“ମୋ ସହ ରାଗିଙ୍ଗ ହେଲେ ମୁଁ ଛାଡିବା ପିଲା ନୁହେଁ ” – ବିଜେପି କଲେଜର ଛାତ୍ରୀ ରୁଚିକା ଘଟଣାରେ ଏମିତି ବୟାନ ଦେଲେ ଛାତ୍ରୀ – ଦେଖନ୍ତୁ ଭିଡିଓ

ରାଜ୍ୟ

ବର୍ତ୍ତମାନ ସମୟ ରେ ସୁଇସାଇଡ୍ ଅଧିକ ବଧିବାରେ ଲାଗିଛି ଆଉ ସୁ-ଇ-ସା-ଇ-ଡ୍ କରିବା ପୂର୍ବ ରୁ ମିଳୁଛି ଗୋଟିଏ ହାତ ଲେଖା ଚିଠି ।  ବର୍ତ୍ତମାନ ସମୟରେ ବି ଏମିତି ଗୋଟିଏ ଘଟଣା ଘଟିଛି ଗୋଟିଏ ନିରୀହ ଝିଅ ସହିତ । ଦେଶ ବହୁତ ବଦଳିଲାଣି କିନ୍ତୁ ଏବେ ବି ରହି ଯାଇଛି ରା-ଗି-ଙ୍ଗି । ଆଉ ରାଗିଙ୍ଗି ରେ ବହୁତ ନିରୀହ ଜୀବନ ଯାଉଛି ।

ଆସନ୍ତୁ ଜାଣିବା ଏହା ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ।  ଆପଣ ମାନେ ଯଦି ଜାଣିବାକୁ ଚାହୁଁଛନ୍ତି  ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ୍ ରୁ ଶେଷ ଯାଏ ପଢନ୍ତୁ  ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ ଟିକୁ । ଏବେ ନ୍ୟୁଜ ରେ ହଉ ବା ୟ୍ୟୁଟୁବ୍ ରେ ଯୋଉ ଥିରେ ବି ଦେଖ ଗୋଟିଏ ହିଁ ବିଷୟ ଦେଖିବାକୁ ମିଳୁଛି ।

ଏହି ପରି ସୁ-ଇ-ସା-ଇଡ୍ କରିବା ସବୁଠାରୁ ଭୁଲ ଅଟେ ।  ଆପଣ ମାନେ ଜାଣିଥିବ କି ବର୍ତ୍ତମାନ ସମୟରେ ରୁଚିକା ମହାନ୍ତି ଙ୍କ ସୁ-ଇ-ସା-ଇଡ୍ କରିବା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।  ଏହି ନେଇ ସେହି ବିଜେପି କଲେଜ ର ଜଣେ ଛାତ୍ରୀ କହିଛନ୍ତି କି ଏହା ଅକରିବ ଭୁଲ । ଯଦି ଆମ କୁ ଟ୍ର-ଚ-ର୍ କରୁଛି  ତା ପ୍ରତି ଦୟା ନ୍ କରି ତା ଉପରେ ଅଭିଯୋଗ କରିବା ଦରକାର ଦୟା ଓ ସମ୍ମାନ୍ ର ସେମାନେ ଯୋଗ୍ୟ ଅଟନ୍ତି ଯେଉଁ ମାନେ ଏହା ପାଇଁ ଯୋଗ୍ୟ ଥାଆନ୍ତି ।

ତାହା ସହ କହିଛନ୍ତି ବାପା ମାଆ କଲେଜ କୁ ପଠାନ୍ତି ପିଲା ପାଠ ପଢି ବାପା ମାଆ ଙ୍କ ସ୍ବପ୍ନ୍ କୁ ସତ କରିବା ପାଇଁ । ସେମାନେ ବହୁତ ଆଶା ରଖି ଥାନ୍ତି ଆମ ଉପରେ ।  ସେ ରୁଚିକା ଯଦି ଚାହିଁ ଥାନ୍ତେ  ସେ ଚିଠି ରେ କେବେଳ ତିନି ଜଣ ବୋଲି କାହିଁକି ଲେଖିଲେ ସେ ଯଦି ଚାହିଁ ଥାନ୍ତେ  ସେ ତିନି ଜଣ ଙ୍କ ର ନାଁ ଲେଖି ଥିଲେ ପୋଲିସ କୁ ସହଜ ହୋଇ ଥାନ୍ତା ଆଉ ତାଙ୍କ ବାପା ମାଆ ଜାଣି ପାରିଥାନ୍ତେ କି କିଏ ତାଙ୍କ ଝିଅ ଦୋଷୀ ଅଟନ୍ତି ।  କହି ଯଦି ଭୁଲ କରୁଛି  ତାକୁ ଦଣ୍ଡ ଦିଆ ଯାଉ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.