ମୋ ଝିଅକୁ ଛାଡି ସହରୀ ଝିଅଙ୍କୁ ଫସେଇ ରାସଲୀଳା କରୁଛି ମୋ ଜ୍ୱାଇଁ … ଦେଖନ୍ତୁ ଭିଡିଓ

ବିଶେଷ

ବର୍ତ୍ତମାନ ସମୟରେ ବହୁତ ନୂଆ ନୂଆ ଭିଡିଓ ଆସୁଛି ଯାହା ସମାଜ ପ୍ରତି ବହୁତ ଖରାପ ପ୍ରଭାବ ପଡୁଛି । ଏବେ ବିବାହ କିମ୍ବା ଅନ୍ୟ ସମ୍ପର୍କ ର କିଛି ଗୁରୁତ୍ବ ହିଁ ନାହିଁ ଲାଗୁଚି ଏମିତି ଯେମିତି ସମାଜ ରୁ ବିବେକ ହିଁ ମାରି ଯାଇଛି ସତରେ ସମସ୍ତ ଙ୍କ ପାଖ ରେ ଏବେ ଟଙ୍କା ଅଭାବ ବୋଧଏ ନଥିବ ହେଲେ ସମ୍ପର୍କ ର ଅଭାବ ଏବେ ସମସ୍ତ ଙ୍କ ପାଖ ରେ ।

ୟ୍ୟୁଟବ ରେ ଆପଣ ମାନେ ଦେଖୁଥିବେ ପ୍ରତିଦିନ କିଛି ନା କିଛି ନୂଆ ଭିଡିଓ ଆସୁଛି ଯାହା ସାରା ସମାଜ କୁ ଚହଳ କରି ଦେଉଛି । ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ସମସ୍ତ ଙ୍କ ପାଖ ରେ ସ୍ମାଟ ଫୋନ ଅଛି ଆଉ ସ୍ମାଟ ଫୋନ ଛୋଟ ପିଲା ରୁ ଆରମ୍ଭ କରି ଅତି ବୟସ୍କ ଲୋକ ବି ଧରୁଛନ୍ତି ଆଉ ଯାହା କିଛି ନୂଆ ଭିଡିଓ ଆସିଲେ ସମସ୍ତ୍ ଙ୍କ ର ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଚି ।

ସେଇଠି ପାଇଁ ଭିଡିଓ ଟି ବହୁତ କମ ସମୟ ରେ ଭାଇରାଲ ହେଇ ସମସ୍ତ ଙ୍କ ମୋବାଇଲ ରେ ଘୁରି ବୋଲୁଛି । ଆଉ ଏବେ ସୋସିଆଲ୍ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ସାଜି ସାରିଛି ଯାହା କି ସମସ୍ତ ଙ୍କ ପାଖ ରର ପ୍ରତ୍ୟେକ ଖବର ପଠାଇବା ପାଇଁ ସକ୍ଷମ ମଧ୍ୟ ହୋଇ ସାରିଛି । ଆପଣ ମାନେ ଦେଖି ଥିବେ ବର୍ତ୍ତମାନ ସମୟରେ କେତେ ମାତ୍ରା ରେ ସ୍ବାମି ଓ ସ୍ତ୍ରୀ ଙ୍କ ଝଗଡା କୁ ନେଇ ଅଧିକ ଭିଡିଓ ଆସୁଛି । ଯାହା କି ଘର ର 4 କାନ୍ଥ ଭୀତ ରେ ରହିବା କଥା କିନ୍ତୁ ଏହା ରାସ୍ତା ପଡି ହାଟ ଗଡୁଛି ।

ତେବେ ଏ ନେଇ ଆଉ ନୂଆ ଭିଡିଓ ଆସିଛି ଯାହା ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ ଯେପରିକି ଜଣେ ଶାଶୁ ଶଶୁର ଆଣିଛି ତା ଜ୍ବାଇଁଙ୍କ ନାଁ ରେ ଅଭିଯୋଗ ସେ କହିଛନ୍ତି କି ତାଙ୍କ ଜ୍ବାଇଁ ରଖିଛନ୍ତି 10 ତା ସ୍ତ୍ରୀ । ଆଉ ତାଙ୍କ ଝିଅ ଅଧିକ ନି-ର୍ଜା-ତ-ନା ଦେଉଛନ୍ତି । ଏହି ଘଟଣା ଟି ଘଟିଛି କାକଟପୁର ଠା ରେ ଯାହା କି କାକଟପୁର ଥାନା ରେ ଏହି ଅଭିଯୋଗ ଆସି ଥିବାର ନଜର ରେ ଆସିଛନ୍ତି । ଶଶୁର କହୁଛି ତା ଝିଅ କୁ ବାହାଘର କରିବାର 10 /15 ବର୍ଷ ପରେ ଏ ସବୁ ଘଟଣା ଘଟୁଛି ।

ସେ ବାହାରେ ଯେବେଠୁଁ ଚାକିରୀ କରିବା କାହିକି ଯାଉଛି କିନ୍ତୁ ସେଠାରେ ବାହାହେଇ ସ୍ତ୍ରୀ ଗୋଟେ ଗୋଟେ ରଖୁଛି । ଏ ସବୁ ଜାଣିବା ପରେ ଝିଅ ଟିର ବାପା ବୁଝେଇ ସୁଝେଇ ଆଣି ଘରେ 3/4 ବର୍ଷ ଘରେ ରଖିଥିଲେ ଆଉ ତାପରେ ପୁଣି ଚାକିରି କରିବା କହି ଝିଅ ଙ୍କ ପଛ ରେ ପଡୁଛି । ପରେ ଆସି ଶଶୁର ଙ୍କୁ ପଇସା ମାଗୁଛି ତେଣୁ ଏ ନେଇ ସେ ତାଙ୍କ ଝିଅ ପାଇଁ ନ୍ୟାୟ ମାଗୁଛନ୍ତି ।

Leave a Reply

Your email address will not be published.