ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ରେ ବହୁତ କିଛି ଭିଡିଓ ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏବେ ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ହାତ ରେ ସ୍ମାଟ୍ ଫୋନ ଆଉ ଏହି ସ୍ମାଟ୍ ଫୋନ ପାଇଁ ହିଁ ବହୁତ ଶୀଘ୍ର ଭିଡିଓ ଭାଇରାଲ୍ ହେବାକୁ ଲାଗୁଛି । ଆଉ ଏବେ ଯାହା ବି ଭିଡିଓ ଭାଇରାଲ୍ ହେଉଛି ତାହା ଏବେ ବିଶ୍ବାସ୍ ବି କରି ହେଉନି । ଆଉ ଏବେ ବାପା ପୁଅ ଉପରେ ସ୍ବାମି ସ୍ତ୍ରୀ ଉପରେ ଅଥବା ବର୍ତ୍ତମାନ ସମୟରେ କୌଣସି ସମ୍ପର୍କ ଉପରେ ବି ବିଶ୍ବାସ ହେଉ ନାହିଁ ।
ତେବେ ଆଜି ଏମିତି ଏକ ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି ଯାହା ଆଉ ଚର୍ଚ୍ଚା ଖବର ପାଲଟି ଯାଇଛି । ଯଦି ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ସମ୍ପୁର୍ଣ୍ଣ ଆର୍ଟିକିଲ୍ ଟିକୁ ପଢ଼ନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ଖବର ଟି ଜାଣି ପାରିବେ ।
ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି କି ସ୍ବାମି ତା ସ୍ତ୍ରୀ ଉପରେ ଭରସା ରଖୁ ନାହିଁ । ଆଉ ସ୍ତ୍ରୀ ନିଜର ସଫେଇ ଦେଉଛି ସମସ୍ତ ମିଡ଼ିଆ ଆଗରେ ।
ତେବେ ଏଭଳି କିଛି କର୍ମ କରୁଛି ଆଉ ସନ୍ଧେହ ଜନକ କାମ କରୁଛି ଯାହା ତା ସ୍ବାମି ତା ଉପରେ ସନ୍ଧେହ କରୁଛି ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ଟି କ’ଣ । ଏହି ମହିଳା ଜଣଙ୍କ କହିବା ଅନୁଯାୟୀ ସେ ଏବେ ପେଗ୍ନେଟ୍ ଅଛି କିନ୍ତୁ ଏହି ମହିଳା ଜଣକ ର ସ୍ବାମି ନାରାଜ ହେଉଛନ୍ତି ଆଉ କହୁଛନ୍ତି କି ତାଙ୍କ ର ଏ ପିଲା ନୁହଁ ଏ ପିଲା ଆଉ କାହାର ।
ତାଙ୍କ ସ୍ବାମି ତାଙ୍କ ଉପରେ ସଂନ୍ଦେହ କରୁଛନ୍ତି କାରଣ ଦିନେ ତାଙ୍କ ଘରେ ତାଙ୍କ ଅଲମାରି ତାଙ୍କ ସ୍ବାମି କିଛି ଖୋଜୁ ଥିବା ବେଳେ ତାଙ୍କ ସ୍ତ୍ରୀ ଲୁଚେଇ ରଖିଥିବା ମୋବାଇଲ ଟି ଦେଖିଲେ ଆଉ ପଚରିବାରୁ କହିଲେ ତାହା ତାଙ୍କ ଭାଣେଜୀ ର ଦିଅର ଦେଇଛନ୍ତି । ତାଙ୍କ ତାଙ୍କ ଦିଅର ଫୋନ ପେ ରେ ପଇସା ଦେଇଥିଲେ ଆଉ ତାଙ୍କ ସ୍ତ୍ରୀ ନିଜେ ମୋବାଇଲ ଟି କିଣି ତାଙ୍କ ସହ କଥା ହେଉଥିଲେ । ଯାହା କି ଏହି ମହିଳା ଜଣଙ୍କ ର ସ୍ବାମି ଜାଣିଲା ପରେ ଏ ସବୁ ତାଙ୍କୁ ଆଉ ନିଜ ର କରିବାକୁ ଚାହୁଁ ନାହାନ୍ତି ।
ଏ ନେଇ ମହିଳା ଜଣ ଙ୍କ କହିଛନ୍ତି କି ତାଙ୍କ ର ସେ ପିଲା ସହ କିଛି ବି ସମ୍ପର୍କ ନାହିଁ ଆଉ ସେ କେବେଳ ତାଙ୍କ ସହ ଫୋନ ରେ ଭଲ ମନ୍ଦ କଥା ହୋଇ ଥିଲେ ଆଉ ସେ ପିଲା ସହ ସେ କେବେବି ଦେଖା ମଧ୍ୟ ହୋଇ ନାହାନ୍ତି । ଆଉ ଏ ସବୁ ଘଟଣା କୁ ନେଇ ତାଙ୍କୁ ତାଙ୍କ ସ୍ବାମି ବହୁତ ସନ୍ଧେହ କରୁଛନ୍ତି ଆଉ ଏହି ମହିଳା ଜଣକ ଏବେ ପେଗ୍ନେଟ୍ ଅଛନ୍ତି ଆଉ ଏ ପିଲା କୁ ତାଙ୍କ ସ୍ବାମି ତାଙ୍କ ପିଲା ବୋଲି ମାନୁ ନାହାନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।