ମୁଁ ହେଇଥିଲେ ଚଉଠି ରାତି ସାରି ଦିଅନ୍ତି, ଓଡିଆ ସିନେମାର ଏମିତି ଦୃଶ୍ୟ ଯାହାକୁ ୩୦ ମିଲିୟନରୁ ଅଧିକ ଲୋକ ଦେଖିଲେଣି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ବେସ୍ ସକ୍ରୀୟ ରହୁଛନ୍ତି ଓ ବେଲେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ନିଜ ସୁଟିଂ ସେଟ ର ବା ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ।ତେବେ ଠିକ୍ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭୂମିକା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେସ ପରିଚିତ , ତେବେ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କ ଛୋଟ ବେଳୁ ଦେଖି ଆସୁଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ବୟସ ରୁ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ଘରେ ମଧ୍ୟ ପରିଚିତ ହୋଇଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଭୂମିକା ସମସ୍ତ୍ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଛନ୍ତି । ତେବେ ଭୁକିମା ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଅଭିନେତା ଙ୍କ ସହ ଅଭିନୟ କରି ସାରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କର ଅନେକ ଚଳଚ୍ଚିତ୍ର ଦେଖିଥିବେ , ତେବେ ଆପଣ ମାନେ ଭୂମିକା ଙ୍କ ଏକ ଚଳଚ୍ଚିତ୍ର ଯାହାର ନାମ ହେଉଛି ନାୟକ ନା ଦେବଦାସ , ଏହି ଚଳଚ୍ଚିତ୍ର ଟି ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ଚଳଚ୍ଚିତ୍ର ରେ ଭୂମିକା ଙ୍କୁ ଏକ ଭିନ୍ନ ଚରିତ୍ର ରେ ଦେଖିବାକୁ ପାଇଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଚରିତ୍ର କୁ ବହୁତ୍ ପସନ୍ଦ କରି ଥିଲେ ।


ତେବେ ଏହି ଚଳଚ୍ଚିତ୍ର ରେ ଦେବଦାସ ଭୂମିକା ରେ ଅଭିନେତା ଅସିତ୍ , ଚନ୍ଦ୍ରମୁଖୀ ଚରିତ୍ର ରେ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ପାରୋ ଭୂମିକା ରେ ଭୂମିକା ଦାସ । ତେବେ ଆହୁରି ଅନେକ ଲୋକ ପ୍ରିୟ କଳାକାର ମାନେ ଏହି ଚଳଚ୍ଚିତ୍ର ରେ ଦେଖିବାକୁ ମିଳିଥିଲା । ତେବେ ଏହି ଚଳଚ୍ଚିତ୍ର ରେ ଭୂମିକା ଦାସ ସରଳ ଗାଉଁଲି ଝିଅ ଭାବ ରେ ନଜର ଆସିଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏହି ଚଳଚ୍ଚିତ୍ର ମଧ୍ୟ ରେ ଏମିତି ଏକ ଦୃଶ୍ୟ ରହିଛି ଯେଉଁଥି ରେ ଭୂମିକା ବା ପାରୋ ତାଙ୍କ ସାଙ୍ଗ ମାନ ଙ୍କ ସହ ପୋଖରୀ କି ଗାଧେଇବାକୁ ଯାଇଛନ୍ତି । ତେବେ ପାରୋ ଏଵଂ ତାଙ୍କ ସାଙ୍ଗ ମାନେ ଦେବଦାସ ବିଷୟ ରେ କଥା ବାର୍ତ୍ତା ହେଉଛନ୍ତି । ତେବେ ସେମାନଙ୍କ ମଧ୍ୟ ରୁ ଜଣେ କହୁଛି ଯଦି ମୋ ତୋ ଜାଗା ରେ ଥାଆନ୍ତି ଚଉଠି ରାତି ସାରି ଦିଅନ୍ତନି ।

ତେବେ ଏହା ପରେ ପାରୋ କହୁଛନ୍ତି ନଜର ଚୁପ୍ ତାଙ୍କ ପାଖ କୁ ମୁଁ କାହାକୁ ମଡ଼େଇ ଦେବିନି ଟି ଯେମିତି ହେଉଛି ନା ତାଙ୍କୁ ମୋ ଠାରୁ ଛଡେଇ ନେବୁ । ତେବେ ଏହି ଦୃଶ୍ୟ ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ଭାଇରାଳ ହେବା ରେ ଲାଗିଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.