ମେଳା ରେ ବୁଲୁ ଭେଟ ହୋଇଗଲେ ଦୁଇ ଲୋକପ୍ରିୟ କାମେଡିଆନ ହରି (Hari) ଙ୍କ ସ୍ତ୍ରୀ ଓ ପ୍ରଜ୍ଞାନ (Pragyan) ଙ୍କ ସ୍ତ୍ରୀ, ଆଉ ତାପରେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଅଧିକ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି ଓ ବେଳେ ନିଜ ଶୁଟିଙ୍ଗ ସେଟ ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ଥାନ୍ତି ।

ତାହେଲେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜଣେ ହାସ୍ୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ତେବେ ଏହି ହାସ୍ୟ ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ସୁନନ୍ଦା। ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଜବରଦସ୍ତ କମିଡି ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ଓ ରିଆଲିଟି ସୋ ରେ। ତେବେ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେସ ଇଚ୍ଛୁକ ଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ସୁନନ୍ଦା ବିବାହ ବନ୍ଧନ ହୋଇଥିଲେ । ତେବେ ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଙ୍କୁ ବିବାହ କରିଥିଲେ । ତେବେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ପ୍ରଜ୍ଞା ଙ୍କୁ , ତେବେ ନିଜ ଜବରଦସ୍ତ କମେଡି ପାଇଁ ସେ ବେଶ୍ ଲୋକ ପ୍ରିୟ ।

ତେବେ ବିବାହ ପରେ ପ୍ରଜ୍ଞା ଓ ସୁନନ୍ଦା ବେଶ୍ ଖୁସି ରେ ଅଛନ୍ତି ଓ ତେବେ ବର୍ତ୍ତମାନ୍ ସମୟ ରେ ସୁନନ୍ଦା ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତେବେ ଶାଶୁଘରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି ଓ ବେଳେ ବେଳେ ସୋସିଆଲ ମିଡ଼ିଆରେ ବେସ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୁନନ୍ଦା ଭୁବନେଶ୍ୱର ର ଏକ ଆଦିବାସି ମେଳା କୁ ବୁଲିବାକୁ ଯାଇଛନ୍ତି । ହଁ ବନ୍ଧୁ ଅଭିନେତ୍ରୀ ସୁନନ୍ଦା ଭୁବନେଶ୍ୱର ଯାଇଛନ୍ତି ଓ ସେଠାରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି ।

ତେବେ ବନ୍ଧୁଗଣ ସୁନନ୍ଦା ଆଦିବାସି ମେଳା ଦେଖିବାକୁ ଯାଇଥିଲେ ମଧ୍ୟ ତାଙ୍କ ସହ ପ୍ରଜ୍ଞା ଯାଇ ନ ଥିଲେ , ତେବେ ସୁନନ୍ଦା ଙ୍କ ସହିତ ପ୍ରଜ୍ଞା ଙ୍କ ଭାଇ ମାନେ ସୁନନ୍ଦା ଙ୍କ ଦିଅର ଯାଇଛନ୍ତି । ତେବେ ସେହି ଆଦିବାସି ମେଳା ରେ ସୁନନ୍ଦା ସବୁ କିଛି ଦେଖିବା ସହ ବହୁତ୍ ସାରା ଜିନିଷ କିଣିଛନ୍ତି ଓ ମଜା ମସ୍ତି କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.