ମୋ ଧନ ବାଙ୍ଗାଲୋର ଯିବାବେଳେ ମୁଁ ତାଙ୍କ ପାଖକୁ ଯାଇଥିଲି,… ହେଲେ ଏହାର ଭିଡ଼ିଓ କରି 3 ଜଣ 500ଟଙ୍କା ମାଗିଲେ .. ଦେଖନ୍ତୁ ଭିଡିଓ

Uncategorized

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଏହି ଭିଡିଓ ଟି ପ୍ରେମୀ ଯୁଗଳ ଙ୍କୁ ନେଇ ଆସିଛି । ତାହେଲେ ପ୍ରେମୀ ଯୁଗଳ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଳ ହୋଇଥାଏ । ତାହେଲେ ଆସନ୍ତୁ ଏହି ଖବର ଉପରେ ନଜର ପକାଇବା ।


ପ୍ରେମୀ ଯୁଗଳ ପରସ୍ପର କୁ ବହୁତ୍ ଭଲ ପାଉଥିଲେ ନିଜ ଜୀବନ ଠାରୁ , ତାହେଲେ ବନ୍ଧୁଗଣ ପ୍ରେମିକ ଜନକ କିଛି ରୋଜଗାର କରୁ ନ ଥିବା ରୁ ସେ ବାଙ୍ଗାଲୋର ବାହାରି ଥିଲେ ଯୁବକ ଜଣକ । ତାହେଲେ ନିଜ ପ୍ରେମିକା ସହ ଆଉ କେବେ ଦେଖା ହୋଇ ପାରିବ ନାହିଁ ବୋଲି , ଶେଷ ଥର ପାଇଁ ଦେଖା କରିବା ପାଇଁ ଉଭୟ ଏକାଠି ହୋଇଥିଲେ ଗୋପୀନାଥ ପୁର ମଠ ରେ ।

ତାହେଲେ ବନ୍ଧୁଗଣ ଉଭୟ ଏକାଠି ହୋଇଥିବା ବେଳେ କିଛି ଯୁବକ ମାନେ ଫଟୋ ଉଠାଇ ଭିଡିଓ କରିଥିଲେ । ଗୋପୀନାଥ ପୁର ଓ ମଠ ପୁର ର ୩ ଯୁବକ ଫଟୋ ଉଠାଇବା ପରେ , ଏହି ପ୍ରେମୀ ଯୁଗଳ ମାନ ଙ୍କୁ ଫଟୋ ଦେଖାଇ ଭ-ୟ-ବୀ-ତ କରାଇଲେ । ଟଙ୍କା ଦିଅ ନହେଲେ ସୋସିଆଲ ମିଡ଼ିଆ ରେ ଫଟୋ ଭାଇରାଳ କରି ଦେବୁ ।

ତାହେଲେ ଏହି ସମୟ ରେ।ପ୍ରେମୀ ଯୁଗଳ ମାନେ ସେମାନ ଙ୍କୁ ୫ ଶହ ଟଙ୍କା ଦେଇଥିଲେ । ତାହେଲେ ଫଟୋ ଆଉ ଭିଡିଓ ଡିଲଟ କରିବା ପାଇଁ କହିଥିଲେ । ତେବେ ୩ ଯୁବକ ପଇସା ପାଇ ସେଠାରୁ ଫେରାର ହୋଇ ଯାଇଥିଲେ ଓ ଫଟୋ ଓ ଭିଡିଓ ଡିଲେଟ କରି ନ ଥିଲେ । ବାରମ୍ବାର ବ୍ଲା-କ ମେଲିଂ କରିବା ପରେ

କାଳେ ଭିଡିଓ ଭାଇରାଳ ହୋଇଯିବ ଓ ଲୋକ ଲ-ଜ୍ୟା ରୁ ମୁକ୍ତି ପାଇବା ପାଇଁ ଉଭୟ ସୁଇ ସାଇଟ କରି ଦେଲେ । ଘଟଣା ଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳ ର ପ୍ରେମୀ ଯୁଗଳ ଆ-ତ୍ମ-ହ-ତ୍ୟା କରିବା ପରେ , ଏହା ବେଶ୍ ଚର୍ଚ୍ଚା ରେ ଅଛି । ଯିବା ପୁର୍ବ ରୁ ଚିଠି ରେ ଉଲ୍ଲେଖ କରି ଥିଲେ ସେ ଗୋପୀନାଥ ପୁର ଓ ମଠ ପୂର୍ ୩ ଯୁବକ ଆମର କିଛି ଫଟୋ ଓ ଭିଡିଓ

ନିଜ ମୋବାଇଲ ରେ ରଖି ଆମ କୁ ବାରମ୍ବାର ବ୍ଲାକ ମେଳିଂ କରିବା ସେ ଏହି ଭଳି କିଛି କରିଛନ୍ତି । ତାହେଲେ କିଏ ସେହି ୩ ଯୁବକ ତାହା ବର୍ତ୍ତମାନ୍ ସମୟ ରେ ଜଣା ପଡି ନାହିଁ । ଏହାକୁ ନେଇ ଆଉ କିଛି ନୂଆ ତଥ୍ୟ ମିଳିଲେ ଆମେ ଆପଣ ଙ୍କୁ ଜଣାଇବୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.