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅଳିଉଡ ଇଣ୍ଡଷ୍ଟ୍ରି ଭଳି ଯଲିଉଡ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଦର୍ଶକ ମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଯେତିକି ଭଲ ପାଇବା ଦେଇଛନ୍ତି ସେତିକି ଭଲ ପାଇବା ଓଡ଼ିଆ ଯାତ୍ରା ଜଗତ କୁ ଭଲ ପାଇବା ଦେଇଛନ୍ତି । ତେବେ ବହୁତ୍ ଦର୍ଶକ ଅଛନ୍ତି ଯେଉଁ ମାନେ ଯାତ୍ରା ପ୍ରେମୀ ଅଟନ୍ତି ।


ତେବେ ବନ୍ଧୁଗଣ ଯାତ୍ରା ଜଗତ ରେ ମଧ୍ୟ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଭିନ୍ନ ଭିନ୍ନ ଚରିତ୍ର ରେ ଅଭିନୟ କରି ବେସ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ।ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି ।ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମରେ ସେହିଭଳି ଜଣେ ସଫଳତା ପାଇଥିବା ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା।

ତେବେ ସେ ହେଉଛନ୍ତି କୋଣାର୍କ ଗଣନାଟ୍ୟ ର ମିସ ସ୍ଵାତୀ ,ତେବେ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ମାଉସୀ ଙ୍କ ଜଣେ ସମ୍ପର୍କୀୟ ମାଧ୍ୟମ ରେ ଯାତ୍ରା ଦୁନିଆ ରେ ଅଭିନୟ କରିଥିଲେ । ତେବେ ପ୍ରଥମେ ସେ ଅନେକ କାନ୍ଦି ଥିଲେ , ତେବେ ଏହି ଅଭିନେତ୍ରୀ ଙ୍କ ଅଭିନୟ ଜିବନ ବହୁତ୍ ସଂଘର୍ଷମୟ ଥିଲା ।

ତେବେ ଅଭିନୟ ଦୁନିଆ ରେ ପାଦ ଦେଇ ନିଜେ ବେଶ୍ ଲୋକ ପରିଚିତ ହେବା ସହିତ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି । ତେବେ ତାଙ୍କର ପରିବାର ଲୋକ ଅନେକ ସମର୍ଥନ କରିଥିଲେ ଓ ତାଙ୍କର ପରିବାର ଲୋକ ତାଙ୍କୁ ଏଥିରେ ଯିବା ସମୟ ରେ ସତର୍କ ରହିବା ପାଇଁ କହି ଥାଆନ୍ତି । ହଁ ବନ୍ଧୁ ଏହି ଅଭିନେତ୍ରୀ ଙ୍କ ପରିବାର ଲୋକ ତାଙ୍କୁ କହି ଥାଆନ୍ତି ଯେ ଯାତ୍ରା ଦୁନିଆ ରେ ସତର୍କ ହୋଇ ରହିବାକୁ ପଡୁଥାଏ ।

ତେବେ ପ୍ରଥମେ ସେ ଗାୟିକା ଭାଵ ରେ ଯାତ୍ରା ଜଗତ ରେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ପରବର୍ତ୍ତି ସମୟରେ ସେ ଉପସ୍ଥାପିକା ଭାବ ରେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ନିଜର ଜୀବନ ରେ ଧୀରେ ଧୀରେ ଅନେକ ସଫଳତା ପାଇଥିଲେ । ତେବେ ସେ ତାଙ୍କ ଜୀବନ ରେ ଅନେକ ପରିଶ୍ରମ କରି ସଫଳତା ପାଇଛନ୍ତି ।

ତେବେ ଏହି ପରିଶ୍ରମ କରିବା ପଛରେ ତାଙ୍କୁ ଅନେକ ଅସୁବିଧା ସମ୍ମୁଖୀନ ହେବା କୁ ପଡୁଥିଲା । ତେବେ ଏହି ଅଭିନେତ୍ରୀ ଜଣକ ଆହୁରି ଅନେକ କଥା କହିଥିଲେ ଏକ ସାକ୍ଷାତକାର ରେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.