ବର୍ତ୍ତମାନ ସମୟ ରେ ସୁଇସାଇଡ୍ ଅଧିକ ବଧିବାରେ ଲାଗିଛି ଆଉ ସୁ-ଇ-ସା-ଇ-ଡ୍ କରିବା ପୂର୍ବ ରୁ ମିଳୁଛି ଗୋଟିଏ ହାତ ଲେଖା ଚିଠି । ବର୍ତ୍ତମାନ ସମୟରେ ବି ଏମିତି ଗୋଟିଏ ଘଟଣା ଘଟିଛି ଗୋଟିଏ ନିରୀହ ଝିଅ ସହିତ । ଦେଶ ବହୁତ ବଦଳିଲାଣି କିନ୍ତୁ ଏବେ ବି ରହି ଯାଇଛି ରା-ଗି-ଙ୍ଗି । ଆଉ ରାଗିଙ୍ଗି ରେ ବହୁତ ନିରୀହ ଜୀବନ ଯାଉଛି ।
ଆସନ୍ତୁ ଜାଣିବା ଏହା ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ । ଆପଣ ମାନେ ଯଦି ଜାଣିବାକୁ ଚାହୁଁଛନ୍ତି ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ୍ ରୁ ଶେଷ ଯାଏ ପଢନ୍ତୁ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ ଟିକୁ । ଏବେ ନ୍ୟୁଜ ରେ ହଉ ବା ୟ୍ୟୁଟୁବ୍ ରେ ଯୋଉ ଥିରେ ବି ଦେଖ ଗୋଟିଏ ହିଁ ବିଷୟ ଦେଖିବାକୁ ମିଳୁଛି ।
ଏହି ପରି ସୁ-ଇ-ସା-ଇଡ୍ କରିବା ସବୁଠାରୁ ଭୁଲ ଅଟେ । ଆପଣ ମାନେ ଜାଣିଥିବ କି ବର୍ତ୍ତମାନ ସମୟରେ ରୁଚିକା ମହାନ୍ତି ଙ୍କ ସୁ-ଇ-ସା-ଇଡ୍ କରିବା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଏହି ନେଇ ସେହି ବିଜେପି କଲେଜ ର ଜଣେ ଛାତ୍ରୀ କହିଛନ୍ତି କି ଏହା ଅକରିବ ଭୁଲ । ଯଦି ଆମ କୁ ଟ୍ର-ଚ-ର୍ କରୁଛି ତା ପ୍ରତି ଦୟା ନ୍ କରି ତା ଉପରେ ଅଭିଯୋଗ କରିବା ଦରକାର ଦୟା ଓ ସମ୍ମାନ୍ ର ସେମାନେ ଯୋଗ୍ୟ ଅଟନ୍ତି ଯେଉଁ ମାନେ ଏହା ପାଇଁ ଯୋଗ୍ୟ ଥାଆନ୍ତି ।
ତାହା ସହ କହିଛନ୍ତି ବାପା ମାଆ କଲେଜ କୁ ପଠାନ୍ତି ପିଲା ପାଠ ପଢି ବାପା ମାଆ ଙ୍କ ସ୍ବପ୍ନ୍ କୁ ସତ କରିବା ପାଇଁ । ସେମାନେ ବହୁତ ଆଶା ରଖି ଥାନ୍ତି ଆମ ଉପରେ । ସେ ରୁଚିକା ଯଦି ଚାହିଁ ଥାନ୍ତେ ସେ ଚିଠି ରେ କେବେଳ ତିନି ଜଣ ବୋଲି କାହିଁକି ଲେଖିଲେ ସେ ଯଦି ଚାହିଁ ଥାନ୍ତେ ସେ ତିନି ଜଣ ଙ୍କ ର ନାଁ ଲେଖି ଥିଲେ ପୋଲିସ କୁ ସହଜ ହୋଇ ଥାନ୍ତା ଆଉ ତାଙ୍କ ବାପା ମାଆ ଜାଣି ପାରିଥାନ୍ତେ କି କିଏ ତାଙ୍କ ଝିଅ ଦୋଷୀ ଅଟନ୍ତି । କହି ଯଦି ଭୁଲ କରୁଛି ତାକୁ ଦଣ୍ଡ ଦିଆ ଯାଉ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ